୧-ତାତି ଛୁଇଁଲା ୪୨ ଡିଗ୍ରୀ, ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର।
୨-ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ: ବିଜେଡ଼ିରୁ ପୂର୍ବତନ ଉପବାଚସ୍ପତିଙ୍କ ଇସ୍ତଫା।
୩-୯୫%ବିରୋଧି ନେତାଙ୍କ ବିରୋଧରେ ED,CBI ମାମଲା, ବିଜେପିକୁ ଯିବାପରେ ୨୫ଙ୍କୁ ଆଶ୍ବସ୍ତି।
୪-ସମ୍ବଲପୁର ଗସ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ,୪ଟି ଲୋକସଭା ନିର୍ବାଚନମଣ୍ଡଳୀର କଲେ ସମୀକ୍ଷା।
୫-୨୦୨୪ ଲୋକସଭା ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ୪ ଦିନ ଛୁଟି ଘୋଷଣା କରିଛନ୍ତି।
୬-କଟକ ମହିମା ନଗରରେ ଅଘଟଣ:ପୁଣି ମୁକୁଳା ନାଳ ନେଲା ଜିବନ।
୭-ଶଙ୍ଖ ମୁହାଁ ସବୁ ବଡ଼ ବଡ଼ ନେତା, ସଂକଟରେ କଂଗ୍ରେସ।
୮-ଗାଡ଼ି ଚାଳକଙ୍କୁ ଚେତାବନୀ: ଏଣିକି ଟ୍ରାଫିକ ଛକରେ ମୋବାଇଲ ବ୍ୟବହାର କଲେ ଗଣିବେ ଜୋରିମାନା।
୯-କଂଗ୍ରେସ ଦଳରୁ ବାପି ସରଖେଲଙ୍କ ଇସ୍ତଫା, ବିଜେଡିରେ ସାମିଲ ହେବା ସମ୍ଭାବନା, କିଛିଦିନ ତଳେ ପତ୍ନୀ ମୋନିଦୀପା ବିଜେଡିରେ ସାମିଲ ହୋଇଛନ୍ତି।
୧୦-କୋରାପୁଟ ପାଡର ଘାଟିରେ ଦୁର୍ଘଟଣା, ୨ମୃତ, ୬୦ଫୁଟ ତଳକୁ ଖସିଲା ବୋଲେରୋ,୨୮ ଆହତ ମେଡିକାଲରେ ଭର୍ତ୍ତି।
୧୧-କୋରେଇରୁ ନିର୍ବାଚନ ଲଢିବାକୁ ମନ ବଳାଇଲେ ଝିଲିକ୍, ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ରୋଚକ ହେଉଛି କୋରେଇ ଲଢେଇ
୧୨-କୋରାପୁଟ:କଲଭର୍ଟରେ ପିଟିହେଲା ସ୍କର୍ପିଓ, ଦୁର୍ଘଟଣାରେ ୪ ଜଣ ଆହତ।
୧୩-ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ । ଦଳ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି ନେତା । ସନ୍ତୋଷ ସିଂ ସାଲୁଜା ବିଜେଡିରେ ମିଶିବା ଚର୍ଚ୍ଚା।
୧୪-ମାର୍ଶାଘାଇ ବାହାକଣ୍ଡିଆ ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ:ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଅଘଟଣ , ପେଜ କୁଣ୍ଡରେ ପଡି ଛାତ୍ର ଗୁରୁତର।
୧୫-କେନ୍ଦ୍ରାପଡ଼ା: ଶଙ୍ଖ ଧରିବେ ଗଣେଶ୍ୱର ବେହେରା, ରବିବାର ମିଶ୍ରଣ ପର୍ବରେ ଯୋଗଦେବେ।
୧୬-ନୂଆ ଦିଲ୍ଲୀ: ରାଜ୍ୟ ସଭାରେ ଅଶ୍ବିନୀ, ଶୁଭାଶିଷ ଓ ଦେବାଶିଷଙ୍କୁ ଶପଥ ପାଠ।
୧୭-ଘର ଗାଡ଼ି ନାହିଁ, ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ୨୦ କୋଟି।
୧୮-ବ୍ଲାକରୋଜ୍ ବୁଡ଼ିର ଫିଟୁନି ରହସ୍ୟ: ଜାହାଜରେ ଭର୍ତ୍ତି ହୋଇଥିବା ଲୁହାପଥର ଏବେ ବି କଢାଯାଇନି।
୧୯-ଗ୍ରାହକଙ୍କ ମୁଣ୍ତ ଗୋଲ୍; ୭୫ ହଜାର ଡେଇଁବ ୨୪ କ୍ୟାରେଟ ସୁନା ଦର !
୨୦-ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ୨୦୨୫ ମାର୍ଚ୍ଚ ଯାଏ ୭୮୨ ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ ହେବନି ବୃଦ୍ଧି।
୨୧-କଚାତିବୁ ଦ୍ୱୀପ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା । କହିଲା, ଭାରତରେ ଆଭ୍ୟନ୍ତରୀଣ ବିତର୍କ ଚାଲିଛି, ଏନେଇ କଲମ୍ବୋ ସହ ହୋଇନି କୌଣସି ଆଲୋଚନା।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏