ଫାସିବାଦ ହଟାଅ, ଦେଶ ବଞ୍ଚାଅ

 ଆର,ଉଦୟଗିରି(ମନୋଜ କୁମାର ପାଢୀ)    ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗଜପତି ଜିଲ୍ଲାର ନୁଆଗଡ ବ୍ଲକ ଜୟପୁର ଠାରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଓ ନରସିଂହ ମଣ୍ଡଳ ଉପସ୍ଥିତ ରହି ଦକ୍ଷୀଣ ଓଡିଶା ର ଗୁଣପୁର ଠାରେ ପଦଯାତ୍ରା ସମାବେଶ 18 11 2023 ତାରିଖ ଦିନ କରାଯିବ ଓ ନଭେମ୍ବର ମାସ ରେ ପାରଳାଖେମୁଣ୍ଡି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କିରାମା ଠାରେ ମେଡିକାଲ ଓ କଲେଜ, ସମସ୍ତ ରେସନ୍ କାର୍ଡ ଧାରିକୁଂ 50 କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ବା , MGNREGA କାମରେ ବର୍ଷକୁ 200 ଦିନ କାମ ଦୈନିକ 600 ଟକାଂ ମଜୁରୀ ଯୋଗାଇବା, ଆଦିବାସୀ ମାନଙ୍କ ଆଦାୟ ହେଉଥିବା ମହୁଲ – ଛାଞ୍ଚୁଣି – ଝୁଣା – କାଦୁଂଲ – ଝୁଡୁଙ୍ଗ – ହଳଦି – ଅଦା – ମକା – ତେନ୍ତୁଳି – ସରକାର ଅତିଶୀଘ୍ର TDCS ଜରିଆରେ କିଣିବାରେ ବ୍ଯବସ୍ଥା, ଗଜପତି ଜିଲ୍ଲା ର ପ୍ରତେକ ବ୍ଲକ ରେ ଆଦିବାସୀ ମାନଙ୍କ ଆଦାୟ ହେଉଥିବ।

ଜଗଂଲ ଜାତ ଦ୍ରବ୍ୟ ଆମ୍ଭ – କଦଳୀ – ସପୁରୀ – ମକା – ରଖି ବିକ୍ରି କରିବା ପାଇଁ ଶୀତଳ ଭଣ୍ଡାର, ନୁଆଗଡ ରେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ କରିବା, 2023 ଶରଂକ୍ଷଣ ଆଇନ ବାତିଲ କରିବା, ସୁଦଂର ପୁର ଠାରୁ ଡକରପାଗାଂ – ଡଲିପଙ୍କାଲ ଓ ତାବରସାହି ପର୍ଯ୍ୟନ୍ତ ପକ୍କା ରାସ୍ତା , ଜୟପୁର ଠାରୁ ଅନୁଗୁରୁ ଦେଇ ଅନୁପୁର – ପାଇକ ପଦର – ହାଲିମା ହାଡିଖୁଦା ଠାରୁ ହାରୁମା – ହାଟିଲିମ ଡିମ୍ବିରି ସାହି ଓ ଅନାନ୍ୟ ଗାଁ ରେ ପକ୍କା ରାସ୍ତା

ପରିମଳ – ଅନୁଗୁରୁ – କିରାମା – ସଡଗଂ ପୁର ପଞ୍ଚାୟତ ର ପ୍ରତେକ ଗାଁ ରେ ପିଇବା ପାଣି ଯୋଗାଣ , କେନ୍ଦ୍ର ସରକାର ଙ୍କ ଜଂଗଲ ଅଧିକାର ଆଇନ 2022 ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବଦଂ କରିବା, ସମସ୍ତ କ୍ଷେତ ମଜଦୁର ମାନକୁଂ ଶିକ୍ଷା – ସ୍ୱାସ୍ଥ୍ୟ – ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ ଯୋଗାଇବା, ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ଗରିବ ଲୋକ ମାନକୁଂ ମାସକୁ 3000 ଟକାଂ ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ, ସମସ୍ତ ଗରିବ ଲୋକ ମାନକୁଂ 200 ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇ ଦିଆଯାଉ .

Leave A Reply

Your email address will not be published.