୧-ଖାଉଟି ହତାଶ, ବଢ଼ୁଛି ଅସନ୍ତୋଷ; ସରକାରଙ୍କ ହସ୍ତକ୍ଷେପ ପରେ ବି ଖସୁନି ଆଳୁ ଦର।
୨-ଭୁବନେଶ୍ୱର:ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର,ଦକ୍ଷତା ଓ ପଦୋନ୍ନତି ପାଇଁ ଏହା ଜରୁରୀ ନୁହେଁ।
୩-ଭୁବନେଶ୍ୱର:ଅଗଷ୍ଟ ୧୨ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି।
୪-ଗେରୁଆ ରଙ୍ଗର ରେନ୍କୋଟ୍ ପିନ୍ଧିବେ ଟ୍ରାଫିକ ପୋଲିସ।ଟ୍ରାଫିକ ଥାନାରେ ନୂଆ ରେନ୍ କୋଟ ବଣ୍ଟା ଯାଇଛି।
୫-ଭୁବନେଶ୍ୱର:IAS ସ୍ତରରେ ବଡ଼ ଧରଣର ଅଦଳ ବଦଳ,ବଦଳିଲେ ୧୯ ଜିଲ୍ଲାପାଳ।
୬-ଭୁବନେଶ୍ୱର: ଚାକିରି ନାଁରେ ୪୦ ଲକ୍ଷ ଠକେଇ, ଅଭିଯୁକ୍ତ ରୋହିତ ମହନ୍ତ ଗିରଫ।
୭-ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ,୨ କୋଠା, ଗୋଟିଏ ଫ୍ଲାଟ୍ ଓ ୬ଲକ୍ଷ ଟଙ୍କା ଜବତ।
୮-ରାଜଧାନୀରେ ୩୧୧ ଡେଙ୍ଗୁ ଚିହ୍ନଟ, କ୍ୟାପିଟାଲ ହସ୍ପିଟାଲରେ ୧୫୦ ପରୀକ୍ଷା,୧୧ ଚିହ୍ନଟ।
୯-ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି।
୧୦-ବ୍ରହ୍ମପୁର:ଚିକିଟି ବିଧାୟକଙ୍କ ନିଆରା ପୂଜା, ଯେତିକି ଭୋଟରେ ହେଲେ ବିଜୟୀ, ସେତିକି ସଂଖ୍ୟକ ନଡିଆ ଭାଙ୍ଗିଲେ।
୧୧-ବାଲେଶ୍ୱରରେ ଫୁଟିଲା ଗୁଳି , ଫାୟାରିଂ କରି ଚମ୍ପଟ ମାରିଲେ ୪ ଦୁର୍ବୃତ୍ତ।
୧୨-ଜୟପୁର:୨୬ କେଜି ପ୍ୟାକେଟରେ ୨୩ କିଲୋ ଚାଉଳ: ଗ୍ରାହକ ଦେଉଛନ୍ତି ୨୬କିଲୋ ଚାଉଳର ଦାମ୍।
୧୩-ସିବିଆଇ ଖୋଲିବ ପୁରୁଣା ଫାଇଲ: ହିଣ୍ଡାଲକୋ ନାଁରେ ମାମଲା ରୁଜ୍ଜୁ।
୧୪-ରାଜ୍ୟରେ ଜାତୀୟ ରାଜପଥର ବିକାଶ ଓ ରକ୍ଷଣାବେକ୍ଷଣ ବାବଦରେ ୫ ବର୍ଷରେ ଖର୍ଚ୍ଚ ୨୪ ହଜାର ୮୦୫ କୋଟି: କେନ୍ଦ୍ର ମନ୍ତ୍ରୀ
୧୫-ଓଡ଼ିଆ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁ ହେଲେ ଜାମ୍ମୁକଶ୍ମୀର ଡିଜିପି।
୧୬-ନିଟ୍-ପିଜି ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ସମ୍ବାଦ ମିଥ୍ୟା।
୧୭-ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଜାରି: ପାରଳାଖେମୁଣ୍ଡରେ ବର୍ଷ ବର୍ଷ ଧରି ଜବରଦଖଲକାରୀଙ୍କ କବଜାରେ ଏକର ଏକର କଲେଜ ଜମି।
୧୮-ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଢାକାରୁ ଫେରିଲେ ୨୦୫ ଭାରତୀୟ।
୧୯-ଆମାଜନ ଇଣ୍ଡିଆରେ ବଡ଼ ଇସ୍ତଫା, କଣ୍ଟ୍ରି ହେଡ ମନୀଷ ତିଓ୍ବାରୀ ଛାଡ଼ିଲେ ପଦ।
୨୦-ମୁମ୍ବାଇ:ଭରୁଚ ଓ ଠାଣେରୁ ୮୩୧ କୋଟି ଟଙ୍କାର ମେଫେଡ୍ରନ ଓ ଫାଇଟର ଡ୍ରଗ ଜବତ, ୪ ଗିରଫ।
୨୧-ସୁରଟ:୫୦,୦୦୦ କର୍ମଚାରୀଙ୍କୁ ୧୦ ଦିନ ପାଇଁ ଛୁଟିରେ ପଠାଇଲେ ସୁରଟ ହୀରା କମ୍ପାନୀ।
୨୨-କଲମ୍ବୋ:୨୭ ବର୍ଷ ପରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଶୃଙ୍ଖଳା ବିଜୟୀ।
୨୩-ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ସେପ୍ଟେମ୍ବର ୩ରେ ହେବ ରାଜ୍ୟସଭା ଉପନିର୍ବାଚନ।
୨୪-ପ୍ୟାରିସ୍ ଅଲମ୍ପିକ୍ସ: ବିନେଶ୍ ଫୋଗଟ୍ ଅଯୋଗ୍ୟ ଘୋଷିତ, ଧାର୍ଯ୍ୟଠାରୁ ଅଧିକ ଓଜନ ହେବାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସୂଚନା।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏