ଗୁରୁ ଦାୟିତ୍ୱ ବାଣ୍ଟିଲା ବିଜେପି By Nandini News Last updated Jul 7, 2023 62 0 ନୂଆଦିଲ୍ଲୀ: ଆଗାମୀ ନଭେମ୍ବରରେ ନିର୍ବାଚନ ହେବାକୁ ଯାଉଥିବା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଦାୟିତ୍ୱରେ ୯ ନେତାଙ୍କୁ ଛାଡ଼ିଛି ବିଜେପି । ଏହି ୪ଟି ରାଜ୍ୟରେ ୪ ଜଣ ନିର୍ବାଚନ ପ୍ରଭାରୀ ଏବଂ ୫ ଜଣଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ପ୍ରହ୍ଲାଦ ଯୋଶୀ ଏବଂ ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଇଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ପ୍ରକାଶ ଜାଭଡ଼େକରଙ୍କୁ ତେଲେଙ୍ଗାନା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଥିବା ବେଳେ ସୁନୀଲ ବଂଶଲଙ୍କୁ ସହପ୍ରଭାରୀ, ଓମପ୍ରକାଶ ମାଥୁରଙ୍କୁ ଛତିଶଗଡ଼ ନିର୍ବାଚନ ପ୍ରଭାରୀ ଓ ମନସୁଖ ମାଣ୍ଡଭୀୟଙ୍କୁ ସହପ୍ରଭାରୀ, ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଭାରୀ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।ନୂଆଦିଲ୍ଲୀ: ଆଗାମୀ ନଭେମ୍ବରରେ ନିର୍ବାଚନ ହେବାକୁ ଯାଉଥିବା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଦାୟିତ୍ୱରେ ୯ ନେତାଙ୍କୁ ଛାଡ଼ିଛି ବିଜେପି । ଏହି ୪ଟି ରାଜ୍ୟରେ ୪ ଜଣ ନିର୍ବାଚନ ପ୍ରଭାରୀ ଏବଂ ୫ ଜଣଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି ।ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ପ୍ରହ୍ଲାଦ ଯୋଶୀ ଏବଂ ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଇଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ପ୍ରକାଶ ଜାଭଡ଼େକରଙ୍କୁ ତେଲେଙ୍ଗାନା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଥିବା ବେଳେ ସୁନୀଲ ବଂଶଲଙ୍କୁ ସହପ୍ରଭାରୀ, ଓମପ୍ରକାଶ ମାଥୁରଙ୍କୁ ଛତିଶଗଡ଼ ନିର୍ବାଚନ ପ୍ରଭାରୀ ଓ ମନସୁଖ ମାଣ୍ଡଭୀୟଙ୍କୁ ସହପ୍ରଭାରୀ, ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଭାରୀ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି । 0 62 Share