୧-ମାଟ୍ରିକ୍ ପରୀକ୍ଷା ପାଇଁ ଅନ୍ଲାଇନ୍ରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି, ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ
୨-ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ୧୮ରେ ସିଙ୍ଗାପୁର ଯିବା ନେଇ ରହିଛି କାର୍ଯ୍ୟକ୍ରମ।
୩-ଆସନ୍ତା ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା।
୪-ଦାରିଙ୍ଗବାଡିରେ ପହିଲି ଶୀତ ଅନୁଭୂତ, ସର୍ବନିମ୍ନ ତାପମାତ୍ର ୧୬.୫ ଡିଗ୍ରୀ ରେକର୍ଡ, ରାଜଧାନୀରେ ଭୂକମ୍ପ ଚର୍ଚ୍ଚା।
୫-ସରକାରଙ୍କୁ ଯାତ୍ରା ଚିନ୍ତା, ଅଶ୍ଳୀଳତା ରୋକିବାକୁ ଆସିବ ଆଇନ୍।
୬-ଥମୁନି ବିଜେଡ଼ି -ବିଜେପି ବୟାନବାଜି, ଉଭୟଙ୍କ ଲଢେଇରେ କଂଗ୍ରେସର ଫାଇଦା।
୭-ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ।
୮-ଭୁବନେଶ୍ୱର: ଆସନ୍ତା ୯ ଯାଏଁ କାଁ ଭାଁ ବର୍ଷା ସମ୍ଭାବନା।
୯-ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ, ଡିସେମ୍ବର ୨୨ ଓ ୨୩ରେ ହେବ ଗ୍ରାଣ୍ଡ ଫିନାଲେ।
୧୦-ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।
୧୧-ସ୍ୱାବଲମ୍ବୀ ହେବେ ଡଙ୍ଗରିଆ ଓ ଆଦିବାସୀ । ରାୟଗଡ଼ାରେ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମର ହେଲା ଶୁଭାରମ୍ଭ ।
୧୨-NCBର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ, ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍ର ଖୋଲିବ ଗୁମର।
୧୩-ଅନୁଗୁଳ:ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୨୦ରୁ ଅଧିକ ଦୋକାନ।
୧୪-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ କଳା ସୂତା ବାନ୍ଧିବା ଆଦୌ ଠିକ୍ ନୁହେଁ। ଅଣ୍ଟାରେ ବାନ୍ଧିଲେ ଶୁଭ।ଭଗବାନ ଶ୍ରୀକୃଷ୍ଣ ଅଣ୍ଟାରେ କଳା ସୂତା ବାନ୍ଧୁଥିଲେ।
୧୫-ଆଠଗଡ଼:ଲକ୍ଷ୍ମୀ ବସ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର।
୧୬-ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ତୁରନ୍ତ ମରାମତି ହେବ : ଆଇନମନ୍ତ୍ରୀ
୧୭-୧୦ରୁ ଟ୍ରକ ଚଳାଚଳ ବନ୍ଦ ! ଲଘୁ ଖଣିଜ ପରିବହନ ଟ୍ରକ୍ ମାଲିକ ସଂଘର ଚେତାବନୀ।
୧୮-ଜଗତସିଂପୁର,ଗୋପାଳପୁର ଛକ:ବାଇକ୍-କାର୍ ମୁହାଁମୁହିଁ ଧକ୍କା : ବାପା ମୃତ, ପୁଅ ଗୁରୁତର।
୧୯-ବାରଙ୍ଗରେ ସିରିଜ୍ ଲୁଟ୍, ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ବ୍ୟବସାୟୀ ଅସୁରକ୍ଷିତ।
୨୦-ଉତ୍ତରପ୍ରଦେଶର ହଥରସ ଅଞ୍ଚଳ:ପାକସ୍ଥଳୀରୁ ବାହାରିଲା ବ୍ୟାଟେରି, ଚେନ୍, ବ୍ଲେଡ ସମେତ ୬୫ ଜିନିଷ, ଅପରେସନ ପରେ ଆଖିବୁଜିଲା ନାବାଳକ।
୨୧-ମଲ୍ଟି ଲେନ୍ ହାଇଓ୍ବେରେ ସୁଗମ ହେବ ଯାତ୍ରା, ବ୍ୟାଙ୍କ ଦ୍ବାରା ଟୋଲ୍ ଆଦାୟ କରିବ NHAI
୨୨-୩ୟ ଟେଷ୍ଟ ହାରିଲା ଟିମ ଇଣ୍ଡିଆ, ୩-୦ରେ ସିରିଜ କ୍ଲିନ ସୁଇପ କଲା ନ୍ୟୁଜିଲାଣ୍ଡ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏