ଆସନ୍ତାକାଲି ମହାବାହୁଙ୍କ ନବଯୌବନ ଦର୍ଶନ l

▪️ପରମାଣିକ ଦର୍ଶନ ପାଇଁ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା l
▪️୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ।
▪️ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ପରେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ।
▪️ଏହାପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ।
[7:44 pm, 18/06/2023] +91 95831 99507: 💐 ପୁରୀ ରଥଯାତ୍ରାରେ ଟ୍ରାଫିକ ବ୍ୟବସ୍ଥା ନେଇ ପ୍ରେସମିଟ୍‌ରେ ADGଙ୍କ ସୂଚନା।
👇👇👇👇👇👇👇👇
★ ଟ୍ରାଫିକ ପୋଷ୍ଟରେ ରହିବ ORS ପାଣି: ADG
★ ହେଲ୍ପଲାଇନ ନମ୍ବର-୬୩୭୦୯୬୭୧୦୦ ଜାରି।
★ ପାର୍କିଂ ପାଇଁ ୨୭ଟି ସ୍ଥାନ ଚିହ୍ନଟ ହୋଇଛି।
★ ଟ୍ରାଫିକ ବ୍ୟବସ୍ଥା ପାଇଁ ୩ଟି ଅଞ୍ଚଳରେ ୨୯ଟି ଜୋନ୍।

★ ଯାତ୍ରୀଙ୍କ ପାଇଁ ଅଟୋ ଓ ବ୍ୟାଟେରୀ ଅଟୋ ବ୍ୟବସ୍ଥା।
★ ‘ଟୁରିଷ୍ଟ ବସ୍ ପାଇଁ ମାଳତୀପାଟପୁରରେ ପାର୍କିଂ ବ୍ୟବସ୍ଥା’।
★ ‘ଭୁବନେଶ୍ବରରୁ ଆସୁଥିବା ବସ୍‌ ପାଇଁ ଅଲଗା ପାର୍କିଂ ବ୍ୟବସ୍ଥା’।
★ ଗ୍ରୀଡଷ୍ଟେସନ ଦେଇ ତାଳବଣିଆ ଯିବ ଭୁବନେଶ୍ବର ବସ୍‌।
★ ‘କୋଣାର୍କ ପଟୁ ଆସୁଥିବା ବସ୍ ତାଳବଣିଆ ଷ୍ଟାଣ୍ଡ ଯିବ’।
★ କୁମ୍ଭାରପଡ଼ା ଥାନାରେ ରହିବ ଟ୍ରାଫିକ କଣ୍ଟ୍ରୋଲ ରୁମ୍‌।
★ ମାଳତୀପାଟପୁରରେ ହେବ ଟ୍ରାଫିକ ସବ୍‌ କଣ୍ଟ୍ରୋଲ ରୁମ୍‌।
★ ମାଳତୀପାଟପୁର ଦେଇ ଯିବ ୨ ଓ ୪ ଚକିଆ ଯାନ।

Leave A Reply

Your email address will not be published.