ଜଟଣୀ- ଆଜି କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଭାରତୀୟ ପ୍ରଦୌଗିକ ସଂସ୍ଥାନ(IIT) ଭୁବନେଶ୍ୱର ରେ ଚିପ୍ ଟୁ ଷ୍ଟାର୍ଟଅଫ ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି । ମାନନୀୟ ରେଳ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବିଧିବଦ୍ଧ ଭାବେ ଜସୋସ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ସିକୃତି ପତ୍ରକୁ ଆଇ ଆଇ ଟି ଚେୟାରମ୍ୟାନ୍ ରାଜେନ୍ଦ୍ର ପ୍ରତାପ ସିଂ,ନିର୍ଦ୍ଦେଶକ ଭି କେ ତିୱାରୀ ଓ କୁଳସଚିବ ଦେବରାଜ ରଥଙ୍କୁ ହସ୍ତାନ୍ତର କରିଥିଲେ ।ଆଗାମୀ ଦିନରେ ଆହୁରି ଅନେକ ନୂତନ ଜ୍ଞାନକୌଶଳ ର ସିକ୍ଷାବେବସ୍ତା କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶୁତି ଦେଇଛନ୍ତି ।