ଭାରତ ଟି-୨୦ ଚାମ୍ପିୟନ୍‌

ବିଶ୍ୱକପର ଅତି ନିକଟରୁ ଆସି ପରାଜିତ ହୋଇଥିବା ଭାରତ ଇତିହାସ ବଦଳାଇଛି। ଦୀର୍ଘ ୧୩ ବର୍ଷ ଧରି ଜାରି ରହିଥିବା ଆଇସିସି ଟ୍ରଫିର ମରୁଡ଼ିକୁ ଶେଷ କରିଛନ୍ତି ରୋହିତ ଶର୍ମା।

ଭାରତ ବନିଛି ଟି-୨୦ ବିଶ୍ୱକପ ଚାମ୍ପିୟନ। ଶେଷ ଓଭରରେ ଦକ୍ଷିଣ  ଆଫ୍ରିକାକୁ ହରାଇ ୭ ରନରେ ହରାଇ ଭାରତ ବିଶ୍ୱ ବିଜେତା ବନିଛି। ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି। ବାର୍ବାଡସରେ ଇତିହାସ ରଚିଛି ଟିମ ଇଣ୍ଡିଆ। 

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ବିଶ୍ୱକପ ପରେ ଶେଷ ହୋଇଛି। ତାଙ୍କୁ ବିଜୟ ସହ ଭାରତୀୟ ଟିମ ବିଦାୟ ଜଣାଇଛି। 

Leave A Reply

Your email address will not be published.