ଖବର ଆଜିର….ତାରିଖ ୧୩/୦୮/୨୩, ରବିବାର

୧-ଲାଲକିଲ୍ଲାରେ ସ୍ବାଧୀନତା ଦିବସ ସମାରୋହ: ଓଡ଼ିଶାରୁ ସାମିଲ ହେବେ ୨୦ ସ୍ବତନ୍ତ୍ର ଅତିଥି।

୨-ଭୁବନେଶ୍ୱର: ବିଶ୍ଵ ଦକ୍ଷତା କେନ୍ଦ୍ରରେ ନାମଲେଖା;୧୫ରେ ସରିବ ଆବେଦନ।

୩-ଭୁବନେଶ୍ୱର:ହୋମିଓପାଥି;୧୫୬ UG ଓ ୪ PG ଆସନରେ ନାମଲେଖା ଅନୁମତି।

୪-ଭୁବନେଶ୍ୱର: ଅଭିଭାବକ -ଶିକ୍ଷକ ବୈଠକ; ଯୋଗଦେଲେ ୨୮ଲକ୍ଷରୁ ଉର୍ଦ୍ଧ୍ବ।

୫-ଭୁବନେଶ୍ୱର: ଚାକିରି ଦେବା ନାଁରେ ଦେଢ଼ କୋଟି ଠକେଇ, ଧରାପଡିଲେ ୩ ସାଇବର ଠକ।

୬-ଭୁବନେଶ୍ୱର:୧୦ ଜିଲ୍ଲାକୁ ନିଅଣ୍ଟିଆ ବର୍ଷା,୧୨ ଜିଲ୍ଲାକୁ ବଜ୍ରପାତ ସତର୍କତା ସୂଚନା ଜାରି।

୭-ନକଲି ସୁନା ଦେଇ ଋଣ ହାତେଇବା ଘୋଟାଲାର ପର୍ଦ୍ଦାଫାସ, ବଣିଆ ସମେତ ୭ଜଣଙ୍କୁ ବାନ୍ଧିଛି ବାଲେଶ୍ବର ପୋଲିସ।

୮-ବଲାଙ୍ଗୀର:ରାଜ ପରିବାର କଳି, ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ଅଦ୍ରିଜା ମଞ୍ଜରୀ ସିଂଦେଓ।

୯-କେନ୍ଦ୍ରାପଡା: କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଗୁରୁତର।

୧୦-ଖୁବଶୀଘ୍ର ଭୁବନେଶ୍ବରରେ ଥିବା ସବୁ ଡ୍ୟାନସ ବାର ଉପରେ ହେବ ଅତର୍କିତ ଚଢ଼ାଉ, ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଛି ଅବକାରୀ ବିଭାଗ।

୧୧-ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ କରାଗଲା ପ୍ରଦାନ।ଏହା ହେଉଛି ଡ. ସାମନ୍ତଙ୍କ ୫୪ ଓ ୫୫ତମ ସମ୍ମାନସୂଚକ ଡକ୍ଟୋରେଟ୍।

୧୨-ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ।

୧୩-ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ । ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୧୪-‘ତଦନ୍ତରେ ଉତ୍କର୍ଷ ପଦକ-୨୦୨୩’ : ଦେଶରୁ ୧୪୦ ଓଡ଼ିଶାରୁ ୪ ପୁଲିସ କର୍ମଚାରୀ।

୧୫-୧୫ ତାରିଖ ପରେ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୧୬-କଟକରେ ଖୋଲିବ ରାଜ୍ୟର ସବୁଠୁ ହାଇପ୍ରୋଫାଇଲ ଆହାର କେନ୍ଦ୍ର : ଫାଇଭ୍‌ଷ୍ଟାର ହୋଟେଲର ଦେବ ଫିଲ୍‌।

୧୭-ଦେଶରେ ବଦଳିବ ଇଂରେଜ ଅମଳର ଆଇନ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ନାବାଳିକାଙ୍କ ସହ ଅପରାଧ ପାଇଁ ମୃତ୍ୟୁଦଣ୍ଡ।

୧୮-ଅନୱାର-ଉଲ-ହକ କକ୍କଡ଼ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ।

୧୯-ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ବାଜି ମାରିଲା ଭାରତ, ଚେନ୍ନାଇରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଚାମ୍ପିଅନ୍।

୨୦-ଲୈ।ଡରହିଲ:ଯଶସ୍ବୀ,ଗିଲଙ୍କ ପ୍ରହାର, ଶୃଙ୍ଖଳା ୨-୨ କଲା ଭାରତ,ଆଜି ନିର୍ଣ୍ଣାୟକ ୫ମ T20।

୨୧-ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଉତ୍ତରକୋରିଆ- କିମ୍‌ ଜୋଙ୍ଗ ଦେଲେ ଆହ୍ୱାନ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.