ସୋନପୁର:- ସୁବର୍ଣ୍ଣପୁର ଜିଲ୍ଲା କେ ଆସନ୍ତା ୪ ତାରିଖରେ 5ଟି ସଚିବ ଭିକେ ପାଣ୍ଡିଏନ ଗସ୍ତ କରିବେ ଜିଲ୍ଲାର ବିକାଶ ପାଇଁ ଜିଲ୍ଲାର ଖଲିଆପାଲି, ମକୁନ୍ଦ ପୁର , ସୋନପୁର ଇଣ୍ଡୋର ଷ୍ଟାଡିୟମ ଓ ବିନିକା ଓ ବିରାମହାରାଜ ପୁର ଉଲୁଣ୍ଡା ର ବିଭିନ୍ନ ସ୍ଥାନରେ ସଭା ସମିତି ଅନୁଷ୍ଠିତ ହେବ । ଜିଲ୍ଲାର ସମସ୍ୟା ସିଧାସଳଖ ଭାବେ ଲୋକଙ୍କ ମୁହଁରୁ ଶୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖରେ ପହଞ୍ଚାଇବେ ବୋଲି ସୂଚନା ଦିଆଯାଇଛି। ଓଡ଼ିଶା ର ସବୁ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରୁଛନ୍ତି ଭିକେ ପାଣ୍ଡିଏନ ଠିକ ସେହିପରି ସୋନପୁର ଜିଲ୍ଲା ରେ ଚା ଦୋକାନ ବଷ୍ଟାନ ତଥା ଲୋକଙ୍କ ମଧ୍ୟରେ ଚର୍ଚା ଜୋର ହେଉଛି। ଯଦି ସଚିବ ଭିକେ ପାଣ୍ଡିଏନ ଲୋକଙ୍କ କଥା ସମସ୍ୟା ସମ୍ପର୍କରେ ବୁଝିବା ପାଇଁ ଭୁବନେଶ୍ବର ରୁ ସୋନପୁର ଆସୁଛନ୍ତି ଓ ସେହି ସମସ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖରେ ପହଞ୍ଚାଉ ଛନ୍ତି ତାହେଲେ ସୋନପୁର ବାସୀ ପ୍ରଶ୍ନ କରିଛନ୍ତି ଲୋକଙ୍କ ପ୍ରତିନିଧି ନିର୍ବାଚିତ ହୋଇଥିବା ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ କି ଭିକେ ପାଣ୍ଡିଏନ । ସିଧା ସିଧା ଲୋକଙ୍କ ପ୍ରଶ୍ନ ଲୋକଙ୍କ ନେତା 5ଟି ସଚିବ କି ମନ୍ତ୍ରୀ ନିରଞ୍ଜନ ପୂଜାରୀ । ସୋନପୁର ର ଜଣ ସାଧାରଣ ଅଭିଯୋଗ କରିଛନ୍ତି ଆମ ଅଞ୍ଚଳର ଓ ଜିଲ୍ଲାର ବିକାଶ ପାଇଁ ଅନେକ ସମସ୍ୟା ବୁଝିବା ପାଇଁ ଆମେ ବିଧାୟକ ଭାବେ ନିରଞ୍ଜନ ପୂଜାରୀ ଙ୍କୁ ଭୋଟ ଦେଇ ନିର୍ବାଚିତ କରିଛୁ ଗ୍ରାମୀଣ ଅଞ୍ଚଳ ଲୋକେ ପ୍ରଶ୍ନ କରିଛନ୍ତି ଇ ପାଣ୍ଡିଏନ କିଏ ।
2024 ନିର୍ବାଚନ ମନ୍ତ୍ରୀଙ୍କୁ ଆଉ ସମର୍ଥନ ନ କରିବା ପାଇଁ ଲୋକଙ୍କ ମଧ୍ୟରେ ଚର୍ଚା ଧରିଛି।