ଖବର ଆଜିର ତାରିଖ:୨୧/୦୬/୨୪, ଶୁକ୍ରବାର

୧-ଭୁବନେଶ୍ୱର: ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର; ପ୍ରଥମରୁ ଦଶମ ୬୨ ହଜାର ଶିକ୍ଷକ ପଦବୀ ଖାଲିପଡ଼ିଛି।

୨-ନୁଆ ସରକାର, ନୂଆ କର୍ମ ସଂସ୍କୃତି, ସଚିବାଳୟରୁ ବ୍ଲକ୍ ଯାଏଁ ଚାଲିଛି ଧାଁଧପଡ।

୩-ଭୁବନେଶ୍ୱର:ସର୍ବସମ୍ମତିକ୍ରମେ ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ।

୪-ଖରା, ଗୁଳୁଗୁଳି ପାଇଁ ଆଜି ହେବ କେବଳ ସକାଳୁଆ ସ୍କୁଲ୍,ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା।

୫-ସମ୍ବଲପୁରରେ ବ୍ଯାପୁଛି କାମଳ, ସହରାଞ୍ଚଳରେ ୫୯ ଆକ୍ରାନ୍ତ।

୬-ବଢ଼ିଲା ଅତ୍ୟାବଶ୍ୟକ ସାମଗ୍ରୀ ଦର: ଚାଉଳଠାରୁ ତେଲ ଯାଏଁ ସବୁ ହେଲାଣି ମହଙ୍ଗା।

୭-ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଭାବେ ସୁସ୍ଥ, ତାଙ୍କର ନା ହାତ ଥରୁଥିଲା ନା ଶରୀର : ତାରା ପ୍ରସାଦ ବାହିନୀପତି।

୮-ବରମୁଣ୍ଡା ରୁଚିକା ମାର୍କେଟରେ ଆର୍ଟ ଅଫ୍ ଗିଭିଂ ଡେ ପାଳିତ। ନୂଆ ଗାମୁଛା ପାଇ ବୟସ୍କମାନଙ୍କ ମୁହଁରେ ହସ ଫୁଟାଇ ଚର୍ଚ୍ଚାରେ ଥିଲା କାର୍ଯ୍ୟକ୍ରମ।

୯-କେବେ ଖୋଲିବ ରତ୍ନଭଣ୍ଡାର, ଦୂର ହେଉନି ଦ୍ୱନ୍ଦ୍ୱ । ନୂଆ ସରକାରଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର।

୧୦-ଦିନକ ପରେ ଦେବସ୍ନାନ ପୂର୍ଣ୍ଣମୀ; ରତ୍ନବେଦି ଛାଡି ସ୍ନାନବେଦିକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି।

୧୧-ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍‌।ଏଣିକି ମେସିନ୍‌ରେ ରାସନ କାର୍ଡ ପୁରାଇଲେ ବାହାରିବ ଚାଉଳ।୩୧୦୦ରେ କିଣା ଯିବ ଧାନ: ମନ୍ତ୍ରୀ

୧୨-ଭୁବନେଶ୍ବର:ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

୧୩-କଟକ: ଅନୁଭବ ନାଁ ରେ ହେଲା ଚାର୍ଜ ଫ୍ରେମ୍, JMFC କୋର୍ଟରେ ହାଜର ହେଲେ ଅନୁଭବ।

୧୪-ଡାଇବେଟିସ୍‌ରୁ ଆରମ୍ଭ କରି ମାଇଗ୍ରେନ୍ ଯାଏ, ଯୋଗ କଲେ ରୋଗରୁ ମିଳେ ମୁକ୍ତି।ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ।

୧୫-୫ବର୍ଷ ପରେ ବାରବାଟୀରେ ଖେଳାଯିବ ଦିନିକିଆ ମ୍ୟାଚ୍‌,ଫେବ୍ରୁଆରୀରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ।

୧୬-ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, ହରିୟାଣାରେ ୨ ଆସନର EVM ହେବ ଯାଞ୍ଚ, ଉଭୟରେ ଜିତିଛି ବିଜେପି।

୧୭-ଲୋକସଭାର କାମଚଳା ବାଚସ୍ପତି ହେଲେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ।

୧୮-ନିଟ୍ ଓ UGC-NET ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା NSUI

୧୯-ଏନଟିଏର କାର୍ଯ୍ୟକାରିତା ଅନୁଧ୍ୟାନ କରିବ ଉଚ୍ଚସ୍ତରୀୟ କମିଟି – କେନ୍ଦ୍ର ଶିକ୍ଷାମନ୍ତ୍ରୀ।

୨୦-ସତ ହେବ କାଶ୍ମୀରବାସୀଙ୍କ ସ୍ୱପ୍ନ; ଚେନାବ ରେଲୱେ ବ୍ରିଜ୍‌ରେ ଟ୍ରେନ୍‌ର ସଫଳ ଟ୍ରାଏଲ୍ ରନ୍ ଅନୁଷ୍ଠିତ।

୨୧-ବାର୍ବାଡୋସ୍:ସୂର୍ଯ୍ୟଙ୍କ ବିସ୍ଫୋରକ ପରେ ବୋଲରଙ୍କ ଘାତକ ବୋଲିଂ, ଆଫଗାନିସ୍ତାନକୁ ହରାଇ ସୁପର-୮ରେ ଭାରତର ଦମଦାର ଆରମ୍ଭ।

୨୨-ନୂଆ ଦିଲ୍ଲୀ:କେଜେରିଓ୍ବାଲଙ୍କୁ ଜାମିନ,ଜେଲରୁ ମୁକୁଳିବେ ଆଜି।

୨୩-ମକ୍କାରେ ପ୍ରବ​ଳ ଗରମ, ତୀର୍ଥଯାତ୍ରୀ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା।

Leave A Reply

Your email address will not be published.