ଆମ୍ବପାଳ ଗ୍ରାମରେ କିରୋସିନ ପିଇ ଶିଶୁ ଆହତ

କୁହିକା: ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ଆମ୍ବପାଳ ଗ୍ରାମରେ ମୁରଲୀ ଦେହୁରୀ ଶିଶୁ ପୁତ୍ର କ୍ରିଷ୍ଣା ଦେହୁରୀ ପାଣି ବୋତଲ ଭାବି କିରୋଶିନ ଥିବା ବୋତଲରୁ କିରୋସିନ ପିଇ କ୍ରିଷ୍ଣା ଦେହୁରୀ ଗୁରୁତର ହୋଇଯାଇଥିବା ବେଳେ ତାଙ୍କୁ ପରିବାର ବର୍ଗଙ୍କ ସହଯୋଗରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରଥମିକ ଚିକିତ୍ସା କରାଯିବା ପରେ କ୍ରିଷ୍ଣା ଦେହୁରୀ ଦେହୁରୀଙ୍କର ସ୍ଵାସ୍ଥ୍ୟ ଅଵସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ପରିବାର ବର୍ଗଙ୍କ ଦ୍ଵାରା ସରକାରୀ 108 ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.