ଖବର ଆଜିର….ତାରିଖ ୨୬/୦୮/୨୩, ଶନିବାର

୧-‘ମୋ ସ୍କୁଲ’ ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ଅଧିକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବା ଯୋଜନା।

୨-କଟକରେ ହେବ ଚଳଚ୍ଚିତ୍ର ସଂଗ୍ରହାଳୟ, ଦୃଶ୍ୟଶ୍ରାବ୍ୟ ବଖାଣିବ ଚଳଚ୍ଚିତ୍ର ଇତିହାସ।

୩-ଭୁବନେଶ୍ୱର:୨୮ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା,୩ଟି ବିଭାଗରେ ପିଲାମାନଙ୍କ ନାମ ଲେଖା ହେବ।

୪-ନୂଆପଡ଼ା:ମାତିଲେ ମାଓବାଦୀ, ବନବିଭାଗ ବିଟ୍ ହାଉସରେ କଲେ ବୋମାମାଡ।

୫-ସାରା ରାଜ୍ୟରେ ବଢ଼ୁଛି ଡେଙ୍ଗୁ, ରୋଗୀଙ୍କ ସଂଖ୍ୟା ୨୭ ଶହ ଟପିଲା।

୬-କାମାକ୍ଷାନଗର:ଟ୍ରେଡର୍ସ ଗୁରୁଜୀ ନାଁ ରେ ମାମଲା, ଅଧିକ ସୁଧ ଲୋଭ ଦେଖାଇ ୩ କୋଟି ଠକେଇ।

୭-ଶିକ୍ଷାନୁଷ୍ଠାନକୁ ଡେଙ୍ଗୁ ଭୟ: କ୍ୟାମ୍ପସରେ ଭଣଭଣ ମଶା,ଅଳିଆ ଆବର୍ଜ୍ଜନା ସଫା ହେଉନି କି ସଚେତନ କରାଯାଉନି।

୮-ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା ଗିରଫ, ଆୟଠାରୁ ୨୦୬% ଅଧିକ ସମ୍ପତ୍ତି ଅଛି।

୯-ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ।

୧୦-କିଟ୍-ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟରର ନବମ ବାୟୋଟେକ୍ ଶିଳ୍ପ ସମାବେଶ, ୩୦ରୁ ଅଧିକ ଶିଳ୍ପସଂସ୍ଥାର ମୁଖ୍ୟ ଯୋଗଦେଇଛନ୍ତି।

୧୧-ପୁରୀ: ଆଜି ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଝୁଲଣ ଯାତ୍ରା,ବଡ଼ଦେଉଳ କୁଞ୍ଜରେ ଝୁଲିବେ ଶ୍ରୀ ମଦନମୋହନଙ୍କ ସହ ଲକ୍ଷ୍ମୀ ଓ ସରସ୍ବତୀ।

୧୨-ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍।

  • ୧୩-ବ୍ରହ୍ମପୁର:ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ,ଲାଗିଲା ଗୋ ବ୍ୟାକ୍ ନାରା।

୧୪-ଭୁବନେଶ୍ବର ମହାନଗର ନିଗମ-ବିଏମସି ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ବିଏମସି।

୧୫-ଚନ୍ଦ୍ରରୁ ବିରଳ ଫଟୋ ପଠାଉଛି ରୋଭର ପ୍ରଜ୍ଞାନ, ଗତିଶୀଳ ହେଲା ରୋଭର, ଗଡ଼ିଲା ୮ ମିଟର।

୧୬-ବିଶ୍ବ ଆଥିଲେଟିକ୍ସ, ଫାଇନାଲ ରାଉଣ୍ଡରେ ଓଡ଼ିଶାର କିଶୋର ଜେନା,ଜାଭେଲିନ ଥ୍ରୋର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେଲେ କିଶୋର ଜେନା।

୧୭-ଅକ୍ଟୋବର ୧୫ ପରେ ଆସିବେ ରାହୁଲ୍, ପ୍ରିୟଙ୍କାଙ୍କୁ ଆସିବାକୁ ଅନୁରୋଧ କଲେ ଓଡ଼ିଶା କଂଗ୍ରେସ ବିଧାୟକ।

୧୮-ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏଲିଙ୍ଗୱର୍ଥ, ରୁଚିରା ହେବେ ଅମ୍ପାୟାର।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.