ଭୁବନେଶ୍ବର ତା ୦୬/୦୨/୨୦୨୪ ଆଜି ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଗୋପିବଲ୍ଲଭପୁର ଓରଫ ନାଣ୍ଡିଛୋଡ ଗ୍ରାମର ନାଲକୋ କମ୍ପାନୀ ଦ୍ବାରା ବିସ୍ଥାପିତ ପ୍ରକାମାନଙ୍କର ନ୍ୟାର୍ଯ୍ୟ ଦାବୀ ପ୍ରତି ନାଲକୋ କମ୍ପାନୀର ଅଣଦେଖା ପ୍ରତିବାଦରେ ଭୁବନେଶ୍ବର ଲୋୟର ପି. ଏମ୍. କି. ଠାରେ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯାଇ ଅଛି । ଦୀର୍ଘ ୨୦ ବର୍ଷ ତଳୁ ସରଜାଙ୍କ ଦ୍ବାରା ଆମ ଜମି ଅଧିଗ୍ରହଣ ହୋଇ କୋଇଲା ଖଣି ଖନନ ହେବା ପାଇଁ ନାଲକୋକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଖଣି ଖନନ ନହୋଇ ବର୍ଷ ବର୍ଷ ଧରି ପତି ରହିଥିବା ଓ ଆମ୍ଭମାନଙ୍କ ସହ ହୋଇଥିବା ଫଇସଲା ସୁତାବକ ଆମମାନଙ୍କର ସ୍ଥାୟୀତ୍ରକୁ ଗୁରୁତ୍ବ ନଦେଇ ଦୀର୍ଘ ୨୦ ବର୍ଷ ପରେ ନାଇଜୋ ନିଜେ ଖଣି ନଖୋଳି ଚୁକ୍ତିପତ୍ର ରଦ୍ଦ ହୋଇଯାଇଥିବା ପରେ ଅନ୍ୟ ଏକ ବାହାର ପ୍ରାଇଭେଟ କମ୍ପାନୀ ସହ ନୂତନ ଚୁକ୍ତିପତ୍ର କରି ଖଣି ଖନନ କାର୍ଯ୍ୟ ଆରମ୍ଭ କରିଥିବା ପରେ ମଧ୍ୟ ଆମ୍ଭମାନଙ୍କ ସ୍ଥାୟିତ୍ଵ ପ୍ରତି ଅଣ ଦେଖା କରିବା, ଆମ୍ଭର ପିଇବା ପାଣିର ଉସକୁ ବନ୍ଦ କରିବା, ଯାତାୟତ ରାସ୍ତାକୁ ବନ୍ଦ କରିବା ଆଦି ଅନେକ ଅମାନୁଷିକ କାର୍ଯ୍ୟ କରିଚାଲିଥିବା ବେଳେ ଆମ୍ଭମାନେ ଏହାର ଦୃଢ ପ୍ରତିବାଦ କରିବାରୁ ବହୁ ସମୟରେ ବିଭିନ୍ନ ପ୍ରକାରେ ଧମକ ଚମକ ଦେବା, ମିଥ୍ୟା କେସରେ ଫସାଇ ଜେଲ ପଠାଇବା ଭଳି ଗୁଣ୍ଡାରାଜ ଚଳାଇ ଆସୁଥିବାରୁ ବାଧ ହୋଇ ଆମ୍ଭ ଶତାଧିଜ ପରିବାର ଜିଲ୍ଲା କଲେକ୍ଟରଙ୍କ ଦ୍ବାରସ୍ଥ ହୋଇ ଉପଯୁକ୍ତ ନ୍ୟାୟ ପାଇବାରୁ ବଂଚିତ ହେବାରୁ ବାଧ ହୋଇ ସରକାରଙ୍କ ଦ୍ବାରସ୍ଥ ହୋଇଅନ୍ତୁ । ଏହା ମଧ୍ୟ ସିଦ୍ଧାନ୍ତ ନେଇ ଅଛୁ କି. ଯଦି ସରକାର ଅମମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ବୀଫଳ ହୁଅନ୍ତି ତେବେ ଏହିଠାରେ ସମସ୍ତ ବିସ୍ଥାପିତ ପରିବାର ଆତ୍ମାହୂତି ଦେକୁ ପଛେ ଆଉ ଗାଁକୁ ଫେରିବୁ ନାହିଁ । ତେଣୁ ସରକାରଙ୍କୁ ଆପଣମାନଙ୍କ ମାଧ୍ୟମରେ ତଥା ସମସ୍ତ ଉପାୟରେ ଆମ୍ଭମାନଙ୍କର ଉପଯୁକ୍ତ ନ୍ୟାୟ ପାଇଁ ନିବେଦନ କରିବୁ ଓ ଆମ୍ଭମାନଙ୍କର ଯେଉଁ ୭ ଦଫା ଦାବୀ ଅଛି ତାହାର ସୁବିଚାର କରିବାକୁ ନିବେଦନ କରୁଅଛୁ । ଆଶା ରଖିଛୁ କି ସରକାର ନିଶ୍ଚୟ ଆମ୍ଭର ଉପଯୁକ୍ତ ଦାବୀଗୁଡିକୁ ମାନି ନେଇ ଆମମାନଙ୍କର ସ୍ଥାୟୀ ବସବାସ ସହ ଜିବନ ଜିବିକାର ସୁବନ୍ଦୋବସ୍ତ କରି ଆମମାନଙ୍କୁ ନ୍ୟାୟ ଦେବେ । ଆମ୍ଭମାନଙ୍କର ୭ଦଫା ଦାବୀ ନିମ୍ନରେ ପ୍ରଦତ କରାଗଲା ।
ଦାବୀ ସମୁହଗୁଡିକ ନିମ୍ନରେ ପ୍ରଦାନ କରାଗଲା –
୧) ନାଲକୋ କମ୍ପାନୀ ଦ୍ବାରା ଆମ୍ଭ ବିସ୍ଥାପିତ ପ୍ରଜାମାନଙ୍କ ପ୍ରତ୍ୟେକ ପରିବାରକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ।
୨) ଯେଉଁ ବିସ୍ତାପିତ ପରିବାର ଚାକିରି ନକରିବେ ତାହା ପ୍ରତିବଦଳରେ ୫୦ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଉ
୩) ବିସ୍ଥାପିତ ପ୍ରଜାମାନଙ୍କୁ ଆଉ ଆଣ୍ଡ ଆର କଲୋନିରେ ପ୍ରଜାସତ୍ବ ରେକର୍ଡ ଥାଇ ୧୫ ଡେସିମିଲି ଲେଖାଏଁ ଘରବାରୀ ଜମି ଦେଇ ଓ ରକ୍ତ ଜମିରେ ୧୦୫୦ବର୍ଗ ଫୁଟର ସ୍ଥାୟୀ ଘର କରିଦେବା ସହ ଆନୁସଙ୍ଗିକ ସମସ୍ତ ସୁବ୍ୟବସ୍ଥା ଯୋଗାଇ ଦେବାର ବ୍ୟବସ୍ଥା କରି ଦିଆଯାଉ । ୪) ନାଲକୋ କମ୍ପାନୀ ଦ୍ବାରା ଆମ୍ବ ଗ୍ରାମର ସମସ୍ତ ଘରବାରୀ ଓ ଚାଷ ଜମି ଅଧିଗ୍ରହଣ ହୋଇଥିବାରୁ ଭକ୍ତ
ଜମିର ମୂଲ୍ୟ ସରକାରଙ୍କ ନୂତନ ନୀୟମ ଅନୁସାରେ ୪ଗୁଣା କ୍ଷତିପୂରଣ ପ୍ରଦାନ କରାଯାଉ ।
୫) ନାଲକୋ ଓ ସରକାରଙ୍କ ମିଳିତ ସହେଯାଗରେ ଆମ୍ଭ ଗ୍ରାମର ହୋଇଥିବା ବିସ୍ଥାପିତ ପରିବାରର ସର୍ଭେ