କଣ୍ଟାବାଞ୍ଜି- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟଲା ଛକ ନିକଟରେ ଏକ ବାଇଲ ଆରୋହୀ ମାନେ ଭାରସ୍ୟାମ ହରାଇ ଦୁର୍ଘଟଣାରେ ଗୁରୁତ୍ତ୍ୱର ଆହାତ ହେଇଛନ୍ତି, ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ଗୁରୁତ୍ତ୍ୱର ଆହାତ ତିନି ଜଣ ଯୁବକଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ସରକାରୀ ଡାକ୍ତର ଖାନାରେ ଚିକିତ୍ସା କରେଇଛନ୍ତି, ସୂଚନା ଯୋଗ୍ୟ ଯେ ଚୁଲ୍ଲୀଫୁଙ୍କା ଗ୍ରାମପଞ୍ଚାୟତର ପାତାଲପଡା ଗାଁର ଇଶ୍ୱର ବାଗଙ୍କ ପୁଅ ନରେନ୍ଦ୍ର ବାଗ ଓ ଭିରକାପଡ଼ାର ଅଲେଖ ବାଗ ଗୁହୁରିଆପଦର ଗାଁର ଶଙ୍ଖ ବଛା ବୋଲି ଜଣାପଡିଛି, କଣ୍ଟାବାଞ୍ଜିରେ ଡାକ୍ତର ଇବସିତା ବେହେରା ପ୍ରାଥମିକ ଚିକିତ୍ସା କରିବା ପରେ ନରେନ୍ଦ୍ର ଗୁରୁତ୍ତ୍ୱର ଆହାତ ହୋଇଥିବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ରେଫର କରିଛନ୍ତି, ସୂଚନା ଯୋଗ୍ୟ ଯେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ କିଛି ବି ଘଟଣା ଦୁର୍ଘଟଣାର ଲୋକଙ୍କୁ ଅନେକ ସମୟରେ ଆଣି ଜୀବନ ବଞ୍ଚେଇଥିବା ଦେଖିବାକୁ ମିଳିଛି, ତେଣୁକରି କଣ୍ଟାବାଞ୍ଜି ସମାଜସେବୀ ସଂଗଠନ ମାନେ ପ୍ରଶଂସା କରିଛନ୍ତି ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ