ଖବର ଆଜିର…ତାରିଖ:୦୧/୦୭/୨୪, ସୋମବାର

୧-ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ୧୨୫ କୋଟି ପୁରସ୍କାର।

୨-ଆଜି ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଅଭିଯୋଗ ପଞ୍ଜିକରଣ ପାଇଁ ୧୦ କାଉଣ୍ଟର। ଦିନ ୧୧ଟାରୁ ଶୁଣାଣି।

୩-ଢେଙ୍କାନାଳ:ସପ୍ତଶଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ।

୪-ଦାୟିତ୍ବ ନେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁରୀ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ।

୫-ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ: ୪ ତାରିଖରୁ ପୁଣି ବଢ଼ିବ ବର୍ଷାର ପରିମାଣ।

୬-ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ୱ: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମିଳିଲା ନିଯୁକ୍ତି।

୭-ଖୁବଶୀଘ୍ର ସରିବ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟା,ଗଠନ ହେଲା ରାଜ୍ୟସ୍ତରୀୟ ବଦଳି କମିଟି।

୮-ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର: ଗଡବଡ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ପିସି ଖୋର ନେତା, ବାବୁ ହେବେ ସାବାଡ।

୯-ଭୁବନେଶ୍ୱର:ଅନିଶ୍ଚିତତାରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ, ଓ୍ବୈବସାଇଟ୍ ଆଉ ଖୋଲୁନି ‌।

୧୦-ଏହା ଓଡ଼ିଆଙ୍କ ସରକାର, ଦଳେ ବିଧାୟକ କି ସାଂସଦଙ୍କ ସରକାର ନୁହେଁ । ଏ ଗୁରୁଦାୟିତ୍ୱକୁ ବୁଝିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

୧୧-ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା କ୍ରିକେଟ୍‌ ଲିଗ୍-୨୦୨୪

୧୨-ଓଡ଼ିଶା ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ଲାଇନ୍ କାମକୁ ଗୁରୁତ୍ବ।

୧୩-ଆଜିଠୁ ହଟିବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ; ହଟିବ, ଲାଗୁ ହେବ ୩ ନୂଆ ଆଇନ-ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ।

୧୪-ସେପ୍ଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନାର ହେବ ଶୁଭାରମ୍ଭ।
ମୋଦୀ ଓଡ଼ିଶା ଆସି ଲଞ୍ଚ୍ କରିବେ ଯୋଜନା, ମହିଳାଙ୍କୁ ୫୦ ହଜାର ଟଙ୍କାର ଦିଆଯିବ ଭାଉଚର।

୧୫-ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା।

୧୬-ଆତ୍ମନିର୍ଭର କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଲା ଭାରତ, ସ୍ଵଦେଶୀ ଗୋଳାବାରୁଦର ସଫଳ ପରୀକ୍ଷଣ କଲା ନୌସେନା।

୧୭-ସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ।

୧୮-ଗୁଜରାଟରେ ପ୍ରବଳ ବର୍ଷା ପରେ ସବୁ ଆଡ଼େ ପାଣି । ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ।

୧୯-UP ଦେବରିଆରେ ମନ୍ଦିର ଉପରେ ବଜ୍ରପାତ, ପୂଜାରୀ ସମେତ ୨ ମୃତ, ୭ ଆହତ।

୨୦-ବ୍ରିଟେନ ନିର୍ବାଚନ ପ୍ରଚାର ମଧ୍ୟରେ ସ୍ୱାମୀ ନାରାୟଣ ମନ୍ଦିର ଦର୍ଶନ କଲେ ଋଷି ସୁନକ ଓ ତାଙ୍କ ପତ୍ନୀ।

୨୧-୨ ହଜାର ଗ୍ରହାଣୁ ପିଣ୍ଡ ଠାବ, ପୃଥିବୀ ସହ ଧକ୍କା ହେବାର ସମ୍ଭାବନା।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.