ପୁରୀ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢିବାକୁ ସହଯୋଗ ଜରୁରୀ By Nandini News Last updated Jun 9, 2022 131 0 ପୁରୀ :ଶିକ୍ଷା ଓ ସୁରକ୍ଷା ଶିଶୁର ଅଧିକାର । ତେବେ କେତେକ କ୍ଷେତ୍ରରେ ଶିଶୁଟି ଏଥିରୁ ବଂଚିତ ହୋଇ ଶ୍ରମିକ ଭାବେ କାର୍ଯ୍ୟ କରୁଛି। ପିଲାଟିକୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରି ଶିକ୍ଷା ର ବ୍ୟବସ୍ଥା କରିବା ଲକ୍ଷ୍ୟରେ ଜନ ସଚେତନତା ସୃଷ୍ଟି କରାଯାଉଛି। 0 131 Share