ପାଟକୁରା (ନି. ପ୍ର )ପାଟକୁରା ଦ୍ବିପଅଞ୍ଚଳ ପାଇଁ ଐତିହାସିକ ପଦକ୍ଷେପ ନେଲେ ରାଜ୍ୟ ସରକାର..ଜଳସମ୍ପଦ ବିଭାଗ ଦ୍ୱାରା ମହାନଦୀ ଚିତ୍ରୋତ୍ପଳା ଦ୍ବିପlଞ୍ଚଳ ରେ ଜଳସେଚନ ପାଇଁ 1995 ମସିହାରେ 15342 ହେକ୍ଟର ଜମି କୁ ଜଳଯୋଗାଣ ପାଇଁ ଏହି ଅଞ୍ଚଳ ରେ ଏକ ମହାନଦୀ ଚିତ୍ରୋତ୍ପଳା ଦ୍ବିପଅଞ୍ଚଳ ପ୍ରକଳ୍ପ ଉଦଘାଟନ
ପାଟକୁରା (ନି. ପ୍ର )ପାଟକୁରା ଦ୍ବିପଅଞ୍ଚଳ ପାଇଁ ଐତିହାସିକ ପଦକ୍ଷେପ ନେଲେ ରାଜ୍ୟ ସରକାର..ଜଳସମ୍ପଦ ବିଭାଗ ଦ୍ୱାରା ମହାନଦୀ ଚିତ୍ରୋତ୍ପଳା ଦ୍ବିପlଞ୍ଚଳ ରେ ଜଳସେଚନ ପାଇଁ 1995 ମସିହାରେ 15342 ହେକ୍ଟର ଜମି କୁ ଜଳଯୋଗାଣ ପାଇଁ ଏହି ଅଞ୍ଚଳ ରେ ଏକ ଦୀର୍ଘ କେନାଲ ଉଦଘାଟନ ହୋଇଛି. ଏହି କେନାଲ ଚାରୋଟି ନିର୍ବାଚନ ମଣ୍ଡଳୀ ର ଚାଷୀ ମାନଙ୍କୁ ଚାଷ ନିମନ୍ତେ ଜଳ ଯୋଗାଇ ଦେବ ବୋଲି ମନ୍ତ୍ରୀ ନିଜ ଅଭିଭାଷଣ ରେ କହିଥିଲେ.
ଏହି କେନାଲ ପ୍ରକଳ୍ପ ଟି ଟାଙ୍ଗୀ -ସାଲେପୁର ନିର୍ବାଚନ ମଣ୍ଡଳୀ ର ହରିଚନ୍ଦନ ପୁର ଠାରୁ ଆରମ୍ଭ ହୋଇ କଟକ ସଦର ନିର୍ବାଚନ ମଣ୍ଡଳୀ ପାଇକା ସାଇଫନ ପୋଲ ଦେଇ ମଧ୍ୟ୍ୟ ଭାଗରେ ପାଟକୁରା ନିର୍ବାଚନ ମଣ୍ଡଳୀ ର ଗରଦପୁର ବ୍ଲକ ଦେଇ ମହାକାଳପଡ଼ା ରେ ଶେଷ ହୋଇଛି. ତେବେ ଏହି କେନାଲ ଜରିଆ ରେ ବାର ମାସ କୃଷକ ମନଙ୍କୁ ଜଳ ଯୋଗାଇ ଦିଆଯିବ.ବ୍ୟବସ୍ଥା ରହିଛି. ଫଳରେ ବର୍ଷକ ବାର ମାସ ଜଳ ଯୋଗାଣ ଯୋଗୁଁ କୃଷି ବିଭାଗ ପରାମର୍ଶ ରେ ଧାନ ବ୍ୟତିରେକ ବିଭିନ ଫସଲ ଉତ୍ପାଦନ କରିହେବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ପାଳ ଅମ୍ରିତ ଋତୁରାଜ କହିଥିଲେ..
ଏହି ପ୍ରକଳ୍ପ ର ପରିକଳ୍ପନା 1995 ମସିହା ରୁ ହୋଇ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 2004 ମସିହା ରେ ଶେଷ ହୋଇ ଥିଲl. ତେବେ ଆହୁରି ଅର୍ଦ୍ଧାଧିକ କାର୍ଯ୍ୟ ବାକି ଥିଲେ ବି କିଛି ସମସ୍ୟା ଦୃଷ୍ଟି କଣ ରୁ କାର୍ଯ୍ୟ ଅଧା ରହିଥିଲା. ତେବେ 2015 ମସିହା ରେ ପୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଜଳସମ୍ପଦ ବିଭାଗ ତତ୍ପର ହୋଇ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିଥିଲା.
ଏହି ପ୍ରକଳ୍ପ ରେ ଆଗାମୀ ଦିନ ରେ ଜଗତ ସିଂ ପୁର, କଟକ, କେନ୍ଦ୍ରାପଡ଼ା ର ଚାଷୀ ମାନେ ଉପକୃତ ହେବେ ବୋଲି ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି…ଏହି ପ୍ରକଳ୍ପ ଦ୍ୱlରା ଗରଦପୁର ର ଚଉଷଠି ଗ୍ରାମ ର ଚାଷୀ ଉପକୃତ ହେବ.
କାର୍ଯ୍ୟକ୍ରମ ରେ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ସମେତ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ,ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ଶଙ୍କର ମିଶ୍ର ଯୋଗ ଦେଇଥିଲେ. କେନାଲ ଉଦଘାଟନ ହୋଇଛି. ଏହି କେନାଲ ଚାରୋଟି ନିର୍ବାଚନ ମଣ୍ଡଳୀ ର ଚାଷୀ ମାନଙ୍କୁ ଚାଷ ନିମନ୍ତେ ଜଳ ଯୋଗାଇ ଦେବ ବୋଲି ମନ୍ତ୍ରୀ ନିଜ ଅଭିଭାଷଣ ରେ କହିଥିଲେ.
ଏହି କେନାଲ ପ୍ରକଳ୍ପ ଟି ଟାଙ୍ଗୀ -ସାଲେପୁର ନିର୍ବାଚନ ମଣ୍ଡଳୀ ର ହରିଚନ୍ଦନ ପୁର ଠାରୁ ଆରମ୍ଭ ହୋଇ କଟକ ସଦର ନିର୍ବାଚନ ମଣ୍ଡଳୀ ପାଇକା ସାଇଫନ ପୋଲ ଦେଇ ମଧ୍ୟ୍ୟ ଭାଗରେ ପାଟକୁରା ନିର୍ବାଚନ ମଣ୍ଡଳୀ ର ଗରଦପୁର ବ୍ଲକ ଦେଇ ମହାକାଳପଡ଼ା ରେ ଶେଷ ହୋଇଛି. ତେବେ ଏହି କେନାଲ ଜରିଆ ରେ ବାର ମାସ କୃଷକ ମନଙ୍କୁ ଜଳ ଯୋଗାଇ ଦିଆଯିବ.ବ୍ୟବସ୍ଥା ରହିଛି. ଫଳରେ ବର୍ଷକ ବାର ମାସ ଜଳ ଯୋଗାଣ ଯୋଗୁଁ କୃଷି ବିଭାଗ ପରାମର୍ଶ ରେ ଧାନ ବ୍ୟତିରେକ ବିଭିନ ଫସଲ ଉତ୍ପାଦନ କରିହେବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ପାଳ ଅମ୍ରିତ ଋତୁରାଜ କହିଥିଲେ..
ଏହି ପ୍ରକଳ୍ପ ର ପରିକଳ୍ପନା 1995 ମସିହା ରୁ ହୋଇ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 2004 ମସିହା ରେ ଶେଷ ହୋଇ ଥିଲl. ତେବେ ଆହୁରି ଅର୍ଦ୍ଧାଧିକ କାର୍ଯ୍ୟ ବାକି ଥିଲେ ବି କିଛି ସମସ୍ୟା ଦୃଷ୍ଟି କଣ ରୁ କାର୍ଯ୍ୟ ଅଧା ରହିଥିଲା. ତେବେ 2015 ମସିହା ରେ ପୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଜଳସମ୍ପଦ ବିଭାଗ ତତ୍ପର ହୋଇ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିଥିଲା.
ଏହି ପ୍ରକଳ୍ପ ରେ ଆଗାମୀ ଦିନ ରେ ଜଗତ ସିଂ ପୁର, କଟକ, କେନ୍ଦ୍ରାପଡ଼ା ର ଚାଷୀ ମାନେ ଉପକୃତ ହେବେ ବୋଲି ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି…ଏହି ପ୍ରକଳ୍ପ ଦ୍ୱlରା ଗରଦପୁର ର ଚଉଷଠି ଗ୍ରାମ ର ଚାଷୀ ଉପକୃତ ହେବ.
କାର୍ଯ୍ୟକ୍ରମ ରେ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ସମେତ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ,ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ଶଙ୍କର ମିଶ୍ର ଯୋଗ ଦେଇଥିଲେ.
Prev Post