୧-ନାୟକ ଫିଲ୍ମ ଷ୍ଟାଇଲରେ ଚାଲିଛି ମୋହନ ସରକାରଙ୍କ ଜନଶୁଣାଣି । ଅଭିଯୋଗ ଶୁଣି ସ୍ପଟରେ ଫଇସଲା କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ।
୨-ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା: ଇସ୍ରାଏଲକୁ ଚାରିପଟୁ ଘେରିଲେଣି ହୁତି, ହିଜବୁଲ୍ଲା, ହମାସ।
୩-ଭୁବନେଶ୍ଵର: ଉତ୍ତରପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆଣିବାକୁ ରାଜ୍ୟ ସରକାରଙ୍କ ଘୋଷଣା।
୪-ରାଜ୍ୟରେ ୫ ଦିନ ଯାଏଁ ଲାଗିରହିବ ବର୍ଷା, ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟଲୋ ଓ୍ବାର୍ଣିଂ ଜାରି।
୫-ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନେତାଙ୍କୁ ନେଇ ୧୫ ଜଣିଆ ନୂଆ କମିଟି ଗଠନ କଲେ ଦଳର ସଭାପତି ନବୀନ ପଟ୍ଟନାୟକ ।
୬-ଭୁବନେଶ୍ୱର:କୁବେର ଯନ୍ତ୍ରୀ ପ୍ରଦୀପ ରଥଙ୍କ ଅମାପ ସମ୍ପତ୍ତି; ମାଳ ମାଳ ପ୍ଲଟ୍, ପୁଳା ପୁଳା ସୁନା..
୭-ଭୁବନେଶ୍ୱର:ଏମବିବିଏସ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ ‘ଅଙ୍ଗଦାନ ଓ ପ୍ରତିରୋପଣ’, ଘୋଷଣା କଲେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କୁଳପତି।
୮-ଭୁବନେଶ୍ୱର: OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୨୬ ଅଧିକାରୀ।
୯-ଆଜି ପ୍ରକାଶ ପାଇବ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି)ର ମେଧା ତାଲିକା।
୧୦-ଶ୍ରାବଣ ତୃତୀୟ ସୋମବାର: ଶ୍ରୀଲିଙ୍ଗରାଜଙ୍କୁ ଜଳ ଲାଗି କଲେ ୨୦ ହଜାର କାଉଡ଼ିଆ।
୧୧-ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ, ଭାଗ ନେବେ ୪୦ଟି କଣ୍ଟିଜେଣ୍ଟ ପରେଡରେ।
୧୨-ଓଡ଼ିଶାରେ ହେବ ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪,ମିଶନ ଡ୍ରିମ୍ସ ନାମକ ଏକ ସଂସ୍ଥା ଏହି ପ୍ରତିଯୋଗିତା ଆୟୋଜନ କରୁଛି ।
୧୩-ଫୁଲବାଣୀ: ୪ କୁଇଣ୍ଟାଲ ଗଞ୍ଜେଇ ଜବତ,୭ ଗିରଫ।
୧୪-ଭୁବନେଶ୍ୱର:ଏବେ ପୁଲିସ୍ ଜିମାରେ ରସିକିଆ ପ୍ରେମିକ, ଖୋଲିବ ମିଛ ପ୍ରେମର ପେଡ଼ି।
୧୫-କାମାକ୍ଷାନଗର: ଓଲଟିଲା ବୋଲବମ୍ ପିକଅପ୍ ଗାଡ଼ି ୧୫ ଆହତ,୨ ଗୁରୁତର।
୧୬-ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ।
୧୭-ଜଳେଶ୍ଵର: ପାରିବାରିକ କଳହ ନେଲା ଜୀବନ,ବାଲିଟିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ।
୧୮-ମମତା ବାନାର୍ଜୀ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ୭୭ ମୁସଲମାନ ଜାତି OBC ହେଲେ କିପରି ?
୧୯-ନିଟ୍ ଆଶାୟୀଙ୍କ ପାଇଁ ୨ଶହ କୋଟିର ବୃତ୍ତି । ଶୁଭାରମ୍ଭ କଲା ଫିଜିକ୍ସ ୱାଲା।
୨୦-ବିହାର, ସୁଲତାରପୁର: ଜଳାଭିଷେକ ନୋହିଲା; ଡିଜେରେ ଲାଗିଲା ୧୧ କେଭି ତାର, ଚାଲିଗଲା ୯ କାଉଡ଼ିଆଙ୍କ ଜୀବନ
୨୧-ଜେଲ୍ରେ ହିଁ ରହିବେ କେଜ୍ରିଓ୍ବାଲ, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ।
୨୨-ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାରୁ ରାଜନୈତିକ ଅସ୍ଥିରତା:ଦେଶ ଛାଡ଼ିଲେ ହସିନା। ସରକାର ଗଠନ ପାଇଁ ସେନାର ପ୍ରସ୍ତୁତି।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏