ଲହୁଣୀପଡ଼।:-ଆଇନଜୀବିଙ୍କ ବିୟୋଗ ରେ ବଣାଇ କଂଗ୍ରେସ ତରଫରୁ ବସଷ୍ଟାଣ୍ଡ ର ବିଶ୍ରାମାଗରରେ ଶୋକସଭା ପାଳନ କରାଯାଇ ଶ୍ରନ୍ଧାଞ୍ଜଳି
ଅର୍ପଣ କରାଯାଇଛି । ସେ ଜଣେ କଂଗ୍ରେସ ଦଳର ବରିଷ୍ଠ ନେତା ସହିତ ସୁଦକ୍ଷ ଆଇନଜିବି ଏବଂ ସମାଜ ସେବୀ ଥିଲେ । ଦୁଷ୍ମନ୍ତ ନାୟକ ଙ୍କ ଆବିର୍ଭାବ ୦୧/୦୧/୧୯୫୯ ଏବଂ ତିରୋଧାନ ୦୫/୦୬/୨୦୨୨ ଦିନ ରେ କରିଛନ୍ତି । ତାଙ୍କର ଆତ୍ମାର ସଦଗତି ହଉ ବୋଲି ବଣାଇ କଂଗ୍ରେସ ତରଫରୁ ପ୍ରଭୁଙ୍କ
ଠାରେ ପ୍ରାର୍ଥନା କରିଛନ୍ତି । ଏହିସଭାରେ ପଦ୍ମ ଆଚାର୍ଯ୍ୟ, ବିରଜା ମହାନ୍ତି , ଶ୍ରୀକାନ୍ତ ଦଣ୍ଡିଆ , ମଧୁସୂଦନ ସାହୁ, ତପନ ପତି , ଗଗନ ମହାରଣା , ଯୁଧିଷ୍ଠିର ବେହେରା , ସମୀର ଚକ୍ରବର୍ତୀ , କାର୍ତ୍ତିକ ସାହୁ ଯୋଗ ଦେଇଥିଲି ।