-ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
-ଗାନ୍ଧିନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହ
-ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା
-୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ ପ୍ରାର୍ଥୀ
-ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା
ବିଜେପିପ୍ରାର୍ଥୀତାଲିକା
-ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ
-ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ
-କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ
-ଦିଲ୍ଲୀ ଚାନ୍ଦିନୀଚୌକ- ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀ- ମନୋଜ ତିୱାରୀ
-ନୂଆଦିଲ୍ଲୀ- ବାଂସୁରୀ ସ୍ବରାଜ, ପୋରବନ୍ଦର- ମନସୁଖ ମାଣ୍ଡଭୀୟ
-ଉଦ୍ଦମପୁର- ଜିତେନ୍ଦ୍ର ସିଂହ, ଜମ୍ମୁ- ଯୁଗଳ କିଶୋର ଶର୍ମା
-ଖୁଣ୍ଟି- ଅର୍ଜୁନ ମୁଣ୍ଡା, ତିରୁବନନ୍ତପୁରମ- ରାଜୀବ ଚନ୍ଦ୍ରଶେଖର
-ଗୁନା- ଜ୍ୟୋତିରାଦିତ୍ୟ ସିନ୍ଦିଆ, ବିଦିଶା- ଶିବରାଜ ସିଂ ଚୌହ୍ୱାନ
-ବିକାନିର- ଅର୍ଜୁନରାମ ମେଘୱାଲ, ଅଲୱାର- ଭୂପେନ୍ଦ୍ର ଯାଦବ
-ଯୋଧପୁର- ଗଜେନ୍ଦ୍ର ସିଂ ଶେଖାୱତ, କୋଟା- ଓମ୍ ବିର୍ଲା
-ସିକନ୍ଦରାବାଦ- ଜି. କୀଷନ ରେଡ୍ଡୀ, ତ୍ରିପୁରା ପଶ୍ଚିମ- ବିପ୍ଳବ ଦେବ
-ମଥୁରା- ହେମା ମାଳିନୀ, ଖେରି- ଅଜୟ ମିଶ୍ରା ଟେନି