ଖବର ଆଜିର…ତାରିଖ ୧୮/୦୨/୨୪, ରବିବାର
୧-କେନ୍ଦ୍ରାପଡ଼ା:ଦାୟିତ୍ୱରେ ଅବହେଳା – କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ ନିଲମ୍ବିତ।
୨-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ବାର୍ଷିକ ୧୨ ହଜାରୁ ୧୮ ହଜାରକୁ ବୃଦ୍ଧି।
୩-ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା, ସାଢେ ୫ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ୩୦୪୭ ପରୀକ୍ଷା କେନ୍ଦ୍ର।
୪-ଚୈ।ଦ୍ବାରରେ ଓ୍ବେଲସ୍ପନ ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।
୫-ଓଡିଶା ଆପାର୍ଟମେଣ୍ଟ ମାଲିକାନାସତ୍ତ୍ୱ ଓ ପରିଚାଳନା ନିୟମ ନେଇ ଜାରି ହେଲା ବିଜ୍ଞପ୍ତି । ଫ୍ଲାଟ ମାଲିକ ସଂଘ ନାଁରେ ପଞ୍ଜିକୃତ ହେବ ସର୍ବସାଧାରଣ ସ୍ଥାନ।
୬-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି।
୭-ଖୁବଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ; ଜିଲ୍ଲାପାଳ ଓ ଏସ୍ପିଙ୍କୁ ECI ଦେଲା କଡ଼ା ନିର୍ଦ୍ଦେଶ।
୮-ବ୍ରହ୍ମଗିରି: ସ୍ବାମୀ ସାମ୍ନାରେ ମହିଳାଙ୍କୁ ଗଣବଳାକ୍ତାର,ଜଣେ ଗିରଫ,ଆଉ ଜଣେ ଫେରାର।
୯-ଜମି ଦୁର୍ନୀତି ମାମଲା: ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ପୁଅଙ୍କୁ ଇଡିର ସମନ।
୧୦-ବ୍ରହ୍ମପୁର:ଏମକେସିଜିରେ ରାଗିଂ, ୪ ଛାତ୍ରଙ୍କୁ କ୍ୟାମ୍ପସ ମନା।
୧୧-କଳାହାଣ୍ଡି: ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ।
୧୨-ଜ୍ଞାନପୀଠ ୨୦୨୩ ଘୋଷଣା, ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ଗୁଲଜାରଙ୍କୁ ମିଳିବ ସମ୍ମାନ।
୧୩-ଇସ୍ରୋର ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ – ୟୁଭିକା, ୨୦ରୁ ପଞ୍ଜିକରଣ ଆରମ୍ଭ।
୧୪-କୋଚିଂ ସେଣ୍ଟର ଉପରେ ଅଙ୍କୁଶ କଷିବେ କେନ୍ଦ୍ର ସରକାର, ବିଜ୍ଞାପନରେ ଆଉ କରିପାରିବେନି ବଡ଼ବଡ଼ ଦାବି।
୧୫-INSAT-3DS ଉପଗ୍ରହକୁ ମହାକାଶକୁ ପଠାଇଲା ଇସ୍ରୋ, ମିଳିବ ପାଣିପାଗ ସମ୍ପର୍କିତ ସଠିକ୍ ସୂଚନା।
୧୬-ନୂଆ ଦିଲ୍ଲୀ: ଆସ୍ଥା ଜିଣିଲା ଆପ୍ ସରକାର,୨୦୨୯ରେ ବିଜେପି ମୁକ୍ତ ଭାରତ:କେଜେରିଓ୍ବାଲ।
୧୭-ନୂଆ ଦିଲ୍ଲୀ:ଚାକିରିଆ ପତ୍ନୀଙ୍କଠାରୁ କମ୍ ନୁହନ୍ତି ‘ହାଉସ୍ ୱାଇଫ୍’: ସୁପ୍ରିମକୋର୍ଟ।
୧୮-ଅମ୍ବାଲା: ହରିୟଣାରେ ଚାଷୀଙ୍କ ଟ୍ରାକ୍ଟର ରାଲି, ପଞ୍ଜାବରେ ଟୋଲ୍ ପ୍ଲାଜା ଖୋଲିଦେଲେ।
୧୯-ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ, ୨ କୋଟି ଜରିମାନା ଲଗାଇଲେ କୋର୍ଟ।
୨୦-NDAକୁ ପୁଣି ଫେରିବେ ଚନ୍ଦ୍ରବାବୁ ନାଇଡୁ, ଆନ୍ଧ୍ରରେ ବିଜେପି ସହ ସିଟ୍ ଭାଗବଣ୍ଟା ଫାଇନାଲ୍।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏