୧-ଆଜିଠୁ ବଦଳିପାରେ ପାଗ: ୭ ତାରିଖରେ ୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ବର୍ଷା ସହ ଝଡ଼ ତୋଫାନ ଆଶଙ୍କା।
୨-ଆଜିଠୁ OJEE, ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ।
୩-୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ।
୪-ଆଜି ନିର୍ବାଚନୀ ପ୍ରଚାରରେ ଉଠିବ ପଡିବ ଓଡ଼ିଶା । ବ୍ରହ୍ମପୁର ଓ ନବରଙ୍ଗପୁରରେ ବର୍ଷିବେ ମୋଦୀ । ଖରିଆର ଓ ଭବାନୀପାଟଣାରେ ନବୀନ କରିବେ ମାରାଥନ ପ୍ରଚାର
୫-ଘସିପୁରାଠାରେ ଥିବା ରିଲାଏନ୍ସ ଟ୍ରେଣ୍ଡ୍ସରେ ଅଗ୍ନିକାଣ୍ଡ,କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ।
୬-ଦାନଗଦି: ବିଦ୍ୟୁତ୍ ଆଘାତରେ ବାପା,ପୁଅ ମୃତ,ମା ଗୁରୁତର।
୭-ସଂକଳ୍ପପତ୍ରରେ ରାଜ୍ୟ ବିଜେପି ଦେଲା ୨୧ ଗ୍ୟାରେଣ୍ଟି, ‘୧୮ ମାସରେ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ’।
୮-ବି ଟେକ୍ ମେକାନିକାଲ ଇଂଜିନିୟରିଂରେ ଗୁଣାତ୍ମକ ଶିକ୍ଷା ସହିତ ଶତପ୍ରତିଶତ ନିଯୁକ୍ତି ସୁଯୋଗ:9348615210,6370198007।
୯-ତାତିଠାରୁ ବଳିଯାଇଛି ବିଜୁଳି ବିଲ୍ କଷ୍ଟ: ଏସି ଲଗାଇବାକୁ ମାଡୁଛି ଡର।
୧୦-ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ, ମୁଣ୍ଡ ଓ ମୁହଁରେ ଲାଗିଛି ଆଘାତ।
୧୧-ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା; ନୂଆପଡ଼ାରୁ ୧୨ଲକ୍ଷରୁ ଅଧିକ ନଗଦ ଜବତ।
୧୨-ପ୍ରଚାରରେ ବଢୁଛି ଆରୋପ-ପ୍ରତ୍ୟାରୋପ ରାଜନୀତି: ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର, ବିଜେପି ନିଶାନାରେ ପ୍ରଣବ
୧୩-ଭୁବନେଶ୍ୱର:ମହଙ୍ଗା ପଡିଲା ସଚିବାଳୟ ସଂଘର କର୍ମକର୍ତ୍ତାଙ୍କ ଆନ୍ଦୋଳନ,କଟିଲା ୫୪ ଅଧିକାରୀ ଓ କର୍ମଚାରୀଙ୍କ ଲକ୍ଷାଧିକ ଟଙ୍କା।
୧୪-କଟକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର; କହିଲେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍।
୧୫-ଭୁବନେଶ୍ୱର: ନିର୍ଭୁଲ ଏବଂ ତ୍ରୁଟି ଶୂନ୍ୟ ମତଗଣନାକୁ CEOଙ୍କ ଗୁରୁତ୍ୱ।
୧୬-ଭୁବନେଶ୍ୱର: ଓ୍ବୈବସାଇଟ୍ ରେ ଉପଲବ୍ଧ ହେଲା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ତଥ୍ୟ।
୧୭-ଜେଇଇ ମୁଖ୍ୟ ପରୀକ୍ଷା ୨୦୨୪ରେ ୩୯ ଜଣ ପରୀକ୍ଷାର୍ଥୀଙ୍କ ଉପରେ ୩ ବର୍ଷ ପାଇଁ ପ୍ରତିବନ୍ଧକ,ଦେଇପାରିବେନି ପରୀକ୍ଷା
୧୮-ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ରବିବାର ୩୫ ଜଣ ମାଓବାଦୀ କଲେ ଆତ୍ମସମର୍ପଣ।
୧୯-ନୁଆ ଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ,ମେ ୭ ହେବ ଭୋଟ ଗ୍ରହଣ।
୨୦-ଆମ ଦେଶରେ ନିର୍ବାଚନ ଦେଖିବେ ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧି।
୨୧-IPL:ଲକ୍ଷ୍ନୌର ତାରି ଘରେ ମାତ୍ ଦେଲା କୋଲକାତା, ପ୍ଲେ ଅଫ୍ରେ ଶ୍ରେୟସଙ୍କ ଟିମ୍ !
୨୨-ଜମ୍ମୁ-କଶ୍ମୀରର ସୀମାନ୍ତ ଜିଲ୍ଲା ପୁଞ୍ଚ ଜିଲ୍ଲା:ବାୟୁସେନା ଗାଡି ଉପରେ ଆକ୍ରମଣ ଘଟଣା, ୬ ଅଟକ।
୨୩-ମହିଳା T20 ବିଶ୍ବକପ୍ ଅକ୍ଟୋବର ୩ରୁ,୬ରେ ଭାରତ -ପାକିସ୍ତାନ ମୁକାବିଲା।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏