୧-ଭୁବନେଶ୍ୱର:ADR ରିପୋର୍ଟ;୯୫ ଜଣ ବିଧାୟକ କୋଟିପତି,୬୫ଜଣ ବିଧାୟକଙ୍କ ନାମରେ ରହିଛି ଅପରାଧୀକ ମାମଲା।
୨-ବଡ଼ଦାଣ୍ଡରେ ନିର୍ମାଣ ହେବ ଭୂତଳ ରାସ୍ତା,ଖରା ଓ ବର୍ଷାରୁ ରକ୍ଷା ପାଇବେ ଭକ୍ତ।
୩-ରେକର୍ଡ ଭାଙ୍ଗିଲା ମାର୍ଚ୍ଚର ତାପମାତ୍ରା: ୧୯.୨ ଡିଗ୍ରୀକୁ ଖସିଲା, ଆଜିଠୁ ବଦଳିବ ପାଗ।
୪-କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ।
୫-ବିଜେଡିରେ ମିଶିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମଙ୍ଗଳବାରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା।
୬-ଗ୍ୟାଙ୍ଗୱାର ପରେ ଝାରପଡ଼ା ଜେଲରେ ରେଡ୍, ଡିସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମର ଚଢ଼ାଉ ଜାରି।
୭-ଭଞ୍ଜନଗର:ବଡକୋଦଣ୍ଡା ସିରିଏଲ ବୋମାମାଡ ଘଟଣା;୯ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ।
୮-ଖୋର୍ଦ୍ଧା:ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର,୫୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନସ୍।
୯-ବଢୁଛି ମାଛର ଚାହିଦା, ସାପ୍ତାହିକ ବିକ୍ରିରେ ଓଡିଶା ଅଛି ଦ୍ବିତୀୟ ସ୍ଥାନରେ।
୧୦-ବାଙ୍କୀ:ଫତେଗଡ ରାମ ମନ୍ଦିରରୁ ଚୋରି,ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଧରି ଛୁ ମାରିଲେ ଦୁବୃର୍ତ୍ତ।
୧୧-ବିଶ୍ୱ ପଖାଳ ଦିବସରେ ଓଡିଶା ପାରମ୍ପରିକ ଖାଦ୍ୟର ମଜା ନେଲେ ପ୍ରତିଟି ଓଡିଆ: ସ୍ଥାନେ ସ୍ଥାନେ ଜମିଲା ଖାଦ୍ୟପେୟର ଆସର।
୧୨-ବ୍ରହ୍ମପୁର:ରାସ୍ତାରେ ବାଇକ୍ ରଖି ପିଉଥିଲେ ଚା’, ଡିକିରୁ ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଲୁଟେରା।
୧୩-ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ :୨୩ ତାରିଖ ୮.୩୦ ରୁ ୯.୩୦, ରହିବ କିଟ୍ କିଟ୍ ଅନ୍ଧାର।
୧୪-ଭଦ୍ରକ:କ୍ରୋଧ କଲା ସର୍ବନାଶ, ୪୦ ଟଙ୍କା ପାଇଁ ଦୋକାନୀକୁ ମାରିଦେଲା ଗ୍ରାହକ।
୧୫-୨୦୨୪ ଜାନୁଆରୀରେ ଦେଶରେ ଖଣିଜ ଉତ୍ପାଦନ ୫.୯% ବୃଦ୍ଧି।
୧୬-ଘୁଞ୍ଚିଲା UPSC ପ୍ରିଲିମନାରୀ ପରୀକ୍ଷା; ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଗଲା ଏଭଳି ନିଷ୍ପତ୍ତି ।ପରୀକ୍ଷା ଜୁନ୍ ୧୬ ପର୍ଯ୍ୟନ୍ତ ସ୍ଥଗିତ।
*୧୭-ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ଗେଜେଟ୍ ବିଜ୍ଞପ୍ତି ଜାରି।”
୧୮-ଲୋକସଭା ନିର୍ବାଚନ ୨୦୨୪ – ଆୟକର ନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍।
୧୯-ନୂଆଦିଲ୍ଲୀ : ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ।
୨୦-ଦେଶର ପ୍ରତିରକ୍ଷା ସାମର୍ଥ୍ୟରେ ନୂଆ ଯୁଗର ଶୁଭାରମ୍ଭ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫୦୦ ହର୍ସପାୱାର ଇଞ୍ଜିନର ପ୍ରଥମ ଟେଷ୍ଟ ଫାୟାରିଂ ସମ୍ପନ୍ନ।
୨୧-ଜାତିସଂଘ ପ୍ରକାଶ କଲା ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକା । ୧୪୩ ଦେଶ ମଧ୍ୟରୁ ୧୨୬ ନମ୍ବରରେ ଭାରତ।ସର୍ବୋଚ୍ଚ ସ୍ଥାନରେ ରହିଛି ଫିନଲାଣ୍ଡ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏