୧-ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ: ବିଜ୍ଞାନରେ ୫୫.୨୯,କଳାରେ ୮୮.୫୭ ଓ ବାଣିଜ୍ୟରେ ୭୭.୬୯% ପାସ୍।
୨-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ +୨ ପ୍ରଥମ କଟ୍ଅଫ୍ ମାର୍କ।
୩-ରତ୍ନବେଦୀକୁ ଫେରିଲେ ନୀଳାଦ୍ରିନାଥ, ଭାବାବେଗରେ ଭିଜିଲା ସିଂହଦ୍ଵାର।
୪-ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ ୨୨ ତାରିଖ ସୋମବାର ଠାରୁ ଆରମ୍ଭ, ସେଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।
୫-ପିତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ।
୬-ମୋହନା:ଲଖାରି ଅଭୟାରଣ୍ୟରୁ ୪ ଶିକାରୀ ଗିରଫ,ଦେଶୀ ବନ୍ଧୁକ,ବାରୁଦ ଏବଂ ବାଟୁଳା ଜବତ।
୭-ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା,ଲାଞ୍ଚ ନେଉଥିଲେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ।
୮-ରୋଚକ ମୋଡ଼ରେ ମାଲକାନଗିରି ITDA ମାମଲା, ଅଭିଯୋଗ କରି ଫସିଲେ କନିଷ୍ଠ ଯନ୍ତ୍ରୀ।
୯-ଘରୋଇ ହିଂସା ଓ ନିର୍ଯାତନା ମାମଲା : କୋର୍ଟରେ ହାଜର ହେଲେ ଅନୁଭବ କିନ୍ତୁ ଆସିଲେନି ବର୍ଷା
୧୦-ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ, ଥ୍ରୀ ଏସ୍ ଫର୍ମୁଲା ଉପରେ ଜୋର୍।
୧୧-ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ, ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୩ ତାରିଖ ଯାଏଁ ବର୍ଷା ସମ୍ଭାବନା।
୧୨-ଭିମସାରରେ ଯୁବତୀଙ୍କ ଅସ୍ତ୍ରୋପଚାର, ମୁଣ୍ଡ ଭିତରୁ ବାହାର କରାଗଲା ୭୦ଟି ଇଞ୍ଜେକେସନ ଛୁଞ୍ଚି।
୧୩-ଫୁଲବାଣୀ:ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ।
୧୪-ନୂଆଦିଲ୍ଲୀ:ସଂସଦର ମୈ।ସୁମୀ ଅଧିବେଶନରେ ଆସିବ ୬ ନୂଆ ବିଧେୟକ।
୧୫-ଜେଲ ଯିବେ, ଚାକିରୀ ବି ଯିବ – ଅଡୁଆରେ ବିବାଦୀୟ ଆଇଏଏସ ପୂଜା ଖେଡକର।
୧୬-ଭାରତୀୟ ନୌସେନାରେ ପୂରଣ ହେବ ୭୦୦ରୁ ଅଧିକ ପଦବୀ; ଦଶମ ପିଲା ବି କରିବେ ଆବେଦନ।
୧୭-ଟି-୨୦ ମହିଳା ଏସିଆ କପ ୨୦୨୪: ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲା ଭାରତ।
୧୮-ମାଇକ୍ରୋସଫ୍ଟ ସର୍ଭର ଅଚଳ ପରେ ସାରା ବିଶ୍ୱରେ ହଇଚଇ । ବିଭିନ୍ନ ଦେଶରେ ବିମାନ, ବ୍ୟାଙ୍କ, ମେଡିକାଲ, ଜରୁରୀ ଅନଲାଇନ ସେବା ପ୍ରଭାବିତ।
୧୯-ଚିଲିରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତିବ୍ରତା ୭.୪, ଆର୍ଜେଣ୍ଟିନା ସମେତ ଏକାଧିକ ଦେଶ ଥରିଲା।
୨୦-ଆମେରିକା:୩୭୩ କୋଟିରେ ନିଲାମ ହେଲା ଡାଇନୋସର କଙ୍କାଳ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏