ଅନଲାଇନ ଟଙ୍କା ଠକେଇ, ମାଷ୍ଟର ମାଇଣ୍ଡ ସହ 3ଗିରଫ

ବାସୁଦେବପୁର ; ଟେଲିଗ୍ରାମ ମାଧ୍ୟମରେ ଅନ ଲାଇନ ଟଙ୍କା କାରବାର ଅପରାଧରେ ପୋଲିସ ବାସୁଦେବପୁର ଅଂଚଳର ମାଷ୍ଟର ମାଇଣ୍ଡ ସହ 3 ଜଣକୁ ଗିରଫ କରିଛି । ଅନ ଲାଇନ କାରବାରରେ ମାଷ୍ଟର ମାଇଣ୍ଡ ହେଉଛି ଭଦ୍ରକ ସାବରଙ୍ଗ ଅଂଚଳର ପ୍ରୟାସ କାନ୍ତି ଦାସ । ଏହି  କାରବାରରେ ସମ୍ପୃକ୍ତ ଥିବା ସିମୁଳିଆ ଅଂଚଳର ମଧ୍ୟ ଦୁଇ ଜଣକୁ ଗିରଫ କରିଛି ବାସୁଦେବପୁର ପୋଲିସ । ବାସୁଦେବପୁର ଥାନା ଅଂଚଳର ବାଣପୁର ଗାଁରେ ଏହି ଅନ ଲାଇନ କାରବାରରେ ଠକେଇର ଶିକାର ପରେ ଘଟଣା ସାମ୍ନାକୁ ଆସିଥିଲା।  ଏଭଳି ଅନ ଲାଇନ ଠକେଇର ଶିକାର ହେଇଛନ୍ତି ବାଣପୁର ଅଂଚଳର ଦୀପକ ଦାସ ।   

ଟେଲିଗ୍ରାମ ମାଧ୍ୟମରେ ଅନ ଲାଇନ ଟଙ୍କା କାରବାର ଅପରାଧରେ ପୋଲିସ ବାସୁଦେବପୁର ଅଂଚଳର ମାଷ୍ଟର ମାଇଣ୍ଡ ସହ 3 ଜଣକୁ ଗିରଫ କରିଛି । ଅନ ଲାଇନ କାରବାରରେ ମାଷ୍ଟର ମାଇଣ୍ଡ ହେଉଛି ଭଦ୍ରକ ସାବରଙ୍ଗ ଅଂଚଳର ପ୍ରୟାସ କାନ୍ତି ଦାସ । ଏହି  କାରବାରରେ ସମ୍ପୃକ୍ତ ଥିବା ସିମୁଳିଆ ଅଂଚଳର ମଧ୍ୟ 2 ଜଣକୁ ଗିରଫ କରିଛି ବାସୁଦେବପୁର ପୋଲିସ । ବାସୁଦେବପୁର ଥାନା ଅଂଚଳର ବାଣପୁର ଗାଁରେ ଏହି ଅନ ଲାଇନ କାରବାରରେ ଠକେଇର ଶିକାର ପରେ ଘଟଣା ସାମ୍ନାକୁ ଆସିଥିଲା।  ଏଭଳି ଅନ ଲାଇନ ଠକେଇର ଶିକାର ହେଇଛନ୍ତି ବାଣପୁର ଅଂଚଳର ଦୀପକ ଦାସ ।  ଦୀପକଙ୍କ ଜଣେ ସାଙ୍ଗ ଆକାଉଣ୍ଟ କୁ ଟଙ୍କା ଆସିବାର ବିଭିନ ପ୍ରଲୋଭନ ଦେଖାଇ ତାଙ୍କ ନିକଟରୁ ଆଧାର ଓ ପାନ କାର୍ଡ ନେଇ  ଆଇଡିଏଫସି ଫାଷ୍ଟ ବ୍ୟାଙ୍କରେ  ଆକାଉଣ୍ଟ ଖୋଲିଥିଲେ । ଏଥି ସହ ଦୀପକଙ୍କ ମୋବାଇଲ ରେ ବ୍ୟାଙ୍କ ର ଏକ ଆପକୁ ଇନିଷ୍ଟାଲ କରିଥିଲେ । ଏହି ଆପରେ ଲଗିନ କଲା ପରେ ବିଭିନ ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟ କୁ 23ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଆସିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ପୁଣି ଆକାଉଣ୍ଟରୁ ଟଙ୍କା ଗାଏବ ହେଇଯାଉଥିଲା । ଏହାକୁ ଦେଖି ଦୀପକ ଟଙ୍କା ଆସିବା ପରେ ସଂଗେ ସଂଗେ 9ହଜାର ଟଙ୍କା ଅନ୍ୟ ଜଣକ ଆକାଉଣ୍ଟକୁ ପଠାଇଦେଇଥିଲେ । ଏହା ପରେ ସିମୁଳିଆ ଅଂଚଳରୁ 3ଜଣ ଯୁବକ ଦୀପକଙ୍କ ଘରେ ପହଂଚି ବିଭିନ ଧମକ ଚମକ ଦେଇଥିଲେ।  ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଇଥିଲା । ଯାହା ପରେ ଗାଁଲୋକ ସମ୍ପୃକ୍ତ ଯୁବକଙ୍କୁ କାବୁ କରି  ବାସୁଦେବପୁର ପୋଲିସ କୁ 2ଜଣକୁ ଜିମା ଦେଇଥିଲେ । ପୋଲିସ 2ଜଣକୁ ଅଟକ ରଖି ତଦନ୍ତ ଚଳାଇ ଥିଲା । ପରେ ଏହି ଘଟଣା ରେ ମାଷ୍ଟର ମାଇଣ୍ଡ କୁ ସାବରଙ୍ଗ ଅଂଚଳରୁ ଗିରଫ କରିଥିଲା । ତେବେ ଗିରଫ କରିବା ପରେ ଜଣେ ନୁହେଁ ହଜାର ହଜାର ଲୋକଙ୍କ ଆକାଉଣ୍ଟ ଖୋଲି OTP ମାଧ୍ୟମରେ ଯୁବକଙ୍କୁ ଠକେଇ ଥାଆନ୍ତି ବୋଲି ପୋଲିସ କହିଛି । 

SDPO, ସୌରଭ ଓତ୍ତା ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିଥିଲେ । ଏଥି ସହ ଦୀପକଙ୍କ ମୋବାଇଲ ରେ IDFC First Bank ର ଏକ ଆପକୁ install କରିଥିଲେ । ଏହି ଆପରେ ଲଗିନ କଲା ପରେ ବିଭିନ ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟ କୁ 23ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଆସିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ପୁଣି ଆକାଉଣ୍ଟରୁ ଟଙ୍କା ଗାଏବ ହେଇଯାଉଥିଲା । ଏହାକୁ ଦେଖି ଦୀପକ ଟଙ୍କା ଆସିବା ପରେ ସଂଗେ ସଂଗେ 9ହଜାର ଟଙ୍କା ଅନ୍ୟ ଜଣକ ଆକାଉଣ୍ଟକୁ ପଠାଇଦେଇଥିଲେ । ଏହା ପରେ ସିମୁଳିଆ ଅଂଚଳରୁ 3ଜଣ ଯୁବକ ଦୀପକଙ୍କ ଘରେ ପହଂଚି ବିଭିନ ଧମକ ଚମକ ଦେଇଥିଲେ।  ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଇଥିଲା । ଯାହା ପରେ ଗାଁଲୋକ ସମ୍ପୃକ୍ତ ଯୁବକଙ୍କୁ କାବୁ କରି  ବାସୁଦେବପୁର ପୋଲିସ କୁ 2ଜଣକୁ ଜିମା ଦେଇଥିଲେ । ପୋଲିସ 2ଜଣକୁ ଅଟକ ରଖି ତଦନ୍ତ ଚଳାଇ ଥିଲା । ପରେ ଏହି ଘଟଣା ରେ ମାଷ୍ଟର ମାଇଣ୍ଡ କୁ ସାବରଙ୍ଗ ଅଂଚଳରୁ ଗିରଫ କରିଥିଲା । ତେବେ ଗିରଫ କରିବା ପରେ ଜଣେ ନୁହେଁ ହଜାର ହଜାର ଲୋକଙ୍କ ଆକାଉଣ୍ଟ ଖୋଲି OTP ମାଧ୍ୟମରେ ଯୁବକଙ୍କୁ ଠକେଇ ଥାଆନ୍ତି ବୋଲି ପୋଲିସ କହିଛି

Leave A Reply

Your email address will not be published.