▪️ଓଡ଼ିଶାର ବାହାନଗା ଭଳି ଏକ ବଡ଼ ରେଳ ଦୁର୍ଘଟଣାର ସମ୍ମୁଖୀନ ହେଉ ହେଉ ଅଳ୍ପକେ ବର୍ତ୍ତିଗଲା ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ।
▪️ଟ୍ରେନଟି ଲକ୍ଷ୍ନୌ ନିକଟସ୍ଥ ନିଗୋହାନ ରେଳ ଷ୍ଟେସନ ଦେଇ ଗତି କରୁଥିବାବେଳେ ଲୋକୋପାଇଲଟ୍ ଟ୍ରେନର ଗତିରେ କିଛିଟା ଅସ୍ବାଭାବିକତା ଅନୁଭବ କରିଥିଲେ ।
▪️ ଜଣାପଡ଼ିଥିଲା ଯେ ରେଳଧାରଣାଟି ବଙ୍କା ରହିଛି ।
▪️ ଏହି କାରଣରୁ ଟ୍ରେନଟିରେ କମ୍ପନ ଅନୁଭବ ହେଉଛି ।
▪️ଏହାପରେ ଲୋକୋପାଇଲଟ୍ ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ ।
Prev Post