ଖବର ଆଜିର…ତାରିଖ ୨୩/୦୭/୨୩, ରବିବାର
୧-ସରିଲା+୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ,ଏବେ ବି ଲକ୍ଷାଧିକ ଆସନ ଖାଲି।
୨-ମହିଳା ଓ ଶିଶୁ ନିର୍ଯ୍ୟାତନା ପ୍ରସଙ୍ଗ:ସବୁ ବିଭାଗ,SPଙ୍କଠୁ ତଥ୍ୟ ଲୋଡିଲେ ସରକାର।
୩-ରାଷ୍ଟ୍ରପତିଙ୍କ ପାଇଁ ୫୫ ପ୍ଲାଟୁନ ପୋଲିସ, ଆଜି ହେବ ରିହର୍ସାଲ।
୪-ରାୟଗଡ଼ା:ପ୍ରଚାର ସୀମିତ ‘ବେଟି ବଚାଓ ବେଟି ପଢାଓ’:ପାଠ ଛାଡୁଛନ୍ତି ବାଳିକା।
୫-ହାଇଟେକ୍ ଜମାକାରୀ ଫେରିପାଇବେ ଟଙ୍କା,୫ ହଜାର ଜମାକାରୀଙ୍କୁ ମିଳିବ ୪୦ କୋଟି।
୬-କନ୍ଧମାଳ:ସଶକ୍ତ ହେବେ ୧୨ଟି ବ୍ଲକର ୨୪ ଜଣ ଦିବ୍ୟାଙ୍ଗ, ୩ ଚକିଆ ମୋଟର ଯାନ ବାଣ୍ଟିଲେ ଡ.ଅଚ୍ୟୁତ ସାମନ୍ତ।
୭-ଓଡିଆରେ ପଢାଯିବ CBSE କୋର୍ସ, ଯେଉଁ ପିଲାମାନେ ଓଡିଆରେ ପଢିବାକୁ ଚାହୁଁଛନ୍ତି ସେମାନେ ପଢିପାରିବେ।
୮-୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରାପଡିଲେ ଭଦ୍ରକ ବନ୍ତ ଥାନା ଏଏସ୍ଆଇ ମାନସ ପରିଡା।
୯-ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା ଲାଗି ଧର୍ମେନ୍ଦ୍ର ଓ ନରସିଂହଙ୍କ ଦାବି, ସମୟ ଆସିଲେ ଚାରୋଟି ଯାକ ଦ୍ୱାର ନିଶ୍ଚୟ ଖୋଲାଯିବ : ପ୍ରମିଳା।
୧୦-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଂଚଳର ଚାଷୀ:ସବସିଡରେ କୃଷି ଯନ୍ତ୍ରପାତି ନେଇ ସମସ୍ୟାରେ ଚାଷୀ ଦୌଡ଼ି ଦୌଡ଼ି ଥକିଗଲେଣି, ହେଲେ ମିଳୁନି ଅର୍ଥ।
୧୧-ଜାରି ରହିଛି କଂଗ୍ରେସ କନ୍ଦଳ । ରାଜ୍ୟ କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ଝଡ । ସେପଟେ କଟକରେ ନିଲମ୍ବିତ ନେତାଙ୍କ ସମର୍ଥକ କଲେ ମୌନବ୍ରତ।
୧୨-ବାରିପଦା:ସାହସିକତାପାଇଁ ୩ ବନ କର୍ମଚାରୀ ପୁରସ୍କୃତ ହେବେ। ମାଥି ହାଁସଦା, ବିମଳ ଜେନା ଓ ହିମାଂଶୁ ସେଠୀଙ୍କୁ ମିଳିବ ସମ୍ମାନ।
୧୩-ଏସି ଚୋରି କରିବାକୁ ଆସି ଆରପାରିକୁ ଚାଲିଗଲା ଚୋର. କଟକ ଶିଶୁଭବନରୁ ଏସି ଚୋରି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଣଙ୍କ ମୃତ୍ୟୁ।
୧୪-ମା’ ରମାଦେବୀଙ୍କ ୩୮ତମ ପୂଣ୍ୟତିଥୀ ପାଳିତ:ରମାଦେବୀଙ୍କ ତ୍ୟାଗ ଓ ସଂଗ୍ରାମର ବାସ୍ନା ଯୁବପିଢ଼ିଙ୍କ ମଧ୍ୟରେ ଭରି ଦିଆଯାଉ।
୧୫-ବାଲେଶ୍ବର: ବାହାବଳପୁର ନିକଟରେ ବୁଡ଼ିଗଲା ଭୁଟୁଭୁଟି। ଏଥିରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ନିଖୋଜ।
୧୬-ନୂଆ ଦିଲ୍ଲୀ:ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ବଡିବିଲ୍ଡରଙ୍କ ଜଷ୍ଟିନ ଭିକି ନିଜ ସାମର୍ଥ୍ୟଠାରୁ ଅଧିକ ଓଜନ ଉଠାଇବାରୁ , ତାଙ୍କର ମୃତ୍ୟୁ ହୋଇଛି।
୧୭-ଥମୁନି ମଣିପୁର ହିଂସା । ଭାଇରାଲ ଭିଡିଓ ଘଟଣାରେ ସାରା ଦେଶରେ ପ୍ରତିବାଦ ଜାରି । ୩ ମାସ ଧରି ମଣିପୁରରେ ଚାଲିଛି ହିଂସା, ହତ୍ୟା ଓ ପୋଡ଼ାଜଳା।
୧୮-ହିମାଚଳ ବୁଲି ଆସୁଥିବା ଲୋକଙ୍କ ଲାଗି ଖୁସି ଖବର, ସରକାରୀ ହୋଟେଲରେ ରହିଲେ ମିଳୁଛି ୫୦% ରିହାତି।
୧୯-ନେପାଳ ଭଳି ଏବେ ଶ୍ରୀଲଙ୍କାରେ ବି ସ୍ଥାନୀୟ ନେଣଦେଣ ପାଇଁ ଭାରତୀୟ ମୁଦ୍ରାରେ ପେମେଣ୍ଟ କରି ହେବ।
୨୦-ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୋଦୀ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏