ଜିଲ୍ଲାପାଳ ଙ୍କ ଅଚାନକଜିଲ୍ଲା ମେଡିକାଲ ପରିଦର୍ଶନ

ରାୟଗଡ଼-(ଧନେଶ୍ୱର ରାଉତ )-ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ମୋହୋଦୟା ଶ୍ରୀମତୀ ସ୍ୱଧା ଦେବ ସିଂ ସନ୍ଧ୍ୟା ପ୍ରାୟ ୦୬ ଘଣ୍ଟା ୪୦ ମିନିଟ ସମୟରେ ଅଚାନକ ଜିଲ୍ଳାର ମୁଖ୍ୟ ଚିକିତ୍ସାଳୟ ତଦାରଖ କରୁଥିବା ଦେଖା ଦେଇଛି। ଅକ୍ସିଯେନ୍  ପ୍ଲାଣ୍ଟ ଯାଇ ସେଠାର ବ୍ୟବସ୍ଥା ଠିକ ଅଛି ନାହିଁ ତଦାରଖ କରିଥିଲେ। ଜିଲ୍ଳାର ମୁଖ୍ୟ ଚିକିତ୍ସାଳୟ ରେ ଉପସ୍ଥିତ ଥିବା ନର୍ସ ଓ ଡ଼ାକ୍ତରଙ୍କ ସେଠାର ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ପ୍ରତ୍ୟେକ ରୋଗୀ ୱାଡକୁ ଯାଇ ସଫା ସୁତୁରା ଅଛି କି ନାହିଁ ଓ ୱାର୍ଡ ରୋଗୀ ମାନଙ୍କୁ ସେବା ଶୁଶ୍ରୁଷା ତଦାରଖ କରୁଥିବା ବେଳେ ୱାର୍ଡର ରୋଗୀ ଙ୍କ ବେଡ ଠିକ ଭାବେ ଅଛି କି ଦାଇତ୍ୱ ରେ କର୍ମଚାରି ଓ ୱାର୍ଡ ନର୍ସଙ୍କ ପଚାରି ବୁଝୁଥିଲେ। ମୁଖ୍ୟ ଚିକିତ୍ସାଳୟ ପଛ ପଟେ ନୂତନ ଭାବେ ନିର୍ମିତ କ୍ୟାଣ୍ତେଏନ ମଧ୍ୟ ପରିଦର୍ଶନ କରି ଥିଲେ |

Leave A Reply

Your email address will not be published.