୧-ଭୁବନେଶ୍ୱର: ମୋ ବୁଥ୍ ଆପ୍ ଉନ୍ମୋଚିତ, ଆପ୍ ଜରିଆରେ ନିଜ ବୁଥ୍ ବିଷୟରେ ଜାଣିପାରିବେ ଭୋଟର,ଭୋଟ ହାର ବଢାଇବାରେ ସହାୟକ ହେବ ଏହି ଆପ୍।
୨-ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ଼ ଉପରେ ଲାଗିବା ମୋହର।
୩-ଭୁବନେଶ୍ୱର:ମେ ଶେଷ ସୁଦ୍ଧା ଆସିବ CHSE +2 ପରୀକ୍ଷା ଫଳ।
୪-ଭୁବନେଶ୍ୱର:୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ,୫ ଲୋକସଭା,୩୫ ବିଧାନସଭା ଆସନ ପାଇଁ ହେବ ନିର୍ବାଚନ,୩ ଲୋକସଭା ଆସନରେ ହେବ କଡ଼ା ମୁକାବିଲା।
୫-ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ ବେଳେ ରାତିରେ ଟଳି ପଡ଼ିଲେ ଜଣେ ଭକ୍ତ।
୬-ଭୁବନେଶ୍ୱର: ଅପରେସନ ହ୍ବାଇଟ ସ୍ପାଇଢରରେ ବଡ଼ ସଫଳତା,୮୦ ଜଣ ନିଶା ବେପାରୀ ଗିରଫ।
୭-ଭୁବନେଶ୍ୱର:କମିବ କାଳବୈଶାଖୀ ପ୍ରଭାବ; ଆଜିଠୁ ପୁଣି ବଢ଼ିବ ତାତି।
୮-କଟକରେ ସରିଲା ଅମିତ ଶାହଙ୍କ ରୋଡ୍ ଶୋ’ ।ଦଳର ଅନେକ ବରିଷ୍ଠ ନେତା ରୋଡ୍ ଶୋ’ରେ ସାମିଲ ହୋଇଥିଲେ ।
୯-ଫେଡେରେସନ କପ୍ ୨୦୨୪: ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, ଶ୍ରାବଣୀଙ୍କୁ କାଂସ୍ୟ।
୧୦-ଆଜି ସକାଳେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।
୧୧-ପ୍ରଚାର ପାଇଁ ୧୭ରେ ଓଡ଼ିଶା ଆସିବେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ।
୧୨-ଓଡ଼ିଶା ହାଇକୋର୍ଟରେ ଚାକିରି:୧୮୨ ଟି ପଦବୀ ପୂରଣ ହେବ JS ଓ ASOରେ। ଅନଲାଇନ୍ ରେ ଆବେଦନ କରନ୍ତୁ।
୧୩-କଣାସ: ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ।
୧୪-ବୈ।ଦ୍ଧ:୧ କୋଟି ସାତ ଲକ୍ଷ ପଚାଶ ହଜାର ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁ ମାରିଲେ ନିଶା ମାଫିଆ।
୧୫-ବଲାଙ୍ଗୀର ସଭାରେ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ,କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ।
୧୬-ସରକାରୀ ବନ୍ଧୁକରେ ଆତ୍ମହତ୍ୟା କଲେ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ।
୧୭-ନୂଆ ଦିଲ୍ଲୀ: ସ୍ଥାୟୀ ଜମା ସୁଧ ବଢାଇଲା SBI,ମେ ୧୫ରୁ ଲାଗୁ।
୧୮-ଆସିଲା ‘ଡବଲ୍ ଇସ୍ମାର୍ଟ’ ଟିଜର: ରାମ ପୋଥିନେନୀ-ସଞ୍ଜୟ ଦତ୍ତ ସାମ୍ନାସାମ୍ନି।
୧୯-ରାଜସ୍ଥାନ ଖଣି ଭୁଶୁଡ଼ିବା ଘଟଣା – ସମସ୍ତ ୧୫ ଅଧିକାରୀ ଉଦ୍ଧାର, ଜଣେ ମୃତ।
୨୦-IPL:ପଞ୍ଜାବକୁ ଜିତାଇଲେ ଅଧିନାୟକ ସାମ କରନ, ରାଜସ୍ଥାନର ଲଗାତାର ଚତୁର୍ଥ ପରାଜୟ।
୨୧-ନିର୍ବାଚନରେ ନିୟୋଜିତ ଆସାମର ୩୦ରୁ ଅଧିକ ପୁଲିସ କର୍ମଚାରୀ ଦୁର୍ଘଟଣାରେ ଆହତ।
୨୨-ଝାଡ଼ଖଣ୍ଡ:ସଚିବଙ୍କ ସହାୟକ ଘରୁ ବାହାରିଲା ୩୫ କୋଟି, ଗିରଫ ହେଲେ ବରିଷ୍ଠ କଂଗ୍ରସ ନେତା ଆଲମଗିରି ଆଲମ।
୨୩-ଭୀଷ୍ମ କ୍ୟୁବର ସଫଳ ପରୀକ୍ଷଣ କଲା ଭାରତୀୟ ବାୟୁସେନା।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏