ବାରିପଦା, – ଚାହୁଁ ଚାହୁଁ ବିତିଗଲା ବାରିପଦା ଗୁଳିକାଣ୍ଡ ଆଉ ଏହି ଗୁଳିକାଣ୍ଡରେ ସହୀଦ ହୋଇଥିଲେ ଛାତ୍ରନେତା ରତିକାନ୍ତ ମହାନ୍ତି l ପ୍ରକାଶ ଥାଉକି ଆଜିକୁ ଠିକ୍ ୩୦ବର୍ଷ ତଳେ ବାରିପଦା ସହରରେ ୨୨/୧୨/୧୯୯୩ ମସିହାରେ ଏକ ଘଟଣାକୁ ନେଇ ଗୁଳିକାଣ୍ଡ ହୋଇଥିଲାl ଏହି ଗୁଳିକାଣ୍ଡରେ ଛାତ୍ରନେତା ରତିକାନ୍ତ ମହାନ୍ତି ଜୀବନ ହାରିଥିଲେl ଆଉ ଆଜିକୁ ୩୦ବର୍ଷ ବିତିଯାଇଥିଲେ ମଧ୍ୟ ରତିକାନ୍ତ ସବୁ ବାରିପଦା ବାସୀଙ୍କ ମନରେ ଘର କରି ରହିଆସିଛନ୍ତି l ତେବେ ଆଜି ତାଙ୍କ ସହୀଦ ଦିବସ ଅବସରରେ ବାରିପଦା ମୁଖ୍ୟ ବଜାରରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ବାରିପଦା ପୌରପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି l ପରିଚାଳନା କରିଥିଲେ ସୁବ୍ରମଣ୍ୟମ ମହାନ୍ତି, ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ,ବିଧାୟକ ରାଜକିଶୋର ଦାସ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା,ଏସ.ଡି.ସି ଚେୟାରମ୍ୟାନ ଡ. ଦେବାଶିଷ ମାରାଣ୍ଡି ,ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ,ମୟୂରଭଞ୍ଜ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ନବୀନ ଓଡିଶାର ସଂଯୋଜକ ସୁନିଲ ଦାସ , ପ୍ରଭାତ ନାୟକ ମହିଳା ସଭାପତି ଦିପ୍ତିଲତା ମିଶ୍ର ଯୁବ ସଭାପତି ଅରୁଣ ବରାଡ ଛାତ୍ର ସଭାପତି ସୁନିଲ ନାୟକ, ବାରିପଦା ଉପନଗରପାଳ ସୀମା ଦାସ , ମଳୟ ଜେନା, ଅମର ସେଠୀ, ଅଭିନ ପାତ୍ର, ବୀଣାପାଣି ସାହୁ, ଶ୍ରାବଣୀ ଦାସ, ସବିତା ବେହେରା , ଡ଼.କିଶୋର ପାତ୍ର, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଦେବାଶିଷ ପାତ୍ର, ସୁଧୀର ବାରିକ, ଅବଦୁଲ ହବିବ, ଅଭୟ ସିଂ, ସମ୍ବିତ ବସା,ସମୀର ସାହୁ, ବିରଞ୍ଚି ମହାପାତ୍ର, ଭବାନୀ ମିଶ୍ର, ସରୋଜ ବୋଷ, ପୂର୍ନେନ୍ଦୁ ପରିଡ଼ା, ଶ୍ରବଣ ଗୋପ, ରତ୍ନାକର ବେହେରା, ବିନୟ ଷଡ଼ଙ୍ଗୀ, ଲିଟନ ମହାପାତ୍ର, କପିଲ ଖଣ୍ଡେଲବାଲ, ଟୁଲୁ ପତି, ନାନୁ ମହାକୁଡ, ଆଭାସ ଦେ, ରାଜେନ୍ଦ୍ର ବାରିକ, ଅମନ (ପପୁ), ଆଶୀର୍ବାଦ ଦାସ, ସିବୁ ରଣା, ଶଙ୍କର୍ଷଣ ପଣ୍ଡା, ମୁନା ପର୍ସିଆ , ରାଜା, ଦୀପକ ମଢୁଆଳ, ପ୍ରଦୀପ ଦାସ, ଆୟୁଷ ଦାସ, ରୀଙ୍କୁ ଦାସ, ମନିଷ ବେହେରା , ଅମିତ ମହାକୁଡ, ଦୀପକ ଘୋଷ, ବିନୋଦ ବେହେରା, ପିଣ୍ଟୁ ଧଡା l