ଖବର ଆଜିର…ତାରିଖ ୦୩/୦୩/୨୪, ରବିବାର
୧-୫-ଟି ଉପକ୍ରମରେ ଜଳସେଚନ ପ୍ରକଳ୍ପ ତ୍ବରାନ୍ବିତ,୩୦୩୭ କୋଟିର ୫୨ ପ୍ରକଳ୍ପ ଶୁଭାରମ୍ଭ।
୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା, ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଦରମା ୧୦ହଜାର ଟଙ୍କାକୁ ବୃଦ୍ଧି।
୩-ଆଜି ବିଶ୍ଵ ବନ୍ୟ ପ୍ରାଣୀ ଦିବସ,’ଭି-ସାଟ୍’ ନଜରରେ ରହିବ ଶିମିଳିପାଳ ଓ ସାତକୋଶିଆ।
୪-କଟକ ତାରକସୀ କାମକୁ ମିଳିଲା ଜିଆଇ ଟ୍ୟାଗ୍, ବିଶ୍ୱ ବଜାରରେ ପହଞ୍ଚିବ ନିଖୁଣ କାରିଗରୀ।
୫-ଭୁବନେଶ୍ୱର:ସ୍ୱାସ୍ଥ୍ୟ ଓ ଶିକ୍ଷାରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ, ୫ଟି ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ ଉଦ୍ଘାଟିତ
୬-ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ୨ ଅଣଓଡ଼ିଆ ଶ୍ରମିକ, ଜଣକୁ ବଞ୍ଚାଇଲେ ଛାତ୍ର।
୭-୮ ହଜାର ଲାଞ୍ଚ ନେଉଥିଲେ ସାଲେପୁର ଭଦ୍ରେଶ୍ବର ଥାନା ଏଏସଆଇ ଆଲୋକ କୁମାର ଷଡ଼ଙ୍ଗୀ ; ମାଡିବସିଲା ଭିଜିଲାନ୍ସ।
୮-ବାରିପଦାରେ ୨ ଗୋଷ୍ଠୀ ମୁହାଁମୁହିଁ:ଜଣେ ମୃତ,୬ ଆହତ।
୯-ଲାଞ୍ଚନେଇ ଧରାପଡିଲେ ଡାବୁଗାଁ ASI ,୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନସ୍।
୧୦-ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ, ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ସିଟ୍ ଜିତିବ: ସସ୍ମିତ ପାତ୍ର।
୧୧-ଧ୍ଯାନ ଦିଅନ୍ତୁ ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ:ଆକର୍ଷଣୀୟ ପୁରସ୍କାର ରାଶି ଏବଂ ୨୫ କୋଟିର ସ୍କଲାରସିପ୍ ଉପଲବ୍ଧ ,ଜଲଦି ଆବେଦନ କରନ୍ତୁ: 7978083673,9090 040315, https://olympiads.kiit.ac.in,
୧୨-ଅବହେଳିତ ଅବସ୍ଥାରେ ବ୍ରହ୍ମପୁର ବସ୍ଷ୍ଟାଣ୍ଡ: ଶହ ଶହ ବସ୍କୁ ଅଳ୍ପ ଯାଗା
୧୩-ବିଜେପିରେ ମିଶିବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଉପ-ନିର୍ବାଚନରେ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ହୋଇଥିଲେ ବହିଷ୍କୃତ।
୧୪-ଭଦ୍ରକ କୋଠାର ଗାଁ:ପାରିବାରିକ କଳହ ଯୋଗୁଁ ଭାଇଭଉଣୀ ଆତ୍ମହତ୍ୟା କରିଥିବା ସନ୍ଦେହ।
୧୫-କେନ୍ଦ୍ରାପଡ଼ା: ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି କାଣ୍ଡ, ମେଡିସିନ ଓ ଆସବାବପତ୍ର ନଷ୍ଟ।
୧୬-ରେଢାଖୋଲ ମାଟିରେ ରାଷ୍ଟ୍ରପତି: ସନ୍ଥକବିଙ୍କୁ ମନେପକାଇ ହେଲେ ଭାବବିହ୍ୱଳ।
୧୭-TMCର ଫୁଲ୍ଫର୍ମ ‘ତୁ, ମେଁ ଔର କରପ୍ସନ ହି କରପ୍ସନ’: ପ୍ରଧାନମନ୍ତ୍ରୀ ମୋଦୀ।
୧୮-ବାରଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ,୧୯୫ ଲୋକ ସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଜାରୀ।
୧୯-କାବୁଲ:ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ,୧୫ ମୃତ।
୨୦-ଯୁଦ୍ଧ ଭିତରେ ଘାତକ ଓ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କଲା ରୁଷ । ୟାର୍ସ ମିସାଇଲ ପରୀକ୍ଷଣ ପରେ ପୁଟିନ କହିଲେ ରୁଷକୁ ଉସକାଇଲେ ଭୟଙ୍କର ହେବ ପରିଣାମ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏