୧-ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୫ ଦିନ ଯାଏ ତାତିରୁ ନାହିଁ ନିସ୍ତାର।
୨-ବରଷକେ ଥରେ ଆସିଛି ରଜ:ସବୁଠି ସଜବାଜ, ପିଠାପଣାର ଆସର।
୩-ପ୍ରତିଶୃତି ପାଳନ ନୂଆ ସରକାରଙ୍କ ପାଇଁ ଆହ୍ୱାନ: ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୈ।ଳିକ ସୁବିଧା ଉପରେ ରାଜ୍ୟବାସୀଙ୍କ ନଜର।
୪-ଜୁନ୍ ୨୦ରେ ବିଧାନସଭା ବାଚସ୍ପତି ନିର୍ବାଚନ । ଜୁନ୍ ୧୮ ଓ ୧୯ ତାରିଖରେ ଶପଥ ନେବେ ନୂଆ ବିଧାୟକ । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି।
୫-ଟାଇମ୍ସ ହାୟର ଏଡୁକେଶନ ଇମ୍ଫାକ୍ଟ ରାଙ୍କିଙ୍ଗ:ଭାରତରେ ଏକ ନମ୍ବର ଏବଂ ବିଶ୍ବରେ ଷଷ୍ଠ ସ୍ଥାନରେ ରହିଛି କିଟ୍ ବିଶ୍ବବିଦ୍ୟାଳୟ।
୬-ଓଡ଼ିଶାରେ ସିବିଆଇର ବଡ଼ ଧରଣର ଚଢ଼ାଉ । ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଅନିୟମିତତା ନେଇ ରାଜ୍ୟର ୬୭ ସ୍ଥାନରେ ଖୋଳତାଡ ।
୭-କରଞ୍ଜିଆ: ବଜ୍ରପାତରେ ଜଣେ ମୃତ,ମା କିଚକେଶ୍ବରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା।
୮-ପୁରୀ:ଖୋଲିଲା ଚାରି ଦ୍ୱାର, ଶ୍ରୀଜୀଉଙ୍କୁ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଲେ ସାଧାରଣ ଶ୍ରଦ୍ଧାଳୁ।
୯-ଭୁବନେଶ୍ବର : ରାଜ୍ୟରୁ ଫାଇଭ୍-ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।
୧୦-‘ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ’: ମୁଖ୍ୟମନ୍ତ୍ରୀ।
୧୧-ବିଜୟ ନେଇ ସଠିକ୍ ଆକଳନ କରିଥିବାରୁ କଳିଙ୍ଗ ଟିଭିକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୧୨-ପରାଜୟ ପରେ ନବୀନ ନିବାସରେ ଚାଲିଛି ପୋଷ୍ଟମର୍ଟମ । ଖୋଜା ପଡ଼ିଲେ ପୁରୁଖା ନେତା । ବରିଷ୍ଠ ନେତାଙ୍କୁ ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା।
୧୩-ଜୟନାରାୟଣଙ୍କ ଆଶୀର୍ବାଦ ନେଲେ ମନ୍ତ୍ରୀ ରବି ନାୟକ । ମିଠା ଖୁଆଇ ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ବିଧାୟକ ।
୧୪-ରାଜ୍ୟ ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ, ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ କରାଯାଇଛି।
୧୫-ନିଟ୍ ଉପରେ ବଡ଼ ନିଷ୍ପତ୍ତି,ଗ୍ରେସ୍ ମାର୍କ ରଦ୍ଦ, ଆଉଥରେ ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ।
୧୬-ଗୋଟିଏ ଫୋନରେ ୨ଟି ସିମ୍ ଥିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା ! ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି TRAI
୧୭-ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା, ୪ଟି କାର୍କୁ ପିଟିଲା ଟ୍ରକ୍, ଜାତୀୟ ରାଜପଥରେ ଉତ୍ତେଜନା।
୧୮-ମୁମ୍ବାଇ:ଆଇସକ୍ରିମ୍ରୁ ବାହାରିଲା କଟା ଆଙ୍ଗୁଠି, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ।
୧୯-ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଓ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କ କାର୍ଯ୍ୟକାଳ ବଢ଼ିଲା।
୨୦-ଦିଲ୍ଲୀ ଜଳ ସଙ୍କଟ ଆବେଦନରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ ,ସବୁପକ୍ଷଙ୍କ ସହ ଆଲୋଚନା କରି ସମାଧାନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।
୨୧-ନୂଆ ଦିଲ୍ଲୀ:ଜୁନ ୨୬ରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ।
୨୨-ନୂଆଦିଲ୍ଲୀ : ନାଗପୁର ସହରରେ ବାରୁଦ ତିଆରି କାରଖାନାରେ ବିସ୍ଫୋରଣ,୫ ମୃତ।
୨୩-ପୁଣି ହଲଚଲ ମହାରାଷ୍ଟ ରାଜନୀତି ,ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ବଡ ଦାବି ପଟପରିବର୍ତନ ନେଇ ଏନସିପି ମୁଖ୍ୟଙ୍କ ସଙ୍କେତ।
୨୪-ଚାହିଦାରେ ବୃଦ୍ଧି ଯୋଗୁ ଭାରତର ପାମ ତେଲ ଆମଦାନୀ ୭୪ ପ୍ରତିଶତ ବୃଦ୍ଧି।
୨୫-କିଙ୍ଗଷ୍ଟନ:ସାକିବଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ କମାଲ, ନେଦରଲ୍ୟାଣ୍ଡକୁ ହରାଇଲା ବାଂଲାଦେଶ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏