କେନ୍ଦ୍ରାପଡ଼ା- ପରକ୍ରିୟା ପ୍ରିତି ସାଜିଲା କାଳ.ମାଇଁ ଭୋକ ପାଇଁ ମାମୁ କୁ ହାଣିଲା ଭଣଜା. ଦେହ ଭୋକ ଆଗରେ ଫିକା ପଡିଲା କି ସମ୍ପର୍କ.ମାମୁ କୁ ଗୋଡେଇ ଗୋଡେଇ ହାଣିଲେ ଭଣଜା ଓ ମାଇଁ.
ବର୍ଷା ଟୁଁଗୁରୁ ଘଟଣା ପରେ ଏଭଳି ଘଟଣା କୁ ବର୍ଷା ଟୁଁଗୁରୁ ଙ୍କ ସହ ଯୋଡ଼ିଲେ ଅଞ୍ଚଳବାସୀ
କେନ୍ଦ୍ରାପଡ଼ା ଡେରାବିଶ ପଞ୍ଚୁପାଣ୍ଡାବ ଡେରାଡିହି ଗ୍ରାମ ରେ ଅଭାବନୀୟ ଘଟଣା. ମାଇଁ ଭଣଜା ଙ୍କ ପରକ୍ରିୟା ପ୍ରୀତି ଦେଖିଦେବାରୁ ମାମୁ କୁ ମିଶି ହାଣିଦେଲା ଭଣଜା ଓ ମାଇଁ.. ମାମୁଁ ବାବାଜୀ ବେହେରା ଗୁରୁତର ଅବସ୍ଥା ରେ ଡାକ୍ତରଖାନା କୁ ସ୍ଥାନାନ୍ତର. ହାତ କଟିଯାଇଥିବା ନେଇ ସୂଚନା. ମୁଣ୍ଡ ରେ ବାଜିଛି କଟୁରି ଚୋଟ.
ଦୀର୍ଘ ବର୍ଷ ଧରି ମାନସି ବେହେରା ନାମକ ମହିଳା ଙ୍କ ସହ ତାଙ୍କ ନିଜ ଭଣଜା କିଶୋର ବେହେରା ସହ ସମ୍ପର୍କ ଥିଲା. ଦୁହିଁ ଙ୍କ ପରକ୍ରିୟା ଗ୍ରାମ ବାସି ମିଶି ଏଭଳି କଦର୍ଯ୍ୟ ଓ କୁସ୍ଚିତ ଘଟଣା କୁ ବିରୋଧ କରି ମାଇଁ ଓ ଭଣଜା ଙ୍କ ନା ରେ ଡେରାବିଶ ଥାନା ରେ ଦେଲେ ଏତଲା. ଶାନ୍ତି ଶୃଙ୍ଖଳା ଭଙ୍ଗ ନେଇ ଅଭିଯୋଗ କଲେ .ମାଇଁ ଓ ଭଣଜା ଙ୍କ ର ପରକ୍ରିୟା ପ୍ରୀତି କୁ ସହ୍ୟ ନକରିପାରି ସ୍ୱାମୀ ବାବାଜୀ ବେହେରା ଙ୍କ
ସହ ସ୍ତ୍ରୀ ମାନସି ଙ୍କ କିଛିବର୍ଷ ହେବ ତିକ୍ତତା ଲାଗି ରହିଥିଲା.. ପରିବାର ରେ ସବୁ ବେଳେ ଅସlନ୍ତି ଲାଗୁଥିଲା.
ଭଣଜା କିଶୋର ବାରମ୍ବାର ମାଇଁ କୁ ଦେଖା କରିବାକୁ ବାବାଜୀ ଙ୍କ ଘର କୁ ଆସୁଥିଲା.ଦିନ ସାଢେ ବାରଟା ସମୟ ରେ ମାମୁ କାମରୁ ଘରକୁ ଫେରି ଭଣଜା ଓ ମାଇଁ କୁ ଏକା ସାଙ୍ଗରେ ଦେଖିବାରୁ ଝଗଡା ସୃଷ୍ଟି ହୋଇଥିଲା. ଫଳରେ ଭଣଜା କିଶୋର ଓ ମାଇଁ ମାନସି ବାବାଜୀ ଙ୍କୁ କଟୁରୀ ରେ ହାଣି ପକାଇଥିଲେ. ମାମୁକୁ ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ 108 ଯୋଗେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି. ଏନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଡେରାବିଶ ଥାନା ପୋଲିସ ତଦନ୍ତ ଆରମ୍ବ କରିଛି.
ସେପଟେ ଘଟଣା ପରେ ମାଇଁ ମାନସି ବେହେରା ମଧ୍ୟ ଡେରାବିଶ ଥାନାରେ ଆହତ ସ୍ୱାମୀ ବିରୁଦ୍ଧରେ ଏକ ନିର୍ଯ୍ୟାତନା ର ଅଭିଯୋଗ ଆଣିଛନ୍ତି . ଏନେଇ ଭଣଜା କୁ ସପକ୍ଷ କରି ମାଇଁ ମାନସି ନିଜ ସ୍ୱାମୀ ନାମରେ ଡେରାବିଶ ଥାନା ରେ ଅଭିଯୋଗ କରିଛନ୍ତି
କିନ୍ତୁ ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ମାଇଁ ଓ ଭଣଜା ଙ୍କୁ ବିରୋଧ କରି ତୁରନ୍ତ ଗିରଫ ଦାବି କରିଛନ୍ତି
.କିଛି ଲୋକ ଏହି ମାଇଁ ଭଣଜା ଙ୍କୁ ବର୍ଷା ଓ ଟୁଁଗୁରୁ ଭୋଳ ଘଟଣା ସହ ମଧ୍ୟ ଯୋଡି ଛନ୍ତି.