ଖବର ଆଜିର….ତାରିଖ ୨୭/୦୮/୨୩, ରବିବାର
୧-ଇଣ୍ଡିଆ ଟୁ-ଡେ’ ମୁଡ୍ ଅଫ୍ ଦି ନେସନ୍ ସର୍ଭେ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ନବୀନ ନମ୍ବର ଓ୍ବାନ୍।
୨-ବୁର୍ଲା:ପୁଣି ଯାଞ୍ଚ ହେବ ହୀରାକୁଦ ବନ୍ଧର ଫାଟ, ନୂଆଦିଲ୍ଲୀରୁ ଆସିବେ ବୈଜ୍ଞାନିକ ଦଳ।
୩-ଭୁବନେଶ୍ୱର:୮୩ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଖୋଲିବ ନୂଆ ବିଷୟ।
୪-ଭୁବନେଶ୍ୱର: ସିଙ୍ଗାପୁର ଗଲେ ବିଶ୍ଵ ଦକ୍ଷତା କେନ୍ଦ୍ରର ୪୦ ଛାତ୍ରଛାତ୍ରୀ।
୫-ରେମୁଣା: ଖୋଲିବ ବିର୍ଲା ଟାୟାର୍ସ , ଉପକୃତ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ପରିବାର।
୬-ପୁଣି ବର୍ଷିବ,୩୧ ତାରିଖରୁ ପୁଣି ବର୍ଷା,୨୩ଟି ଜିଲାକୁ ସତର୍କ ସୂଚନା ଜାରି।
୭-ଗଜପତି ଜିଲ୍ଲା ମୋହନା ଥାନା ନିକଟସ୍ଥ ବନ୍ଧାଗୁଡା ଗ୍ରାମ:ପଥର ବ୍ଲାଷ୍ଟିଂ ବେଳେ ଘଟିଲା ଅଘଟଣ,ପଥର ତଳେ ଚାପି ହୋଇ ମାମୁଁ ଭଣଜା ମୃତ।
୮-ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ।
୯-ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ ପ୍ଲାଣ୍ଟ।
୧୦-ଗଞ୍ଜାମ ପରେ ଗଜପତିରେ 5T ସଚିବ, ଡାକ୍ତରଖାନାରେ ପହଞ୍ଚି କଲେ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ।
୧୧-ବରଗଡ଼:୧୬ ଲକ୍ଷ ଟଙ୍କାର ୭୮୦୦ କଫ୍ ସିରପ ବୋତଲ ଜବତ, ୩ ମାଫିଆ ଗିରଫ।
୧୨-ରାକ୍ଷୀ ପୂର୍ଣ୍ଣିମା ପାଇଁ କେତେକ ସହରରେ ଅଗଷ୍ଟ ୩୦ରେ ଏବଂ କେତେକ ସ୍ଥାନରେ ଅଗଷ୍ଟ ୩୧ରେ ବ୍ୟାଙ୍କ ଛୁଟି ହେବ।
୧୩-ମଦୁରାଇ:ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗି ୧୦ ତୀର୍ଥଯାତ୍ରୀ ମୃତ।
୧୪-ଚନ୍ଦ୍ରଯାନ-୩ର ଅନ୍ୟ ଜଣେ ସାରଥୀ ହେଉଛନ୍ତି ଢେଙ୍କାନାଳର ଝିଅ ରଶ୍ମୀ ବେହେରା, ଦେଶ ପାଇଁ ଗୌରବ ଆଣିଥିବାରୁ ପରିବାର ଗର୍ବିତ।
୧୫-ଯାଜପୁର ଜିଲ୍ଳା ରାକ୍ଷୀପାଟଣା ଗାଁ:କୁଡିଆରେ ପାଠପଢ଼ି କଲେ ନିଟ୍ କ୍ୱାଲିଫାଏ, ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ।
୧୬-ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା; ଅଗଷ୍ଟ ୨୩ ‘ଜାତୀୟ ମହାକାଶ ଦିବସ’।
୧୭-ଇସ୍ରୋର ସୂର୍ଯ୍ୟ ମିଶନ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୍ ୱାନ ଉତ୍କ୍ଷେପଣ।
୧୮-ପ୍ରଧାନମନ୍ତ୍ରୀ ମୋଦୀ ୫୧,୦୦୦ ଯୁବକ-ଯୁବତୀଙ୍କୁ ଦେବେ ନିଯୁକ୍ତି ପତ୍ର, ଅଗଷ୍ଟ ୨୮ରେ ରୋଜଗାର ମେଳା।
୧୯-ଗଗନଯାନ ଯୋଜନାରେ ଭାରତ ମହାକାଶକୁ ବୋମ୍ୟମିତ୍ର ନାମକ ମହିଳା ରୋବଟ ପ୍ରେରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା।
୨୦-ୟୁନିଫର୍ମରେ ଭିଡିଓ ଏବଂ ରିଲ୍ କରିବା ଉପରେ କଟକଣା, କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏