“ବହୁ ପ୍ରତିକ୍ଷିତ ମା ତାରା ତାରିଣୀ ମନ୍ଦିର ର ପ୍ରତିଷ୍ଠା ଉସବ ମମ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ମହବ”

ଛତ୍ରପୁର – ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ଙ୍କ ପ୍ରତିଷ୍ଠା ଉସବ ଆସନ୍ତା ଦମ ମାସ ୧୫
ରୁ ୨୦ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବର ସହକାଦର ପାଳନ କରାର୍ଯିବ । ଏଥି ସକାଦେ ଗୁରୁ ବାର ଜିଲ୍ଲାପାଳଙ୍କ ସେଭାବନା ସମ୍ମିଳନୀ
କକ୍ଷଦର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଦେଙ୍କ ଅଧ୍ୟକ୍ଷତାଦର ଏକ ପବୂ ୍ପ୍ରସ୍ତୁତିଦବୈଠକ ଅନୁଷ୍ିତଠ ଦହାଇର୍ଯାଇଛି। ଗଞ୍ଜାମ
ଜିଲ୍ଲାପାଳ ଶ୍ରୀ କୁଲାଦେ ଦବୈଠକଦର ଅବଗତ କରାଇଥିଦଲ ଦର୍ଯ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ପୀଠ ରାଜୟ
ପାଇ ଁ ଏକ ଉୋହରଣ ସୃଷ୍ଟି କରିଛି । ୫୦ ଦକାଟିର କାର୍ଯ୍ୟ ଇତି ମଧ୍ୟଦର ଦେଷ ଦହବାକୁ ର୍ଯାଉଛି । ଓଡିୋର ମାନୟବର ମୁଖୟମନ୍ତ୍ରୀ
ତଥା ରାଜୟ ସରକାରଙ୍କ େୁଭ ଦ୍ରୁଷ୍ଟିରୁ ଏହି ମନ୍ଦିର ତା’ର ସ୍ଵତନ୍ତ୍ର ସ୍ଥାନ ବଜାଇ ରଖି ପାରିଛି । ଏହି ଅବସରଦର PWD ଓ RD ଙ୍କ
ର ଅବୋନ କୁ ଧନୟବାେ ଜଣାଇଥିଦଲ । ମନ୍ଦିର ଟିର ପ୍ରତିଷ୍ଠା ଉସବ େୀର୍୍ ୬ େିନ ବୟାପୀ ବିଭିନ୍ନ ନୀତିକମ୍ ଦ୍ଵାରା ଆଦୟାଜନ
ଦହବ । ଦକଉ ଁ େିନ ଦକଉ ଁ ନୀତି ଦହବ, ଦକଉ ଁମାନଙ୍କ ଦପୌରହିତଦର ଅନୁଷ୍ିଠତ ଦହବ, ର୍ଯାତ୍ରା ସମୟଦର ଦକଉ ଁଭଳି ବୟବସ୍ଥାମାନ
ସବ୍ସାଧାରଣଙ୍କ ସୁବିଧା ଦ୍ରୁଷ୍ଟିରୁ କରର୍ଯାଇଥିଲା, ଦସହି ସମସ୍ତ ବୟବସ୍ଥା କରାର୍ଯିବ । ୫ ଲକ୍ଷ ରୁ ୭ ଲକ୍ଷ ଜନଗହଳି ଦହବାର
ସମ୍ଭାବନା କୁ ଦ୍ରୁଷ୍ଟିଦର ରଖି ବୟବସ୍ଥା କରାର୍ଯିବ ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଦହତୁ, ତଥା ଦକାଭିଡ ର ପ୍ରଦକାପ ସମ୍ଭାବନା ଦହତୁ (ବାହାର ଜିଲ୍ଲା କିମ୍ବା ରାଜୟରୁ ନିମନ୍ତ୍ରଣ
ନ କରି ଦକବଳ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଗଣ ଉକ୍ତ ପ୍ରତିଷ୍ଠା ଉସବଦର ସାମିଲ ଦହବାକୁ ଜିଲ୍ଲାପାଳ ଅନୁଦରାଧ କରିଥିଦଲ) । ପୁରୀ
ମନ୍ଦିରର ମୁକ୍ତି ମଣ୍ଡପର ସ୍ବୀକୃତି ଆବେୟକ ଦହବ । ଗଞ୍ଜାମ ଜିଲ୍ଲାର ୬ ଦଗାଟି ତାଲୁକାର ରାଜ ପଣ୍ଡିତ ବଗ୍ଙ୍କୁ ନିମନ୍ତ୍ରଣ ରହିବ ।
ଏହି ଉସବ ପାଳନ ସକାଦେ ବିଭିନ୍ନ କମିଟି ଗଠନ କରି ୋନ୍ତି େୃଙ୍ଖଳାର ସହିତ ଏବଂ େୁର୍୍ଟଣା ବିହିନ ଦର୍ଯପରି ଦହବ ଦସ େିଗଦର
ପେଦକ୍ଷପ ଗ୍ରହଣ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀ ତଥା କମ୍କର୍ତ୍୍ା ମାନଙ୍କୁ ଜିଲ୍ଲାପାଳ ଜଣାଇଥିଦଲ । ଆଇନ େୃଙ୍ଖଳା ପରିସ୍ଥିତି
ବଜାଇ ରଖିବା ନିମଦନ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାେ ପାତ୍ର ମତ ରଖିଥିଦଲ । ସମସ୍ତ ସ୍ଥାନଦର CCTV ର ବୟବସ୍ଥା
କରାର୍ଯିବ । ମନ୍ଦିର ପରିଦବେକୁ ସଫା ସୁତୁ ରା କରିବା େିଗଦର ଜନସଦେତନତା ଆବେୟକ । ସ୍ଥାୟୀ ଭାଦବ ପାେ ଦଧାଇବା ସ୍ଥାନ,
ପାନୀୟ ଜଳ ବୟବସ୍ଥା କରାର୍ଯିବ । ମୁଖୟମନ୍ତ୍ରୀ,ପୁରୀ ଗଜପତି ମହାରାଜ,େଙ୍କରୋଜ୍ୟ ଭଳି ବିେିଷ୍ଟ ବୟକ୍ତି ବିଦେଷଙ୍କୁ ନିମନ୍ତ୍ରଣ
କରିବା େିଗଦର ପେଦକ୍ଷପ ଗ୍ରହଣ କରାର୍ଯିବ । ପ୍ରତିଷ୍ଠା େିବସ ପାଳନ କରିବାକୁ ସ୍ଵଳ୍ପ େିନ ଥିବା ଦହତୁ ସମସ୍ତ ବୟବସ୍ତାକୁ ତ୍ବରାନିତ
କରିବାକୁ ଜିଲ୍ଲାପାଳ ପରାମେ୍ ଦେଇଥିଦଲ ।
ଦବୈଠକଦର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି,ଉପ-ଜିଲ୍ଲାପାଳ ବ୍ରହ୍ମପୁର, ଭି.କୀତିଭାସନ, ଡୁ ଡା ପ୍ରକଳ୍ପ
ନିଦଦ୍େକ ସଚ୍ଚିୋନନ୍ଦ ନାୟକ, ଛତ୍ରପୁର ଉପ-ଜିଲ୍ଲାପାଳ,ନୀଳ ମାଧବ ଦଭାଇ,ମନ୍ଦିର କାର୍ଯ୍ୟ ନିବ୍ାହୀ ଅଧିକାରୀ,ଟି. ଦକ.ଦରଡ୍ଡୀ,
ତାରା ତାରିଣୀ ମନ୍ଦିର ଉନ୍ନୟନ ସମ୍ପାେକ ପ୍ରଦମାେ କୁମାର ପଣ୍ଡା, ତହସିଲୋର ପୁରୁ ଦଷାର୍ତ୍ମପୁର,ନିଦତେ ତ୍ରିପାଠୀ,ଦଗାଷ୍ଠୀ
ଉନ୍ନୟନ ଅଧିକାରୀ, ପୁରୁ ଦଷାର୍ତ୍ମପୁର ବିଜୟ କୁମାର ଦବଦହରା,ମନ୍ଦିର ଦସବାୟତ ସଂର୍ର ସଭାପତି,ତପନ କୁମାର ରଣା, ପୂଜକ
ସନତ କୁମାର ରଣା, ବିଷ୍ଣୁ ପ୍ରସାେ ରଣା, ରାମେନ୍ଦ୍ର ରଣା ,ଜଗନ୍ନାଥ ରଣା ପ୍ରମୁଖଙ୍କ ସଦମତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ
ଉପସ୍ଥିତ ଥିଦଲ ।

Leave A Reply

Your email address will not be published.