ରାଜନଗର :-ବର୍ଷ ର ଶେଷ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜ଼ାର ହଜ଼ାର ପ୍ରଯଟକ ଛୁଟି ଆସିଛନ୍ତି ଭିତରକନିକା ଜାତୀୟ ଉଦ୍ୟାନ କୁ, ପ୍ରକୁତିର ବରଦାନ ବିଶ୍ୱ ପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ସମେତ ପେଣ୍ଠ ବେଳା ଭୂମି, ବରୁଣେଇ ମୁହାଣ ସନିକଟ ଦୋବନ୍ଧି ଠାରେ ପ୍ରଯଟକ ମାନେ ପ୍ରକୁତି କୁ ଭରପୁର ଉପଭୋଗ କରିଥିଲେ, ଜାନୁଆରୀ 5ରୁ 13ପର୍ଯ୍ୟନ୍ତ ବଉଳା କୁମ୍ଭୀର ମାନଙ୍କ ଗଣନା ପାଇଁ ଭିତରକନିକା ବନ୍ଧ ରହୁଥିବାରୁ ପ୍ରଯଟକ ମାନଙ୍କର ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି, ଭିତର କନିକା ଜାତୀୟ ଉଦ୍ୟାନ ରେ ଆଜି 3460ଜଣ ପ୍ରଯଟକ ପ୍ରକୁତିକୁ ଉପଭୋଗ କରିଛନ୍ତି ଜାତୀୟ ଉଦ୍ୟାନ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ 1780ଜଣ ପ୍ରଯଟକ 51ଟି ବୋଟ ରେ ନୌକା ବିହାର କରିଥିବା ବେଳେ ଖୋଳା ଏଣ୍ଟ୍ରି ପଂଟ ଦେଇ 88 ଟି ବୋଟ ରେ 1168ଜଣ, ଚାନ୍ଦବାଲି ଏଣ୍ଟ୍ରି ପୈଂଟ ଦେଇ 12ଟି ବୋଟ ରେ 165ଏବଂ ଗୁପ୍ତି ଏଣ୍ଟ୍ରି ପୈଂଟ ଦେଇ 29ଟି ବୋଟ ରେ ମୋଟ 347ଜଣ ପ୍ରଯଟକ ପ୍ରାକୁତିକ ଶୋଭା ଉପ ଭୋଗ କରିବା ସହ ନଦୀ ପଠାରେ ଖରା ପଉଁଥିବା ବଉଳା କୁମ୍ଭୀର ମାନଙ୍କୁ ଦେଖି ବିମୋହିତ ହୋଇଥିଲେ ସେଇ ପରି ବଂଗପ ସାଗର କୂଳରେ ପ୍ରାୟ10000ହଜ଼ାର ରୁ ଉଦ୍ର ପ୍ରଯଟକ ସମୃଦ୍ଧ ରେ ଶାନ କରିବା ସହିତ ବଣ ଭୋଜୀ କରି ମଜ଼ା ଉଠାଇ ଛନ୍ତି ଆଜି ପ୍ରଯଟକ ମାନଙ୍କୁ ଜାତୀୟ ଉଦ୍ୟାନ ରେ ନିରାପଦ ଏବଂ ସୁରୁଖୁରୁରେ ପରି ଭ୍ରମଣ ପାଇଁ ନିରାପଦ ଏବଂ ପରି ଭ୍ରମଣ ପାଇଁ range ଅଫିସର ମାନସ କୁମାର ଦାସଙ୍କ ତଥା ବଧାନ ରେ ବନ କର୍ମ ଚାରି ମାନେ ନିୟଜିତ ହେଇଥିଲେ ସେଇପରି ପେଣ୍ଠ ବେଳା ଭୂମି ରେ ହଜ଼ାର ହଜ଼ାର ପ୍ରଯଟକ ଭିଡ ହୋଇଥିଲେ ମଧ୍ୟ ରାଜନଗର ପୋଲିସ ପଖାରୁ କୌଣସି ପେଟ୍ରୋଲିଙ୍ଗ ଵେବସ୍ତା ବା ସୁରକ୍ଷା ଵେବସ୍ତା ଗ୍ରହଣ କରି ଥିଲେ ବୋଲି ଜନ ସାଧାରଣ ଆସନ୍ତୁଷ୍ଠ ହୋଇ ନିରାଶାହେଇ ଫେରି ଯାଇଥିଲ, ପେଣ୍ଠ ବେଳା ଭୂମି ରେ ଏବେ eco -retreat ଚାଲିଛି, ସେଇ ଭଳୀ ସନ୍ଧ୍ୟା ସମୟରେ ସ୍ଥାନୀୟ କିଛି ଯୁବକ ଅତଆଧିକ ମଧପାନ କରି ପେଣ୍ଟ ବେଳା କୁ ବୁଲି ଆସିଥିବା ପ୍ରଯଟକ ମାନଙ୍କୁ ନାନାଦି ପ୍ରକାର ମାରନାସ୍ତ୍ର ଦେଖାଇ ଅସଭ୍ୟ ଭାଷା ଗାଳିଗୁଲଜ କରିବାରେ ନିୟଜିତ ଥିଲେ ମଧ୍ୟ ରାଜନଗର ପୋଲିସ ନିରବ ଦ୍ରଷ୍ଟା ସାଜି ବସିଛନ୍ତି,
ଦିନ କୁ ରାଜନଗର ଅଂଚଳ ରେ ଆଇନ ସୁଖଳା ବିଗିଡି ଯାଇଥିଲେ ମଧ୍ୟ ପୋଲିସ ର ବିଫଳ ତା ଲୋକ ଲୋଚନ କୁ ଆସୁଛି, କୌଣସି ଘଟଣା ଘଟି ଲେ ଅଭିଯୋଗ ପରେ ମଧ୍ୟ ତଦନ୍ତ ନ କରି ଉଭୟ ପକ୍ଷ ଙ୍କୁ case କରି ଦେଇ ହାତ ଜାଡ଼ି ଦେଇ ବସୁଛି ଫଳରେ, ଦିନ କୁ ଦିନ ଅଧିକ ଅପରାଧ ବଢ଼ି ଚାଲିଛି, ପ୍ରକାଶ ଥାଉଁକୁ କି 13-2023ରିଖରେ ଷ୍ଟେଟ ବ୍ୟାଙ୍କ ରାଜନଗର ବ୍ୟ୍ଇପାସ୍ରରୋଡ ସାମନାରେ ଥିବା ବ୍ଲକ ସାମ୍ବାଦିକ ସଂଘ ରେ ସାମ୍ବାଦିକ ମାନେ ନୀଇଉଜ ଲେଖୁ ଥିବା ସମୟ ରେ ଲିଲି ଦଳେଇ ପିତା ଅନିରୁଦ୍ଧ ଦଳେଇ, ଟୁଲୁ ଦଳେଇ, ସ୍ୱାମୀ ଅନିରୁଦ୍ଧ ଦଳେଇ ପିତା ମୁରଲୀ ଦଳେଇ, କାହ୍ନ ଦଳେଇ, ପିତା ଅନିରୁଦ୍ଧ ଦଳେଇ ଏମାନେ ବଳ ପୂର୍ବକ ସାମ୍ବାଦିକ ଅଫିସ ଘରେ ପଶି ଘରୁ ବାହାରିଯାଅ ସହିତ, ନଚେତ ତୁମକୁ ମାରିଦେବି କହିବା ସହ ରାଜନଗର ଥାନା ରେ ଏ ନେଇ ସଭାପତି ସୁକାନ୍ତ ବେହେରା ଅଭିଯୋଗ କରିଥିଲେ ମଧ୍ୟ ରାଜନଗର ପୋଲିସ ତଦନ୍ତ ନ କରି ଓଲଟି ସେମାନେ ଙ୍କର ମିଥ୍ୟା ଅଶାଳୀନ ଅଭିଯୋଗ ସଭାପତି ଙ୍କ ନାମ ରେ କାଉଣ୍ଟର case କରିଥିଲେ ,ପ୍ରକାଶ ଥାଉକି 112 ଏମେରଜେନସଯ ନମ୍ବର କୁ କୋଲ କରିଲେ ମଧ୍ୟ କୋଲ ସେଣ୍ଟର ଥିବା ଅଧିକାରି ଆମେ ରାଜନଗର ଥାନା କୁ ଜଣେଇ ଦେଉଛୁ କହି କୋଲ କାଟି ଦଉଚି ଛନ୍ତି,କିଛି ନିଦ୍ଧିଷ୍ଟ ଗୋଷ୍ଠୀ ଯେମିତି କି ସାପ ଗ୍ୟାଙ୍ଗ, ରାଜ ଗ୍ୟାଙ୍ଗ ଲୋକ ମାନଙ୍କୁ ହଇରାଣ କରୁ ଥିଲେ ମଧ୍ୟ ଜନସାଧାରଣ ଭାୟ ରେ ମୁହଁ ଖୋଲୁ ନାହାନ୍ତି, କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ନୀଇଉଜ!!