ଖବର ଆଜିର …ତାରିଖ ୨୪/୦୬/୨୩, ଶନିବାର
୧-ସାରା ଓଡ଼ିଶା ଛୁଇଁଲା ମୌସୁମୀ,୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।
୨-ଆଜିଠାରୁ ମିଳିବ ଦଶମ ଶ୍ରେଣୀ ପ୍ରମାଣ ପତ୍ର, ଜୁଲାଇ ୫ରୁ ୧୪ ମଧ୍ୟରେ ସଂଶୋଧନ।
୩-୫-ଟି ଉପକ୍ରମରେ ନନ୍ଦନକାନନ ହେବ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ।
୪-ଆଜି ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା, ପ୍ରସଙ୍ଗ ବନ୍ୟା, ବିଜୁଳି ବିଭ୍ରାଟ ଓ ରାଜଧାନୀରେ ଜଳବନ୍ଦୀ ସମସ୍ୟା।
୫-ଭୁବନେଶ୍ୱର:ଯୁଗଳ କିଶୋର ପାଇବେ ବାଲ୍ ସାହିତ୍ୟ ପୁରସ୍କାର।
୬-ସାବଧାନ ଅମାନିଆ ! HSRP ଯାଞ୍ଚକୁ ଜୋରଦାର କଲା ପରିବହନ ବିଭାଗ।
୭-ବାଲେଶ୍ଵରର ୩ ଜଟିଳ ମାଂସପେଶୀ ରୋଗୀଙ୍କ ଚିକିତ୍ସା ପାଇଁ ୩୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।
୮-ତାଜୁବ କଲା ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ପତ୍ତି: ପଡୋଶୀଙ୍କ ଛାତ ଉପରୁ ଜବତ ହେଲା ପେଟିପେଟି ଟଙ୍କା।
୯-ଯୁଯୋମରା:ବଲବ ଯାଞ୍ଚବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଶାଶୁ ବୋହୂ ମୃତ୍ୟୁ।
୧୦-ଲିଙ୍ଗରାଜ ମନ୍ଦିରରୁ ୪ ସେବାୟତ ଗିରଫ : ଭକ୍ତଙ୍କୁ ଦୁର୍ବ୍ୟବହାର ସହ ମାଗୁଥିଲେ ଟଙ୍କା ଓ ଅଳଙ୍କାର।
୧୧-ଭୁବନେଶ୍ୱର:୭୪ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ହେବ ଆଧୁନିକ ଶ୍ରେଣୀ ଗୃହ।
୧୨-ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ, ଠାବ ହୋଇଛି ଆୟ ଠାରୁ ୧୪୫ ପ୍ରତିଶତ ସଂପତ୍ତି।
୧୩-ଭବାନୀପାଟଣାରେ ବିଜେପିର ମହାଜନସଂପର୍କ ଅଭିଯାନ, ଯୋଗ ଦେଲେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା।
୧୪-ଜୁଲାଇ ୩ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ଆରମ୍ଭ, ଚଳିତବର୍ଷ ୭ଟି ସୋମବାରରେ କାଉଡିଆ ଭକ୍ତ କରିବେ ଜଳାଭିଷେକ।
୧୫-ବନ୍ଦୀ ଆତ୍ମହତ୍ୟା ଉଦବେଗଜନକ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି।
୧୬-ପାଟନାରେ ସରିଲା ବିରୋଧୀଙ୍କ ମହାବୈଠକ, ମିଳିତ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ କହିଲେ ୨୦୨୪ ପାଇଁ ଏକାଠି ଲଢିବୁ, ମୋଦିଙ୍କୁ ହରାଇବୁ।
୧୭-ପାଟନା:ରାହୁଲଙ୍କୁ ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶ, କହିଲେ- କଥା ମାନ, ବାହା ହୁଅ।
୧୮-ଥରେ କି ଦୁଇ ଥର ନୁହେଁ, ମୋଦୀଙ୍କ ଉଦବୋଧନ ବେଳେ ୧୫ ଥର ଛିଡ଼ାହୋଇ ସମ୍ମାନ ଜଣାଇଲେ ଆମେରିକୀୟ ସାଂସଦ।
୧୯-ଟାଇଟାନିକ ଜାହଜ ଧ୍ୱଂସାବଶେଷ ଦେଖିବାକୁ ଯାଇ ଆଉ ଫେରିଲାନି ଟାଇଟନ । ନିଖୋଜ ବୁଡ଼ାଜାହଜ ଠାବ, ସମସ୍ତ ୫ ଯାତ୍ରୀ ମୃତ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏