ଆଜି ଭଦ୍ରକ ଜିଲ୍ଲା ରେ ରାହୁଲ ଗାନ୍ଧୀଙ୍କୁ ବ।ରମ୍ବାର ED ର ସମନ୍ ଲଗାଇ କେନ୍ଦ୍ର ସରକାରଙ୍କ ସ୍ୱରକୁ ଦବାଇ ଦେବାପାଇଁ ବାରମ୍ବାର ଦଳର ସଭାନେତ୍ରୀ ସୋନିଆ ଗାନ୍ଧୀଜି ଙ୍କୁ ଅପଦସ୍ତ କରିବା ଉଦ୍ଦେଷ୍ୟରେ ED କୁ ବ୍ୟବହାର କରି ସମନ ଜାରି କରାଯାଉ ଅଛି ।ସେଥିପାଇ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି କଲେକ୍ଟର ଅଫିସ ସମ୍ମୁଖରେ ସତ୍ୟାଗ୍ରହ ଜାରିରହିଛି ,ଏନେଇ ଏହି ଆନ୍ଦୋଳନ ଜରିଆରେ କୁହାଯାଇଥିଲା ।