ଖୋର୍ଦ୍ଧା ବେରୁହାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ପ୍ରତିଷ୍ଠା

ଖୋର୍ଦ୍ଧା ବେରୁହା ସ୍ତିତ ଟ୍ରିପଲ ଏ ବିଦ୍ୟାଳୟ ସୀମାକୁ ଲାଗି ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ରାମନବମୀ ଉତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି।ରାମନବମୀ ଦିନ ରବୀନ୍ଦ୍ର ମହାପାତ୍ର ଓ ଆଲୋକ କୁଣ୍ଡଙ୍କ ଦ୍ରରା ଆୟୋଜିତ ଭଜନ ସନ୍ଧ୍ୟାରେ ରାମରସର ପରିସର ସୃଷ୍ଟି କରିଥିଲା ।ଏହି ଉତ୍ସବ ଏପ୍ରିଲ ମାସ ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ସମାପ୍ତ ହୋଇଛି ।୨ ତାରିଖରେ କଳସ ଯାତ୍ରା ଆରମ୍ଭ ହୋଇ ଦୀର୍ଘ ୯ ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ହୋଇଥିଲା ।୮ ତାରିଖ ଦିନ ବିଗ୍ରହ ମାନେ ମନ୍ଦିରରେ ପ୍ରବେଶ କରିଥିଲେ ।ଏହି ଉତ୍ସବ ବେରୁହା ସହିତ ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

Leave A Reply

Your email address will not be published.