୧-ଆଜିଠୁ ଲୋକସେବା ଭବନରୁ କାର୍ଯକରିବେ ମୁଖ୍ୟମନ୍ତ୍ରୀ।
୨-ଜୁଲାଇ ୮ ଛୁଟି – ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ ଅଦାଲତ।
୩-ଲକ୍ଷ୍ମୀ ବସ୍ ପରେ ମୋ ବସ୍ ପାଳି।’ମୋ ବସ୍’ ହେବ ‘ଆମ ବସ୍’: ମନ୍ତ୍ରୀ
୪-ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ନିଜ ବିଭାଗର ରିପୋର୍ଟ ଦାଖଲ ନିର୍ଦ୍ଦେଶ।
୫-ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ । ମାଲକାନଗରିରେ ଶୋକର ଛାୟା।
୬-ରାଜ୍ୟରେ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ।
୭-ଜ୍ଵରରୁ ସୁସ୍ଥ ହେଲେ ମହାପ୍ରଭୁ: ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଜଣାଇଲେ ଦଇତାପତି।
୮-୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ବିଞ୍ଝାରପୁର ଥାନା ଏସଆଇ।
୯-ଭୁବନେଶ୍ୱର:ଋଣ ସୁଝିବା ପାଇଁ ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ: ଡିସିପି
୧୦-ପାଟଣାଗଡ଼: କପଡ଼ା ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଲୁଟ୍,ରାତି ଅଧରେ ନେଇଗଲେ ୯ ଭରି ସୁନା ୩ ଲକ୍ଷ ଟଙ୍କା।
୧୧-ଭୁବନେଶ୍ଵର ବିଜେଡିରେ ମୁଣ୍ଡ ଟେକିଲାଣି ଗୋଷ୍ଠୀ କନ୍ଦଳ, ମୁହାଁମୁହିଁ ଦୁଇ ଗୋଷ୍ଠୀ।
୧୨-ବିହାରରେ ଭୁଶୁଡିଲା ଆଉ ୩ ପୋଲ, ୧୫ ଦିନରେ ୯ ପୋଲ ନେଲାଣି ଜଳ ସମାଧି।
୧୩-ଜିକା ଭାଇରସ୍ ନେଇ ବଢ଼ିଲା ଚିନ୍ତା: ରାଜ୍ୟଙ୍କୁ ଚିଠି ଲେଖିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।
୧୪-ବାର୍ବାଡସ ଛାଡ଼ିଲେ ଟିମ୍ ଇଣ୍ଡିଆ ଖେଳାଳି,ଆଜି ସକାଳ ୬ଟା ୨୦ରେ ନୂଆଦିଲ୍ଲୀରେ ପହଞ୍ଚିବେ,ଅପେକ୍ଷାରେ ରହିଛନ୍ତି ପ୍ରଶଂସକ।
୧୫-ଆଇସିସି ପକ୍ଷରୁ ସଦ୍ୟତମ ଟି-୨୦ ରାଙ୍କିଙ୍ଗ୍ ପ୍ରକାଶିତ, ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନଂ୧ ଅଲରାଉଣ୍ଡର।
୧୬-ନିଟ୍କୁ ନେଇ ବଡ଼ ଖବର: ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଝାଡ଼ଖଣ୍ଡରୁ ଗିରଫ କଲା ସିବିଆଇ।
୧୭-ଜାମିନ ପାଇଁ ହାଇକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଶୁକ୍ରବାର ହେବ ପିଟିସନର ଶୁଣାଣି।
୧୮-୫୧୧୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ହଷ୍ଟେଲରେ ଲାଗିବ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍।
୧୯-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଇସ୍ତଫା, ପୁଣି ଗାଦି ସମ୍ଭାଳିବେ ହେମନ୍ତ।
୨୦-ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି ଭର୍ତ୍ତି, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏