୧-ଜୁନ୍ ୧୭ରେ ଖୋଲିବ ସ୍କୁଲ: ସପ୍ତାହେ ପୂର୍ବରୁ ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ସବୁକୁ ପରିଷ୍କାର କରାଯିବ।
୨-ଜେଇଇ ଆଡ୍ଭାନ୍ସଡ ଫଳ ରବିବାର ପ୍ରକାଶିତ:ବେଦ ଲାହୋଟି ଜେଇଇ ଆଡ୍ଭାନ୍ସଡ ଟପ୍ପର।
୩-ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଲା,ଜୁନ ୧୦ ତାରିଖ ବଦଳରେ ୧୨ ତାରିଖରେ ହୋଇପାରେ ଶପଥ ଗ୍ରହଣ ସମାରୋହ।
୪-ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ଏଥର ବିଧାନସଭାରେ ୮୨ ନୂଆ MLA।
୫-ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ଡ଼ ଅଚ୍ୟୁତ ସାମନ୍ତ।ଦୀର୍ଘ ୩୨ବର୍ଷ ଧରି ଜାରି ରଖିଥିବା ସମାଜସେବା ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଜାରି ରଖିବେ।
୬-ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହରରେ ପତ୍ରପେଣ୍ଡି ନୀତି ସମ୍ପନ୍ନ।
୭-ସକ୍ରୀୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି କାର୍ତ୍ତିକ ପାଣ୍ଡିଆନ୍, ଭିଡିଓ ବାର୍ତ୍ତା ଜରିଆରେ କଲେ ଘୋଷଣା।
୮-ଆଜି ହୋଇପାରେ ବିଜେପି ବିଧାୟକ ଦଳ ବୈଠକ, ରାଜନାଥ ଓ ଭୂପେନ୍ଦ୍ରଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଦାୟିତ୍ବ।
୯-ଧର୍ମେନ୍ଦ୍ରଙ୍କ ଶପଥଗ୍ରହଣ ପରେ ବଦଳୁଛି ରାଜ୍ୟ ସମୀରଣ: ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁରେଶ ଓ ମନମୋହନଙ୍କୁ ନେଇ ଚର୍ଚ୍ଚା।
୧୦-ପାରିବାରିକ ରାଜନୀତିରେ ପଡ଼ଲା ପୂର୍ଣ୍ଣଛେଦ; ପାଗ ବଦଳିଲା, ଯୋଗ ବିଗିଡ଼ିଲା,୮ ଜଣ ନେତାଙ୍କ ଆଗାମୀ ରାଜନୀତିରେ ଆସିଲା ପ୍ରଶ୍ନବାଚୀ।
୧୧-ଭୁବନେଶ୍ୱର: ଟ୍ରେଡିଂ ଆପରେ ଫସିଲେ ବିଲ୍ଡର,୩୫ ଲକ୍ଷ ପୋଛିନେଲା ସାଇବର ଠକ।
୧୨-ପୁରୀ:ଶୃଙ୍ଖଳିତ ସ୍ନାନଯାତ୍ରା, ରଥଯାତ୍ରା ନୀତିକାନ୍ତି ପାଇଁ ଆଲୋଚନା ଅନୁଷ୍ଠିତ
୧୩-ବାଲେଶ୍ବର: କଲରାପତରିଆ ବାଘ ଆତଙ୍କ,୧୧ ଘଣ୍ଟାର ଉଦ୍ୟମ ପରେ କାବୁ କଲା ବନ ବିଭାଗ।
୧୪-ଓଡ଼ିଶାରୁ ୩ କ୍ୟାବିନେଟ ମନ୍ତ୍ରୀ: ଶପଥ ନେଲେ ଧର୍ମେନ୍ଦ୍ର, ଅଶ୍ବିନୀ ଓ ଜୁଏଲ।
୧୫-BA ପାଶ୍ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,SBIରେ ଚାକିରି, ଅନଲାଇନ୍ ଆବେଦନ କରନ୍ତୁ: sbi.co.in ।
୧୬-୧୨ ତାରିଖ ବୁଧବାର ସନ୍ଧ୍ୟାରେ ମୋଦୀଙ୍କ ରୋଡ୍ ଶୋ:ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ମୋଦୀ।
୧୭-ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ପଦ ଓ ଗୋପନୀୟତାର ଶପଥ ନେଲେ ନରେନ୍ଦ୍ର ମୋଦୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି।
୧୮-ଦ୍ୱିତୀୟବାର ହେବନି NEET ପରୀକ୍ଷା, ପେପର ଲିକ୍ ଅଭିଯୋଗକୁ ବି ଖଣ୍ଡନ କଲେ NTA।
୧୯-ନ୍ୟୁୟର୍କ:T20 ବିଶ୍ବକପ୍ -ମାଟି କାମୁଡିଲା ପାକିସ୍ତାନ,୬ ରନରେ ଜିତିଲା ଭାରତ।
୨୦-ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଗୁଳି ମାଡ,୧୦ ମୃତ,୩୩ ଆହତ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏