ଖବର ଆଜିର ….ତାରିଖ ୧୮/୦୬/୨୦୨୩ ରବିବାର ।


ଚଳିତ ମାସ ୨୫ ପରିବର୍ତେ ୧୮ ତାରିଖରେ ହେବ ପ୍ରଧାନମନ୍ତ୍ରୀଙ୍କ ମନକୀବାତ କାର୍ଯ୍ୟକ୍ରମ ।

ରଥଯାତ୍ରା ପାଇଁ ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍, ମୁତୟନ ହେବେ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ: ଡିଜି ।

ରଥଯାତ୍ରୀର ଦୁଇ ଦିନ ପୂର୍ବରୁ ଦେବଦଳନ ରଥ ଅଖରେ ଫାଟ । ହେଲେ ବଦଳିବନି ଦର୍ପଦଳନ ରଥର ଅଖ । ଫାଟ ଥିବା ସ୍ଥାନରେ ଲାଗିବ ୟୁ-କ୍ଲାମ୍ପ ।

ତାମିଲନାଡୁରେ ଥମୁନି ସରକାର-ରାଜ୍ୟପାଳ ବିବାଦ । ଇଡି ଦ୍ୱାରା ଗିରଫ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ବିଭାଗ ବଂଟନ ପ୍ରସ୍ତାବକୁ ରାଜ୍ୟପାଳଙ୍କ ପ୍ରତ୍ୟାଖାନ ।

ଗୁଜରାଟରେ ପହଁଚି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ ଗୃହମନ୍ତ୍ରୀ ଅମିତ ଶାହା, ଆକାଶମାର୍ଗରୁ ପରଖିଲେ ସ୍ଥିତି ।

ଉପହାସର ଶିକାର ହେଲେ ଆମେରିକା ରାଷ୍ଟ୍ରପତି, ଜୋ ବାଇଡେନଙ୍କ ତ୍ରୁଟିପୂର୍ଣ୍ଣ ଭାଷଣ ସାମାଜିକ ଗଣମାଧ୍ୟମରେ ହେଉଛି ଭାଇରାଲ ।

ବଢ଼ିଲା ରାସନ କାର୍ଡ ସହ ଆଧାର ଲିଙ୍କ କରିବା ଅବଧି, ସେପ୍ଟେମ୍ବର ୩୦ ଶେଷ ତାରିଖ ।

ମୁଣ୍ଡଫଟା ଖରା ମଧ୍ୟରେ ଚାଲିଛି ଆନ୍ତଃରାଜ୍ୟ ଚାମ୍ପିଅନସିପ୍: ଆଥଲେଟ୍‌ଙ୍କ ନାକରୁ ବାହାରିଲା ରକ୍ତ ।

ବ୍ରିଜଭୂଷଣଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ସାକ୍ଷୀ, ନାବାଳିକାଙ୍କ ପରିବାରକୁ ଧମକାଇବାରୁ ବଦଳିଲା ବୟାନ ।

ଆମେରିକାରେ ୧୮୦ ଦେଶର ପ୍ରତିନିଧିଙ୍କୁ ଯୋଗ କରାଇବେ ପିଏମ୍ ମୋଦୀ, ଜାତିସଂଘ ମୁଖ୍ୟାଳୟରେ ମେଗା ଶୋ’ର ପ୍ରସ୍ତୁତି ।

ଢେଙ୍କାନାଳରେ କାଳବୈଶାଖୀ ତାଣ୍ଡବ, ବଜ୍ରପାତରେ ୩ ମୃତ ଓ ୪ ଗୁରୁତର ।

Operation Ganga Documentary: ‘ଅପରେସନ୍ ଗଙ୍ଗା’ ଦେଶର ଅବିସ୍ମରଣୀୟ ଆତ୍ମାକୁ ପ୍ରତୀକ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବାହାନଗା ଦୁର୍ଘଟଣା; ମୃତକଙ୍କୁ ଚିହ୍ନଟ ପାଇଁ ବିଜ୍ଞାପନ ଦେଲା ରେଳ ମନ୍ତ୍ରାଳୟ ।

NCERT ବିବାଦ: ୟୁଜିସି ଅଧ୍ୟକ୍ଷଙ୍କ ସହ ଅନେକ ସଂସ୍ଥାର ମୁଖ୍ୟ କହିଲେ- ନାଁ ହଟାଇବା ନାଟକ, ପୁସ୍ତକଗୁଡିକୁ ଆଧୁନିକୀକରଣ କରିବାରେ ରୋକା ଯାଉଛି ।

ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ବିଜୟ; ୫୪୬ ରନ୍‌ରେ ଜିତିଲା ଟିମ୍ ।

ଡେଭିଡ ୱାର୍ନରଙ୍କ ବିରଳ ରେକର୍ଡ, ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ୧୫ ଥର ହେଲେଣି ଆଉଟ ।

ସୁପ୍ରଭାତ ,ଶୁଭ ସକାଳ ।

Leave A Reply

Your email address will not be published.