୧-ଭିତରକନିକା-ଧାମରା ମଧ୍ୟରେ ମାଡ଼ ହେଲା ବାତ୍ୟା, ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ‘ଦାନା’।
୨-ଆଶ୍ରୟ ନେଲେଣି ୬ଲକ୍ଷରୁ ଅଧିକ, ଜିରୋ କାଜୁଆଲଟି ମୋଡରେ NDRF, ଓଡ୍ରାଫ୍।
୩-ତାଳଚୁଆ ଜେଟିରେ କୂଳ ଲଙ୍ଘିଲା ସମୁଦ୍ର, ପବନର ବେଗ ୭୦ରୁ ୮୦ କିଲୋମିଟର।
୪-ବାତ୍ୟା ପାଇଁ ମେଡିକାଲ କାଉନସେଲିଂରେ ପରିବର୍ତ୍ତନ:୩୦ ଯାଏଁ ନାମଲେଖା ରିପୋର୍ଟିଂ ସୁଯୋଗ।
୫-ଅକ୍ଟୋବର ୨୮ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି, ସାଧାରଣ ପ୍ରଶାସନ ପକ୍ଷରୁ ସୂଚନା।
୬-ଭୁବନେଶ୍ୱର:ବାତ୍ୟା ‘ଦାନା’ ପ୍ରଭାବ ସମୟରେ ଜନ୍ମ ନେଲେ ୧୬୦୦ ଶିଶୁ।
୭-ରାଜନଗର:ବାତ୍ୟା ପାଇଁ ହେନ୍ତାଳବନ ପ୍ରାକୃତିକ କବଚ, ‘ଦାନା’କୁ କରିପାରେ ଦୁର୍ବଳ।
୮-ୟୁଟ୍ୟୁବରୁ ଶିଖି ଫ୍ୟାସନ ସୋ’ ରେ ଚମକିଲେ ବାଲିଗୁଡା ଝିଅ ଆଞ୍ଜେଲ, ସାଉଣ୍ଟୁଛନ୍ତି ପ୍ରଶଂସା।
୯-ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ:ରାଜଧାନୀରେ ବିଭତ୍ସ ହତ୍ୟା,ନିଶା ପାଇଁ ଶଳାକୁ ହାଣିଲା ଭିଣେଇ, ୩ ଆହତ।
୧୦-ଦୁଇଦିନ ଶ୍ରୀ ମନ୍ଦିରରେ ହବିଷ୍ୟାଳିଙ୍କ ଦର୍ଶନ ବନ୍ଦ, ବାତ୍ୟା ପାଇଁ ଜିଲ୍ଲାପ୍ରଶାସନର ନିଷ୍ପତ୍ତି।
୧୧-ଆସନ୍ତା ୨୮ରୁ ନଭେମ୍ବର ୩ ଯାଏଁ ପାଳନ ହେବ ଦୁର୍ନୀତି ନିବାରଣ ସପ୍ତାହ: ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନେବେ ସାଧୁତାର ଶପଥ।
୧୨-କନ୍ଧମାଳକୁ ୟେଲୋ ଆଲର୍ଟ, ଆଜି ସବୁ ବିଦ୍ୟାଳୟ ବନ୍ଦ।
୧୩-ବାତ୍ୟା ପାଇଁ ବାଲେଶ୍ୱରରୁ ଗଡ଼ିବନି ଘରୋଇ ବସ୍।
୧୪-ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ବ୍ୟାଡମିଣ୍ଟନ- ୱିମେନ ଚାମ୍ପିଅନସିପରେ କିଟ୍ ବିଶ୍ବବିଦ୍ୟାଳୟ।
୧୫-ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରେ ବୋମା ଆତଙ୍କ, ବୋମା ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ ପରେ ଜଣା ପଡିଲା ମିଛ।
୧୬-ବାତ୍ୟା ଦାନାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ।
୧୭-ଆଜି ବି ବାତିଲ ୫୪ ଟ୍ରେନ୍, ବାତ୍ୟା ପ୍ରଭାବିତ ଅଂଚଳରେ ରେଳ ଚଳାଚଳ ମନା।
୧୮-ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା।
୧୯-ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୧ ମୃତ, ୫ ଯବାନ ଆହତ।
୨୦-ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୪୫ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଶରଦ ପାୱାରଙ୍କ ଏନସିପି।
୨୧-ସଲମାନଙ୍କୁ ୫ କୋଟି ମାଗିଥିବା ଅଭିଯୁକ୍ତ ଗିରଫ, ଜାମସେଦପୁରରେ ବିକ୍ରି କରେ ପନିପରିବା।
୨୨-ୱାୟନାଡ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧୀ, କହିଲେ-ରାଜନୀତିରେ ୩୫ ବର୍ଷର ଅନୁଭବ ଅଛି।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏