ଆସିକା : – ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଆହ୍ୱାନ ଓ ଗଂଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ ଙ୍କ ପରାମର୍ଶ ,ଗଂଜାମ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ପ୍ରଶାନ୍ତ ପଣ୍ଡାଙ୍କ ସଂଯୋଜନା କ୍ରମେ ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆସିକା ବ୍ଲକ ଅନ୍ତର୍ଗତ କଲଷଣ୍ଢପୁର ସଂଗ୍ରାମୀ ହରିହର ଉଚ୍ଚ ବିଦ୍ୟାଳୟ , ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ,ମେକ୍ ମାଇକଲ ସଂସ୍କୃତ ମହାବିଦ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଆସିକ-୦୩ ଜୋନ ଜିଲାପରିଷଦସଭ୍ୟ ବି.ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମହୋଦୟା ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ,ବରିଷ୍ଠ ନେତା ଦିଲ୍ଲୀପ ପାଣିଗ୍ରାହୀ,ଅଭିମନ୍ୟୁ ନାହାକ,ଭଗବାନ ସାହୁ, ରାଜେଶ ପଟ୍ଟନାୟକ, ଅନିଲ କୁମାର ନାୟକ,ଜିଲ୍ଲା ସ୍ତରୀୟ ବରିଷ୍ଠ ବିଜେଡି ନେତୃମଣ୍ଡଳୀ,ବ୍ଲକ ଯୁବ ଜନତା ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପ୍ରଧାନ,ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ମଧୁସୂଦନ ସ୍ୱାଇଁ, ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ଦଳାଇ, ଜିଲ୍ଲା ସମ୍ପାଦକ ସୁରେଶ ଡାକୁଆ, ଜିଲ୍ଲା ଛାତ୍ର ଜନତା ଆଇ ଟି ସଂଯୋଜକ ଶ୍ୱେତବସନ୍ତ ଲେଙ୍କା, ଆସିକା ବିଜୁ ଛାତ୍ର ଜନତା ନଗର ସଭାପତି ତଥା-୧୩ ନଂ କାଉଁସିଲର ନିଗମାନନ୍ଦ ରାଉତ, ବ୍ଲକ ସଭାପତି ବିମଳ ପ୍ରଧାନ,ବିଜୁ ଛାତ୍ର ଜନତା ଦଳର ଆସିକା ବ୍ଲକ ଡିଜିଟାଲ ସମ୍ପାଦକ ସାଇରାଜ ଦଳାଇ, ନଗର ଡିଜିଟାଲ ସମ୍ପାଦକ ସୁବ୍ରତ ପାତ୍ର,ବ୍ଲକ ଯୁବ ଡିଜିଟାଲ ସମ୍ପାଦକ ପ୍ରମୋଦ ପ୍ରଧାନ,ନଗର ଯୁବ ଡିଜିଟାଲ ସମ୍ପାଦକ ରବୀନ ପାତ୍ର, ବାଲ୍ମୀକି ବିଷୋୟୀ, ଶଙ୍କର ସେଠି, ପ୍ରମୋଦ ପ୍ରଧାନ, ଜୟସେନ ସ୍ୱାଇଁ, କାହ୍ନୁ ଦଳାଇ, ବିମଳ ପ୍ରଧାନ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର ମହାରଣା, ଆକାଶ ସ୍ୱାଇଁ,ଡିଜିଟାଲ ସମ୍ପାଦକ କେଶବ ଦାଶ ,ଆସିକା ବ୍ଲକ ସ୍ତରୀୟ, ପଞ୍ଚାୟତ ସ୍ତରୀୟ ସମସ୍ତ ଯୁବ ଛାତ୍ର ଜନତା ଦଳର ସଭାପତି, ଡିଜିଟାଲ ସମ୍ପାଦକ ସମେତ ବିଜେଡିର ବହୁ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।