Browsing Category
ଶିକ୍ଷା
ନିଟ୍’ରେ ସଫଳତା ହାସଲ କଲେ ମୟଙ୍କ
ବୁଗୁଡ଼ା : ତା ୧୬/୦୬/୨୩ : ଚଳିତ ବର୍ଷ ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ନିମନ୍ତେ ଅନୁଷ୍ଠିତ ପ୍ରବେଶିକା (ନିଟ୍) ପରୀକ୍ଷା ଫଳ!-->!-->!-->…
ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ସୂଚୀ
ମେ’ ୮ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଓଜେଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦୈନିକ!-->!-->!-->…
କାଲି ମେଡିକାଲ୍ ପ୍ରବେଶିକା ‘ନିଟ୍’ : ଓଡ଼ିଶାର ୧୨୫ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା
ବିଭିନ୍ନ ମେଡିକାଲ୍ କଲେଜରେ ନାମଲେଖା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଟ୍ ୟୁଜି ପ୍ରବେଶିକା!-->!-->!-->…
କଟକ ଜିଲ୍ଲା ବିଦ୍ୟାଳୟ ବଲ ବ୍ୟାଡମିଟନ ଖେଳାଳିଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଦେଲେ ସମ୍ବର୍ଦ୍ଧନା
ଚଳିତ ମାସ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରସ୍ଥିତ ସାରଙ୍ଗଧର ଷ୍ଟାଡିୟମରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ!-->…
ବାଲିଆପାଳ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଆପାଳ ୨୭/୧ (ନ.ନ୍ଯୁ.ସ.) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ସରସ୍ୱତୀ ଶିଶୁ ମନ୍ଦିରରେ ଶୁକ୍ରବାର ୧୮ତମ!-->!-->!-->…
ବିଜୁଳି ଆଲୁଅରେ ଆଲୋକିତ କିନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ ଜାମଯୋଡ଼ା ଗ୍ରାମ
ରାୟଗଡ଼ -17/01-(ଧନେଶ୍ୱର ରାଉତ )-କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ବିକାଶର ଡିମଡିମ ପିଟୁଥିବା ବେଳେ ବାସ୍ତବିକ ଚିତ୍ର!-->!-->!-->…
ସୋଆ ଷ୍ଟଲ ଦେଖିବାକୁ ବିଦେଶୀ ପ୍ରତିନିଧିଙ୍କ ଭିଡ
ଭୁବନେଶ୍ୱର : ୧୭ତମ ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ରେ!-->…
ଛାତ୍ରଛାତ୍ରୀ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କରିବା ଆବଶ୍ୟକ
ଭୁବନେଶ୍ୱର : ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସଂକ୍ରାନ୍ତୀୟ ପୁସ୍ତକ ଅଧ୍ୟୟନ କରିବା ସହିତ ସେମାନଙ୍କ ଚର୍ତୁଦିଗରେ ଘଟୁଥିବା ବିଭିନ୍ନ!-->…
ବିଭ।ଗର ସମସ୍ତ କ।ର୍ଯ୍ୟ ଓଡିଆ ଭ।ଷ।ରେ କରିବ। ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଆମେ ସମସ୍ତେ ଆମର ଓଡିଆ ଭ।ଷ। ,ସ।ହିତ୍ୟ ଓ ସଂସ୍କୃତିକୁ ଭଲ ପ।ଇବ। ଆବଶ୍ୟକ । ଓଡିଶ।ର ଉନ୍ନତି ପ।ଇଁ ନିଷ୍ଠ।ର ସହିତ!-->…
ଉଚ୍ଚ ଶିକ୍ଷା ଲାଭକଲେ ଶିକ୍ଷାବିତ୍ ପ୍ରବୀଣା ପ୍ରିୟଦର୍ଶିନୀ ବେହେରା
କଟକ- ଧର୍ମପ୍ରାଣା ମହିଳା ଶ୍ରୀମତୀ ପ୍ରବୀଣା ପ୍ରିୟଦର୍ଶିନୀ ବେହେରା, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏଜୁକେଶନ ବିଭାଗୀୟ!-->…