ବେଣାପଞ୍ଜରୀ ଗ୍ରାମରେ ମାଗଣା ଚଷମା ବଣ୍ଟନ

                 ଗତ କିଛି ମାସ ତଳେ ଆମ ଗାଁ ବିକାଶ ଫାଉଣ୍ଡେସନ ବେଣାପଞ୍ଜରୀ ଜଟଣୀ ତରଫରୁ ଆୟୋଜିତ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ ସ୍ୱନେତ୍ର ଦ୍ଵାରା ହେଇଥିବା ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଚକ୍ଷୁ ପରୀକ୍ଷା କରିଥିବା ଲୋକ ମାନଙ୍କର ଚଷମା ଆଜି ଆମ ଗାଁ ବିକାଶ ଫାଉଣ୍ଡେସନର ପରାମର୍ଶଦାତା ସାହା ଜାଫର ଅଲ୍ଲୀ,ଏମ ଡି ଇଲିୟାସ, ନୁରସାତ୍, ସେରାଜ୍, ତାହିର ଓ ଅନ୍ୟ ସଦସ୍ୟମାନେ ଘର ଘର ବୁଲି ଆସିଥିବା ମାଗଣା ଚଷମା କୁ ବଣ୍ଟନ କରିଥିଲେ ।ଗ୍ରାମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ଆମ ଗାଁ ବିକାଶ ଫାଉଣ୍ଡେସନ କୁ ଗ୍ରାମର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିବା ସହ ଆଗକୁ ଏହିପରି ବିକାଶ ଧାରା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । 

Leave A Reply

Your email address will not be published.