ପାଞ୍ଚ ଶ୍ରେଣୀ ରେ ୪ଶିକ୍ଷକ , ବସିବାକୁ ଗୋଟିଏ ଘର

ହାଟଡିହି  ଗୋଟିଏ ୧୫ ଫୁଟ ଚଉଡ଼ା ୧୨ ଫୁଟ ଲମ୍ବା ଛାତଘରେ ବସୁ ଛନ୍ତି ୫ ଶ୍ରେଣୀର ୭୧ ଛାତ୍ରଛାତ୍ରୀ। ପାଠ ପଢ଼ାଉଛନ୍ତି ୪ଜଣ ଶିକ୍ଷକ ପାଠପଢ଼ା କେମିତି ହେଉଥିବା ଏଥିରୁ ସହଜରେ ଅନୁମେୟ ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନୂଆରମ୍ପାସ ପ୍ରାଥମିକ ବିଦ୍ୟାଳୟରେ।ଶିକ୍ଷକମାନଙ୍କ କହିବା ହେଲା, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୧ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ | ବିଦ୍ୟାଳୟରେ ଥିବା ପୁରୁଣା ଆଜବେଷ୍ଟସ ଘରଟି ବିପଦ ସଂକୁଳ ଅବସ୍ଥାରେ ରହିଛି। ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ପାଗ ଭଲ ଥିଲେ ସେ ବିପଦ ସଂକୁଳ ଘରେ ବସି ପିଲାମାନେ ପାଠ ରାଜ୍ୟ ସରକାର ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ପଢୁଛନ୍ତି। କିନ୍ତୁ ବର୍ଷା ହେଲେ କଥା ସରିଲା । ଭଙ୍ଗା କୋଠା ଉପରେ କୋଠା ନିର୍ମାଣ କରୁଥିବା ଆଜବେଷ୍ଟସ ଘରେ ପାଣି ଗଳୁଥିବା ରୁ ସେଠାରେ ବେଳେ ଏଠାରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀ ବସି ପାଠ ପଢ଼ିପାରୁ ନାହାନ୍ତି। ତେଣୁ ମାତ୍ର ଗୋଟିଏ ବଖରା ଛାତଘର ହୋଇଛି। ସମସ୍ତ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ବଖରା ବିଦ୍ୟାଳୟରେ ଶ୍ରେଣୀଗୃହ ସମସ୍ୟାକୁ ନେଇ ଛାତଘରେ ବସାଇବାକୁ ପଡ଼ୁଛି। ସେହିଘରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପାଠପଢ଼ା ସାଙ୍ଗକୁ ଅଫିସ କାମ ମଧ୍ୟ ହେଉଛି। ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନୂତନ ସେହିପରି ଗୋଟିଏ ବଖରା ଘରେ ୫ଟି ଶ୍ରେଣୀର ଶ୍ରେଣୀଗୃହ ନିର୍ମାଣ କରିବାକୁ ୪ଜଣ ଶିକ୍ଷକ ପାଠ ପଢ଼ାଇବାରେ ସେ, ବିଦ୍ୟାଳୟ ପରିଚାଳନା ସମସ୍ୟା ହେଉଛି।  ବିଦ୍ୟାଳୟ ସଭାପତି ସୁଶାନ୍ତ କୁମାର ନାୟକ,  ଅଭୟ କୁମାର ସେନାପତି, ଶେଷଦେବ ସାହୁ, ବିଷ୍ଣୁପ୍ରସାଦ ଜେନା, ସନାତନ ସେନାପତି, ପବିତ୍ର କୁମାର ଜେନା, ଶଙ୍କର୍ଷଣ ରାଉତ, ନାରାୟଣ ସେନାପତି, ବଳରାମ ଜେନା, ଭରତ ଚନ୍ଦ୍ର ବାରିକ, ବିଚିତ୍ର ଖୁଣ୍ଟିଆ, ରମାକାନ୍ତ ପଣ୍ଡା, ଶ୍ରୀଧର ସାହୁ, ଲକ୍ଷ୍ମଣ ସୂତାର, ବିଶେଶ୍ବର ଜେନା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ଧନେଶ୍ଵର ଖଣ୍ଡେଇଙ୍କୁ ପଚାରିବାରୁ, ଶ୍ରେଣୀଗୃହ ର ସ୍ଥିତି ସମ୍ପର୍କରେ ବୈଷୟିକ ପରାମର୍ଶ ଦାତାଙ୍କୁ ରିପୋର୍ଟ ଦେବାକୁ କୁହାଯିବ। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.