Browsing Category
ସ୍ୱାସ୍ଥ୍ୟ
କୁଡିଆମୁଁଣ୍ଡା ଗାଁରେ ବ୍ୟାପୁଛି କିଡିନି ରୋଗ
ଗାଁନିକଟରେ ବହିଯାଇଥିବା ନଦୀର ପାନୀୟ ଜଳଯୋଗାଣ ଦାବୀ
କଣ୍ଟାବାଞ୍ଜି -(ଉ.ସ.ପ୍ର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ!-->!-->!-->!-->!-->…
ଲାଇଫ୍ କ୍ଲବ୍ ଧାରପୁର ଆନୁକୁଲ୍ୟରେ ରକ୍ତଦାନ ଶିବିରରେ ୫୨ ୟୁନିଟ୍ ସଂଗ୍ରହ
ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ବରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ!-->!-->!-->…
ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ
ଖପ୍ରାଖୋଲ -: ସ୍ଥାନୀୟ ସରକାରୀ ନୋଡାଲ ହାଇସ୍କୁଲ ଖପ୍ରାଖୋଲ ପରିଷଦରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଥିଲା l ଏହି!-->!-->!-->…
ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ରତାପପୁର ରେ ମେଗା ସ୍ବାସ୍ଥ୍ୟ ମେଳା…
ବାଲିଆପାଳ :ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକର ପ୍ରତାପପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ବୁଧବାର ସୁବର୍ଣ୍ଣରେଖା ବନ୍ଦର!-->!-->!-->…
ବାହାଡ଼ାପଦର ଠାରେ “ବିପଦର ବନ୍ଧୁ” ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଭଞ୍ଜନଗର : ସ୍ବେଚ୍ଛାସେବୀ ଅନୁଷ୍ଠାନ "ବିପଦର ବନ୍ଧୁ" ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା!-->…
ଅସହାୟଙ୍କ ପାଖରେ ବନ୍ଧା ପଡିଛି ଆଶା ଓ ଭରସା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଶିଳ୍ପ ଓ ଖଣି ସମୃଦ୍ଧ ରେ ପରିପୂର୍ଣ୍ଣ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ।ଏହି ଅଞ୍ଚଳରୁ ରାଜ୍ୟ ତଥା ଦେଶ ପାଇଁ କୋଟି କୋଟି ଟଙ୍କା!-->…
ଘରେ ଘରେ ଦେଶି ମଦ ବିକ୍ରି କୁ ବିରୋଧ କଲେ ଏସ ଏସ ଜି ଗ୍ରୁପର ମା
ଲହୁଣୀପଡ଼।-ବଣାଇ,କୋଇଡା ଥାନ ଅନ୍ତର୍ଗତ କୋଇଡା ପଞ୍ଚାୟତ ର ଗୋପପୁର ସାହି ରେ ଥିବି ସୟଂ ସହାୟକ ଗୋଷ୍ଠୀ ର ମା ମାନେ ଦୁଇ ଦିନ ଧରି ଘରେ!-->…
ବ୍ରହ୍ମପୁର ଏମକେସିଜିର ବିଭିନ୍ନ ସମସ୍ୟାକୁ ନେଇ ସାମ୍ବାଦିକଙ୍କ ଧାରଣା
ବ୍ରହ୍ମପୁର:୧୬/୦୫ବ୍ରହ୍ମପୁର ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ!-->…
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ପାରିବା ପଣିଆ ପଦା ରେ ପଡିଛି……ଏଠି କାଗଜ କଲମରେ…
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନା ଗାଁ ର ଶୁଭଙ୍କର ପାଣ୍ଡିଆଙ୍କ ଦେହାନ୍ତ ହେବାର ଘଟଣା ଦୁଇ ମାସ!-->…
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ବାଲେଶ୍ବର,-- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତର ଶ୍ରୀରାମପୁର ଅଙ୍ଗନବାଡି କେନ୍ଦ୍ର ପରିସରରେ ଗତ ତା!-->…