ତମାଖୁ ବିକ୍ରୟ ଦୋକାନରେ ଚଢ଼ାଉ

 

ବୁଗୁଡା : ତା ୨୭/୦୭/୨୩ :  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସାମାଜିକ କର୍ମୀ ଅନନ୍ତ ନାୟକଙ୍କ ନେତୃତ୍ବରେ ଅବକାରୀ ଏଏସଆଇ ରାମେଶ୍ଵର ବେହେରା , ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ଓ ବୁଗୁଡ଼ା ଥାନା ଏଏସଆଇ ରାଜକୁମାର ମହାପାତ୍ର ପ୍ରମୁଖ ବୁଗୁଡ଼ା ଓ ବାଲିପଦର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଘୁଟୁକା ବିକ୍ରୟ କରୁଥିବା ଦୋକାନୀମାନଙ୍କୁ ତାଗିଦ୍ କରିବା ସହ ଜୋରିମାନା ଆଦାୟ କରିଥିଲେ ।

Leave A Reply

Your email address will not be published.